#OdishaFightsWithCorona: ଆଉ ୨ଜଣ ସୁସ୍ଥ
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ଗୋଟିଏପଟେ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବାବେଳେ ଅନ୍ୟପଟେ ଆଶ୍ଵସ୍ତିକର ଖବର ମଧ୍ୟ ଆସଛି। ଆଜି ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ଦୁଇଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏହି ଦୁଇଜଣଙ୍କୁ ମିଶାଇ … Read More











