କରୋନା ମୁକାବିଲା: ଗବେଷଣାରୁ ମିଳୁଛି ନୂଆ ତଥ୍ୟ, ନୂଆ ଆଶା

ନୂଆଦିଲ୍ଲୀ (ଓଟି): ଆମେରିକା ସରକାରଙ୍କ ଗୃହ ସୁରକ୍ଷା ବିଭାଗ ପକ୍ଷରୁ ଏକ ବିଶେଷ ଧରଣର ପରୀକ୍ଷା ନୀରିକ୍ଷା କରାଯାଇଛି। ମହାମାରୀ କରୋନାକୁ ନେଇ ହୋଇଥିବା ଉକ୍ତ ଅଧ୍ୟୟନରୁ ଅନେକ ସକାରାତ୍ମକ ଦିଗ ମିଳିଛି। ସୂର୍ଯ୍ୟକିରଣରେ କରୋନା ଭୂତାଣୁ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଇଥିବା … Read More

ଶ୍ରମିକଙ୍କ ପାଇଁ କୋହଳ ହେଲା #Lockdown କଟକଣା: କାମକୁ ଫେରିବାକୁ କେନ୍ଦ୍ରର ପ୍ରୋତ୍ସାହନ

ଭୁବନେଶ୍ଵର, (ଓଡ଼ିଶା ଟଇମ୍‌): ଶ୍ରମିକ ଏବେ କାମକୁ ଫେରିପାରିବେ। ଯେଉଁମାନେ କାମରୁ ବାହାରି ଆସି ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ସେମାନେ ଚାହିଁଲେ କାମକୁ ଫେରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି। ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ନିୟମ … Read More

କଣ୍ଟିଲୋ ନୀଳମାଧଵଙ୍କ ସେବାୟତଙ୍କୁ ଆର୍ଥିକ ସହାୟତା ଦାବିକଲେ ସିଦ୍ଧାର୍ଥ

  ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) :ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନକୁ ଦୃଷ୍ଟିରେ ରଖି  5000 ଟଙ୍କା ଆର୍ଥିକ ସହାୟତା ଦେବାର ନିଷ୍ପତ୍ତି ନିଆଯାଇଛି। ତେବେ ପୁରୀ ସେବାୟତଙ୍କ ଭଳି କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତ … Read More

ଗଞ୍ଜାମରେ କୋହଳ ହେଲା କଟକଣା

ବ୍ରହ୍ମପୁର(ଓଟି): ଗଞ୍ଜାମ ଜିଲ୍ଲାରେ କୋହଳ ହେଲା ଲକ୍‌ଡାଉନ୍‌ ନିୟମ ତଥା କଟକଣା। ସୋମବାରଠାରୁ ଜିଲ୍ଲାରେ ସର୍ତ୍ତ ଭିତ୍ତିରେ କିଛି ଗାଡ଼ି ଗଡ଼ିବ ଓ ଦୋକାନ ଖୋଲିବ। ପ୍ରଶାସନ ଦେଇଥିବା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦୋକାନ, ବଜାର ଖୋଲିବ। ଗଞ୍ଜାମ ଜିଲ୍ଲାପାଳଙ୍କ … Read More

#CoronaUpdates: ଦିନକରେ ୧୩୩୪ କରୋନା ପଜିଟିଭ୍‌, ୨୭ ମୃତ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ଦେଶକୁ ଏବେ କରୋନା ସମ୍ପର୍କିତ ମିଶ୍ରିତ ଫଳ ମିଳୁଛି। ଭାରତ ସରକାରଙ୍କ ଘୋଷଣା ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୪ଟି ନୂଆ କୋଭିଡ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ଦେଶର … Read More

#covid-19 ନିୟନ୍ତ୍ରଣ ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, ଫେରୁଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କା ଓ ଏକାନ୍ତବାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ସହରାଞ୍ଚଳ ସରିଲା ଏବେ ଗ୍ରାମାଞ୍ଚଳ ଚିନ୍ତା। ଲକ୍‌ଡାଉନ୍‌ ଉଠିଲେ ଗ୍ରାମାଞ୍ଚଳରେ କରୋନା ରୋଗ ବା କୋଭିଡ୍‌୧୯ ବ୍ୟାପିବା ଆଶଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଅଟକିଥିବା ଶ୍ରମିକମାନେ ରାଜ୍ୟକୁ ଫେରିବା ଓ ନିଜ ନିଜ ଘରକୁ ଯିବା … Read More

ଜଷ୍ଟିସ୍ ମହମ୍ମଦ ରଫିକ୍ ହେବେ ଓଡ଼ିଶାର ମୁଖ୍ୟ ବିଚାରପତି

କଟକ(ଓଟି): ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ ଦାୟିତ୍ଵ ଗ୍ରହଣ କରିବେ। ମେଘାଳୟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ମହମ୍ମଦ ରଫିକଙ୍କ ନାମ ଓସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍।  ଗତ ୧୮ ତାରିଖରେ … Read More

#LockdownBan: ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସ କାରବାର ମନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କିଛିଦିନ ତଳେ କୋରିୟର୍‌ ଓ ଅନ୍‌ଲାଇନ୍‌ ଶପିଂ ପ୍ଲାଟ୍‌ଫର୍ମକୁ ଖୋଲିଥିବା କେନ୍ଦ୍ର ସରକାର ୟୁଟର୍ନ ନେଇଛନ୍ତି। ରବିବାରଦିନ ଏକ ବିଜ୍ଞପ୍ତି ଆଦେଶରେ କହିଛନ୍ତି ଯେ, ଅଣ ଅତ୍ୟାବଶ୍ୟକ ସାମଗ୍ରୀର କାରବାର ସୋମବାରଠୁ ହୋଇ ପାରିବ ନାହିଁ। ଅର୍ଥାତ୍‌ … Read More

#IndiaFightsCorona: ଭାରତରେ ୩୦ ପ୍ରତିଶତ କରୋନା ରୋଗୀ ତବ୍‌ଲିଗି ସମ୍ପର୍କିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତର ପ୍ରାୟ ୩୦ପ୍ରତିଶତ କରୋନା ରୋଗୀ ତବ୍‌ଲିଗି ସମାଜଡ଼ ଧାର୍ମିକ ସଭା ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପର୍କିତ। ଏହି ସଭା ମାର୍ଚ ମାସ ମଝିରେ ନୂଆଦିଲ୍ଲିର ନିଜାମୁଦ୍ଦିନ୍‌ ମର୍‌କାଜ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଧାର୍ମିକ … Read More

#FDI Check: ଚୀନ୍‌ର ନିବେଶକୁ ଭାରତର ରୋକ୍‌, ଏବେ ପାକିସ୍ତାନ ଭଳି ଚୀନକୁ ଆଶଙ୍କା

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): କରୋନା ମାଡ଼ରେ ଦୁସ୍ଥ ହୋଇଯାଇଥିବା ଭାରତୀୟ କମ୍ପାନୀ ଉପରେ ନଜର ପକାଇଛି ଚୀନ୍‌। ବିଭିନ୍ନ ସୂତ୍ରରୁ ଏଗୁଡ଼ିକୁ କିଣି ମାଲିକାନା ଜାହିର କରିବାକୁ ଚେଷ୍ଟା କରୁଛି। ଚୀନର ଏହି ଭିତିରି ଉଦ୍ଦେଶ୍ୟକୁ ଭାରତ ତରଫରୁ ଯାଞ୍ଚ କରାଯାଇ … Read More