ବଡ଼ ସାଂଘାତିକ ଗାଡ଼ି ଚାଳକ: ଲକ୍‌ଡାଉନ୍‌ ବେଳେ ବଙ୍ଗଳାରୁ ଓଡ଼ିଶା ଆଣିଲେ କରୋନା ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସ୍ଵଳ୍ପ ଫାଇଦା ହେଉ ବା କାହାକୁ ସାହାଯ୍ୟ କରିବାର ମନୋବୃତ୍ତିରେ ଲକ୍‌ଡାଉନ୍‌ ନିୟମ ଫୁ ହୋଇଛି। ଫଳରେ ପଡ଼ୋଶୀ ରାଜ୍ୟରୁ କରୋନା ରୋଗୀ ପ୍ରବେଶ କରିଛନ୍ତି ଓଡ଼ିଶାର ଗ୍ରାମାଞ୍ଚଳରେ। ସେମାନଙ୍କୁ ଖୋଜି ପାଇବା ଏବେ ପ୍ରଶାସନ ପାଇଁ … Read More

ଜମାତ୍‌ କାରବାରରେ ଧର୍ମନିରପେକ୍ଷ ଭାରତ ଅପେକ୍ଷା ଇସ୍‌ଲାମିକ ପାକିସ୍ତାନ କଠୋର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅଜ୍ଞାତ ୱୁହାନ୍ ଜୀବାଣୁ କ୍ଷେତ୍ରରେ ଅପ୍ରତ୍ୟାଶିତ ବୃଦ୍ଧି କରିବାରେ ତବଲିଗି ଜମାତ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଦକ୍ଷିଣ ପୂର୍ବ ଏସିଆର ଇସ୍‌ଲାମ ପ୍ରାଧାନ୍ୟ ଦେଶରେ ଏହି କାରଣରୁ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । … Read More

#OdishaFightsCorona: ଗ୍ରାମାଞ୍ଚଳରେ କରୋନା ପଦଧ୍ବନୀ, ବଢ଼ିଲା ବାଲେଶ୍ଵର ଓ ଭଦ୍ରକରେ କରୋନା ଆତଙ୍କ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତରାଞ୍ଚଳରେ ଏବେ କରୋନା କାୟା ମେଲାଇବା ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଯେଉଁ ସାମ୍ପଲ୍‌ ବାଲେଶ୍ଵର ଓ ଭଦ୍ରକରୁ ଗତକାଲି ସଂଗ୍ରହ କରାଯାଇଥିଲା ସେମାନଙ୍କ ଭିତରୁ ୭ଜଣଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ୭ … Read More

ଓଡ଼ିଶାରେ ଆଉ ୭ #Corona ପଜିଟିଭ୍‌, ସମୁଦାୟ ସଂଖ୍ୟା ୬୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ନିୟମକୁ କୋହଳ କରି ଜନଜୀବନ ସ୍ଵଭାବିକ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ସକାଳୁ ସକାଳୁ ଏକ ଧକ୍କା ଲଗାଇଛି ସ୍ଵାସ୍ଥ୍ୟ ବିଭାଗ। ପୁଣି ରାଜ୍ୟରେ ଆଉ ୭ ଜଣ ରୋଗୀଙ୍କ ଶରୀରରେ କରୋନା … Read More

#covid19 ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଥାନା ଅଧିକାରୀ ନିଲମ୍ବିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଡ଼ଚଣା ଥାନା ଅଧିକାରୀଦୀପକ କୁମାର ଜେନାଙ୍କୁ ନିଲମ୍ବନ କରାଯାଇଛି। ସରକାରଙ୍କ ଦ୍ଵାରା ଜାରି କୋଭିଡ୍‌-୧୯ ନିୟମାବଳୀକୁ ଉଲ୍ଲଙ୍ଘନ କରିବା ତଥା ନିଜ ପଦବୀର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ପୁଲିସ୍‌ ଡିଜି ଅଭୟ ନିଲମ୍ବନ ଆଦେଶ ଦେଇଥିବା ପୁଲିସ୍‌ … Read More

ଭାରତରେ କରୋନା ପରୀକ୍ଷଣ ୪ ଲକ୍ଷ ପାର୍‌, ୧୭ ହଜାର ୬୧୫ ପଜିଟିଭ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସମଗ୍ର ଭାରତରେ ଏବେ ସୁଦ୍ଧା ୪ ଲକ୍ଷ ୧ ହଜାର ୫୮୬ ସରମ୍ପଲ୍‌ ପରୀକ୍ଷା କରାଯାଇଛି। ଏହି ସାମ୍ପଲ୍‌କୁ ଆର୍‌ଟି ପିସିଆର୍‌ ପ୍ରକ୍ରିୟାରେ ପରୀକ୍ଷଣ କରାଯାଇ ନିଶ୍ଚିତ କରୋନା ସଂକ୍ରମଣ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି … Read More

#CoronaUpdates: ରୋଗୀ ସଂଖ୍ୟା ସ୍ଥିର, ତିନିଦିନରେ ଭୁବନେଶ୍ଵରରେ ୨୫୦୦ ସାମ୍ପଲ୍‌ ପରୀକ୍ଷଣ, ବାଲେଶ୍ଵରରେ କଟକଣା

ଭୁବନେଶ୍ବର (ଓଡ଼ିଶା ଟାଇମ୍‌) : ରାଜ୍ୟରେ କରୋନା ସ୍ଥିତି ସ୍ଥିର ରହିଛି। ସମୁଦାୟ ୯୬୯୦ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟିଂ କରାଯାଇଛି। ଏହାଦ୍ଵାରା ୬୪ଜଣଙ୍କ କ୍ଷେତ୍ରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ହସ୍‌ପିଟାଲ୍‌ … Read More

ଆଜିଠୁ #Lockdown କଟକଣା କୋହଳ, ରାଜଧାନୀରେ ପୂର୍ବ ଭଳି ବଳବତ୍ତର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିଶନର ତଥା ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜାରି କରିଥିବା ନିର୍ଦେଶାବଳୀ ଅନୁସାରେ ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ବିଭିନ୍ନ ସ୍ଥାନରେ ଶିଳ୍ପ, ବାଣିଜ୍ୟ କାରବାର ତଥା ବ୍ୟବସାୟକୁ … Read More

କ୍ଵାରେଣ୍ଟାଇନ୍‌ ଅବଧି କେତେ!

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ସାରା ବିଶ୍ଵରେ ଆତଙ୍କ ଖେଳାଇଛି। ଏଥିପାଇଁ ଆମ ଦେଶରେ ମଧ୍ୟ ସାଂଘାତିକ ସମସ୍ୟା ଉପୁଜିଛି। ତେବେ ଏହାରି ମଧ୍ୟରେ ୧୪ ଦିନିଆ କ୍ୱାରେଣ୍ଟାଇନ ଉପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଙ୍କି ମାରିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର … Read More

#IndiaFightWithCorona: ଆଶ୍ଵସ୍ତ ହେଲା ଗୋଟିଏ ରାଜ୍ୟ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍‌ ପାଇଁ ଦେଶରେ ନାହିଁନଥିବା ସମସ୍ୟା ଉପୁଜିଛି। କେନ୍ଦ୍ର ସରକାରଙ୍କ ସମେତ ସବୁ ରାଜ୍ୟ ସରକାର ଏଥିପାଇଁ ଲଢ଼େଇ ଜାରି ରଖିଛନ୍ତି। ସେହିପରି ଦେଶ ରହିଛି ଲକ୍‌ଡାଉନ୍‌ରେ। କିନ୍ତୁ ଏଳଭି ସମୟରେ ଦେଶର ଗୋଟିଏ ରାଜ୍ୟ ଆଣିଦେଇଛି … Read More