ଜୁନାନିବାହାଲ ଜଙ୍ଗଲରେ ଏନ୍କାଉଣ୍ଟର, ଜଣେ ନକ୍ସଲ ନିହତ
ବଲାଙ୍ଗିର, (ଓଡିଶା ଟାଇମ୍): ବଲାଙ୍ଗିର ପୋଲିସର ଅପରେସନ୍ ରେ ଜଣେ ନକ୍ସଲ ମୃତ । ବଲାଙ୍ଗିର ପୋଲିସର ଡି.ଭି.ଏଫ୍. ଟିମ୍ ଜୁନାନିବାହାଲ ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି … Read More











