#Lockdown: କେରଳରେ ଖୋଲିବ ରେଷ୍ଟୁରାଣ୍ଟ, ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଚାଲିକ କାର୍‌

ଭୁବନେଶ୍ଵର, (ଓଡ଼ିଶଶ ଟାଇମ୍‌): କେରଳରେ ସ୍ଥିତି ସ୍ଵଭାବିକ ହେବାକୁ ଯାଉଛି। କରୋନା ବୃଦ୍ଧି ସଂଖ୍ୟା ଗଲା ଦୁଇ ସପ୍ତାହ ହେଲା ୧ ଅଙ୍କରେ ସୀମିତ ରହିଛି। କଡ଼ା ଲକ୍‌ଡାଉନ୍‌ ପଦକ୍ଷେପ ଯୋଗୁ ସଫଳତା ପାଇଥିବା କେରଳ ଏବେ ନିଜର ଜୀବନଯାତ୍ରାକୁ ସ୍ଵଭାବିକ … Read More

ଶାସକ ଯେବେ ଆଦର୍ଶ ହୁଏ

ବିପତ୍ତି ବଳେ ଶାସକର ଅସଲି ଚରିତ୍ର ଧରାପଡ଼େ।  ଚୀନରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୁତାଣୁ ଏବେ ବିଶ୍ଵରେ ପ୍ରାୟ ଦେଢ଼ ଲକ୍ଷ ଜୀବନ ନେଇ ସାରିଲାଣି। ଭାରତରେ ୧୨ ହଜାର ୬୩୭ଜଣ ଏବେ ଏହି ରୋଗରେ ଆକ୍ରାନ୍ତ।  ପ୍ରଧାନମନ୍ତ୍ରୀ ମୋଦିଙ୍କ … Read More

#coronaUpdate: ଦୁଇ ଜିଲା ମୁକୁଳିଲାବେଳକୁ ଆଉ ୧ ନୂଆ ଜିଲ୍ଲା ଆକ୍ରାନ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏହାକୁ ଲକ୍ଷ୍ୟ କରି ରାଜ୍ର ସରକାର ଜନଜୀବନକୁ ସ୍ଵଭାବିକ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ଭିତରେ ଭଲ ଖବର … Read More

କରୋନା ମାଡ଼ରେ ତୁଳସୀକ୍ଷେତ୍ର ଜନଶୂନ୍ୟ: ରସାବଳୀ ବେପାର ବନ୍ଦ

କେନ୍ଦ୍ରାପଡ଼ା,:(ପ୍ରଦୀପ ଜେନା)କରୋନା ମାଡ଼ରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ କ୍ଷେତ୍ର ତୁଳସୀ କ୍ଷେତ୍ର ଏବେ ଜନଶୂନ୍ୟ ହୋଇପଡ଼ିଛି । ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରୁ ଆରମ୍ଭ କରି ମନ୍ଦିର ପରିସର ପର୍ଯ୍ୟନ୍ତ କେଉଁଠି ବି ଜଣେ କାହାକୁ ଦେଖିବାକୁ ମିଳୁନି । ଯେଉଁ ଶ୍ରୀବଳଦେବଜୀଉଙ୍କ … Read More

#Lockdown: ୨୦ରୁ ଖୋଲିବ ସବ୍‌ରେଜିଷ୍ଟ୍ରାର୍‌ ଅଫିସ, ଚାଲିବ ଜମିଜମା ପଞ୍ଜିକରଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଳମ୍ବାରେ ସବ୍ରେଜିଷ୍ଟ୍ରାର୍‌ ଅଫିସକୁ ଲକ୍‌ଡାଉନ୍‌ ସମୟରେ ଖେଶଲିବା ଲାଗି  ନିଷ୍ପତ୍ତି ନେଇଛନ୍ତି। ସହରାଞ୍ଚଳରେ ୩୩ ପ୍ରତିଶତ ଷ୍ଟାଫଙ୍କୁ ନେଇ ଏହି ଅଫିସ୍‌ ଚାଲିବ, କିନ୍ତୁ ସହରାଞ୍ଚଳ ବାହାରେ ଥିବା ସବ୍‌ରେଜିଷ୍ଟ୍ରାର୍‌ … Read More

#CoronaUpdate: ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍‌, ସମୁଦାୟ ସଂଖ୍ୟା ୬୧

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦୁଇଦିନର ନୀରବ ରହିଥିବା କରୋନା ପ୍ରକୋପ ପୁଣିଥରେ ଉଜ୍ଜୀବୀତ ହୋଇଛି। ଶୁକ୍ରବାରର ନମୁନା ପରୀକ୍ଷଣ ରିପୋର୍ଟରେ ଆଉ ଜଣେ ରୋଗୀଙ୍କ ନମୁନାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହାଦ୍ଵାରା ରାଜ୍ୟର ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୬୧ରେ … Read More

ଲକ୍‌ଡାଉନ୍‌: ବ୍ୟାଙ୍କ ଏଟିଏମ୍‌ରେ ରିଚାର୍ଜ କରିହେବ ଭୋଡାଫୋନ୍‌-ଆଇଡିଆ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ଲକ୍‌ଡାଉନ ସମୟରେ ଖୁଚରା ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଭୋଡାଫୋନ୍ ଆଇଡିଆ ତରଫରୁ ଫିଚର ଫୋନ୍ ଓ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବ୍ୟାଙ୍କ ଏଟିଏମ୍‌, ଆପ୍ ଏବଂ ୱେବସାଇଟ୍ ଜରିଆରେ ଶୀଘ୍ର ରିଚାର୍ଜ କରିବାର ସୁବିଧା ପ୍ରଦାନ … Read More

ଲକ୍‌ଡାଉନ୍‌ରେ ‘ଜିଓ ଆସୋସିଏଟ୍‌’: ଜିଓ ଗ୍ରାହକ ଅନ୍ୟ ପାଇଁ ରିଚାର୍ଜକରି କମିଶନ ଅର୍ଜନ କରିପାରିବେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶ ସାରା ଲକ୍‌ଡାଉନ୍‌ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍‌’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ … Read More

କାର୍ଯ୍ୟସ୍ଥଳରେ ତମାଖୁ ସମ୍ପୂର୍ଣ୍ଣ ନିଷେଧ

ଭୁବନେଶ୍ୱର(ଓଟି): କାର୍ଯ୍ୟସ୍ଥଳରେ ଏଣିକି ଚଳିବନି ତମାଖୁ। ପାନ ଓ ଗୁଟଖା ଆଦି ସେବନ ବାରଣ ସହ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେହିପରି ଖରାତାତି ପାଇଁ ଶ୍ରମିକଙ୍କ ଲାଗି ପାନୀୟ ଜଳ ଓ ଗ୍ଲୁକୋଜ ବ୍ୟବସ୍ଥା କରିବା ପାଇଁ ସରକାରଙ୍କ … Read More

ଜାରିହେଲା ନୂଆ ଲକ୍‌ଡାଉନ୍‌ ଆନେଶନାମା: ୨୦ ତାରିଖରୁ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନୂଆ ଲକ୍‌ଡାଉନ୍‌ ଆଦେଶନାମା ଘୋଷଣା କରାଯାଇଛି। ଏହି ଆଦେଶନାମା ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିଶନ ଏବଂ ଓସ୍‌ଡମାଙ୍କ ଓ୍ବେବ୍‌ସାଇଟ୍‌ରେ ଉପଲବ୍‌ଧ କରାଯାଇଥିବା ସ୍ଵତନ୍ତ୍ର ରିଲିଫ୍‌ କମିଶନର … Read More