କୋଭିଡ଼୍ -୧୯ ସେସ୍, ଧନୀଙ୍କ ପାଇଁ ୪୦% ଟ୍ୟାକ୍ସ !
ରଜସ୍ୱ ଆଦାୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାଖଲ କରାଯାଇଥିବା ଏକ ପଲିସି ପେପରରେ, ୫୦ଜଣ ଆଇଆରଏସ ଅଧିକାରୀ ଅନ୍ୟାନ୍ୟ ପରାମର୍ଶ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଆୟକର ଉପରେ ୪% କୋଭିଡ଼୍ -୧୯ ସେସ୍ ପ୍ରସ୍ତାବ ଦେଇଛନ୍ତି … Read More
ରଜସ୍ୱ ଆଦାୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାଖଲ କରାଯାଇଥିବା ଏକ ପଲିସି ପେପରରେ, ୫୦ଜଣ ଆଇଆରଏସ ଅଧିକାରୀ ଅନ୍ୟାନ୍ୟ ପରାମର୍ଶ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଆୟକର ଉପରେ ୪% କୋଭିଡ଼୍ -୧୯ ସେସ୍ ପ୍ରସ୍ତାବ ଦେଇଛନ୍ତି … Read More
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ମହାମାରୀ କରୋନାର ପ୍ରକୋପକୁ ରୋକିବା ପାଇଁ ବାଧ୍ୟହୋଇ ରାଜ୍ୟ ସରକାର ଭଦ୍ରକ, ବାଲେଶ୍ଵର ଓ ଯାଜପୁର ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରିଥିଲେ। ଗତ ଗୁରୁବାର ରାତି ୧୦ଟାରୁ ଲାଗୁ ହୋଇଥିବା କର୍ଫ୍ୟୁ ଭଳି ଏହି … Read More
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଯାଜପୁର ଜିଲ୍ଲାରେ ଆଜି ୬ଜଣ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ଏହାଫଳରେ ରାଜ୍ୟରେ କରୋନା ଚିହ୍ନିତ ରୋଗୀଙ୍କ ସମୁଦାୟ ସଂଖ୍ୟା ୧୦୦ରେ ପହଞ୍ଚିଛି। ଏଥିରୁ ୬୫ଜଣଙ୍କ ଶରୀରରେ କରୋନା ଭୁତାଣୁ ଏବେ ସକଅିୟ ଥିବାରୁ ସେମାନେ ରାଜ୍ୟର … Read More
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ମହାମାରୀ କରୋନା ଆତଙ୍କ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ପୁଣି ୫ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି। ଫଳରେ ଚିନ୍ତା ବଢ଼ି ଯାଇଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ … Read More
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ମହାମାରୀ କରୋନା ଆତଙ୍କ ଦୂର ହୋଇନି। ସେଥିପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ସେହିପରି ରାଜ୍ୟ ସରକାର ମଧ୍ୟ କଡ଼ା କଟକଣା ଜାରି କରିବା ସହ ଆବଶ୍ୟକ ସମସ୍ତ ପଦକ୍ଷେପ ନେଉଛନ୍ତି। ଏହାରି ଭିତରେ ରାଜ୍ୟ ପାଇଁ ଖୁସି … Read More
କରୋନା ଜୀବାଣୁ ବିସ୍ତାର ନହେବା ପାଇଁ ଲକ୍ଡାଉନ୍ ଲାଗୁ ହେବାର ୧ ମାସ ବିତିଗଲାଣି । ଯଦି ସାରା ଦେଶରେ ଏହି ଲକ୍ଡାଉନ୍ ଲାଗୁ ହୋଇନଥାନ୍ତା, ଏପ୍ରିଲ୍ ୨୩ ସୁଦ୍ଧା ଦେଶରେ ୨,୧୨,୪୨୭ ମାମଲା ହୋଇଥାନ୍ତା । ଲକ୍ଡାଉନ୍ ପ୍ରୟୋଗ କରିବା … Read More
କରୋନା ସଙ୍କଟକୁ ବିମୁଦ୍ରୀକରଣ ସହିତ ମୁକାବିଲା କରିବା ପାଇଁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକ୍ଡାଉନ୍କୁ କଂଗ୍ରେସ ପାର୍ଟି ତୁଳନା କରିଛି । ଦଳ କହିଛି ଯେ ଯେପରି ବିମୁଦ୍ରୀକରଣ କୌଣସି ଚିନ୍ତା ନକରି କରାଯାଇଥିଲା, ସେହିପରି ଲକ୍ଡାଉନ୍ ମଧ୍ୟ ଘୋଷଣା କରାଯାଇଥିଲା … Read More
ନୂଆଦିଲ୍ଲୀ(ଓଡ଼ିଶା ଟାଇମ): ଦେଶରେ କରୋନା ସଂକ୍ରମଣକୁ ନେଇ ଆଉ ଏକ ଦୁଃଖଦ ଖବର ଆସିଛି। ଜଣେ ଚୁଟି କାଟିବା ଦ୍ଵାରା ୬ ଜଣଙ୍କୁ ମହାମାରୀ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏପରିକି ଆବଶ୍ୟକ ଦୃଷ୍ଟିରୁ ସମ୍ପୃକ୍ତ ଗାଁକୁ ସିଲ୍ କରିଦିଆଯାଇଛି। ଏଭଳି … Read More
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): ଚୀନର ରାପିଡ୍ ଟେଷ୍ଟିଂ କିଟ୍ ନିମ୍ନମାନର ସାବ୍ୟସ୍ତ ହେବା ପରେ ଭାରତକୁ ଦକ୍ଷିଣ କୋରିଆ କମ୍ପାନୀ ସହଯୋଗ କରିବ ବୋଲି ଜଣାପଡ଼ିଛି। ଦେଶର ଅନେକ ରାଜ୍ୟକୁ ଏହି କିଟ୍ ଯୋଗାଇ ଦେବାକୁ ଆଗକୁ ଆସିଛି ଦକ୍ଷିଣ କୋରିଆ କମ୍ପାନୀ … Read More
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଏ ବର୍ଷ ଶିକ୍ଷାବର୍ଷ ଜୁଲାଇ ବଦଳରେ ସେେ୍ପଟମ୍ବରରୁ ଆରମ୍ଭ ହୋଇପାରେ। ପରିସ୍ଥିତିକୁ ଅନଧ୍ୟାନ କରି ରିପେଯଟ; ଦେବା ପାଇଁ ଗଠିତ ୟୁଜିସି କମିଟି ୟୁଜିସିଙ୍କୁ ଏହି ସୂଚନା ଦେଇଛନ୍ତି। କରୋନା ମହାମାରୀ ବ୍ୟାପିବାକୁ ରୋକ୍ ଦେବା ଲାଗି … Read More