ବିଦେଶ ଫେରନ୍ତାଙ୍କ ପାଇଁ ୧୦ଦିନ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ ହେଉ : DMET
ଭୁବନେଶ୍ବର, (ଓଡିଶା ଟାଇମ୍): ପୁଣି ଥରେ ଚିନ୍ତା ବଢ଼ାଇଲା କରୋନା ଭାଇରସ୍ର ନୂଆ ଭାରିଏଣ୍ଟ । ଏ ନେଇ ଡ଼ିଏମଇଟି ରମା ରମଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋଟସଓ୍ବାନା ଭଳି ଦେଶରୁ … Read More











