ରାଜଧାନୀରେ ବଳବତ୍ତର ରହିବ ଲକଡାଉନ୍ କଟକଣା
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି। କିନ୍ତୁ ଆବଶ୍ୟକକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ଦୋକାନକୁ ସର୍ତ୍ତମୂଲକ ଭାବେ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ … Read More











