୯୧% ଲୋକଙ୍କ ବିଶ୍ୱାସ ଯେ ମୋଦୀ କରୋନା ଉପରେ ଭଲ କାମ କରୁଛନ୍ତି

୬୬% ଲୋକଙ୍କ ବିଶ୍ୱାସ ଯେ ବିଶେଷ ବ୍ୟକ୍ତିମାନେ କରୋନା  ବିସ୍ତାର କରୁଛନ୍ତି କରୋନା ଭାଇରସ୍‌ ମୁକାବିଲା ନେଇ ଗାଲଅପ୍ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍‌ଦ୍ୱାରା କରାଯାଇଥିବା ଏକ ସ୍ନାପ୍ ସର୍ଭେରୁ ଏହା ପ୍ରମାଣିତ ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ … Read More

ପ୍ରତିଶ୍ରୁତି ରକ୍ଷାରେ ବିଫଳ ହୋଇଛନ୍ତି ଚୀନ୍‌ କମ୍ପାନୀ, ଟେଷ୍ଟ କିଟ୍‌ ଫେରାଯିବ: ଆଇସିଏମ୍‌ଆର୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ଭୁତାଣୁ ବା ନୋଭେଲ୍‌ କରୋନା ଭୁତାଣୁକୁ ଆମେରିକା ଚୀନ୍‌ ଭାଇରସ୍‌ ବୋଲି ଆଖ୍ୟା ଦେଇଛି। ଯଦିଓ ଭାରତ ଏ ସମ୍ପର୍କରେ କିଛି ମତ ରଖି ନାହିଁ କିନ୍ତୁ ଚୀନରୁ ଜନ୍ମ ନେଇଥିବା ଏହି ଭୁତାଣୁର ସଂକ୍ରମଣ … Read More

#କରୋନାରୁ ମୁକୁଳିଲେ, ଆଇନ୍‌ରେ ଛନ୍ଦିହେଲେ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭାଇରସ୍‌ କବଳରୁ ମୁକୁଳିଲେ। କିନ୍ତୁ ଆଇନ୍‌ର ଛାଟ୍‌ରୁ ସେ ବର୍ତ୍ତି ପାରିନାହାନ୍ତି। ଏଭଳି ସମସ୍ୟାରେ ଛନ୍ଦି ହୋଇଛନ୍ତି ଗାୟିକା କନିକା କପୁର। ସରୋଜିନୀ ନଗର ପୁଲିସ୍ ମହାନଗରସ୍ଥିତ କନିକାଙ୍କ ଘରକୁ ପହଞ୍ଚି   ତାଙ୍କୁ ନୋଟିସ୍ ଦେଇଛି … Read More

କରୋନା କଟକଣା ଠୁ ବଡ଼ ସଚେତନ ରହିବା

ଲକ୍ ଡାଉନ୍ ସମୟରେ ମୋର ଅଫିସ ଯିବା ବନ୍ଦ ନ ଥିଲା। ଯେହେତୁ ଏକ ଘରୋଇ ସଂସ୍ଥା ଅଧୀନରେ ଏକ ପ୍ରକଳ୍ପ ପାଇଁ କାମ କରୁଛୁ, ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଅଫିସ ଯିବା ଜରୁରୀ  ରହି ଆସିଛି। ଏହିକ୍ରମରେ ହଠାତ ଦିନେ … Read More

ବାଂଲାଦେଶ କହିଥିଲା- ‘ଇଟାଲୀ ଚାଲିଯିବ କିନ୍ତୁ ଭାରତ ଯିବ ନାହିଁ’, ଆଜି ବାଂଲାଦେଶୀ କରୋନା ରୋଗୀମାନେ ଭାରତରେ ସୁସ୍ଥ ହେବାକୁ ନଦୀ ପାର ହୋଇ ଆସୁଛନ୍ତି

ବାଂଲାଦେଶରେ କରୋନା କାରଣରୁ ଅବସ୍ଥା ବିଗିଡ଼ି ଯାଉଛି । ଚିକିତ୍ସା ସୁବିଧା ଅଭାବରୁ ବାଂଲାଦେଶର ନାଗରିକମାନେ ବେଆଇନ ଭାବେ ସୀମା ପାର କରି ଭାରତକୁ ଆସିବା ଆରମ୍ଭ କରିଛନ୍ତି । ବାସ୍ତବରେ ବାଂଲାଦେଶରେ ସମୁଦାୟ କରୋନା ମାମଲା ୫୪୦୦ ଅତିକ୍ରମ କରିଛି … Read More

ଧନୀଦେଶମାନେ ସାହାଯ୍ୟ ନକଲେ ୩୬ଟି ଦେଶ କୋଭିଡ଼୍‌ -୧୯ ଦୁର୍ଭିକ୍ଷର ଶିକାର ହୋଇପାରେ : ଜାତିସଂଘ

୮୨୨ ନିୟୁତ ଲୋକ ପ୍ରତିଦିନ ରାତିରେ ଭୋକରେ ଶୋଉଛନ୍ତି ବିଶ୍ୱର ୮୨.୧ ନିୟୁତ ଲୋକ ପ୍ରତିଦିନ ରାତିରେ ଭୋକରେ ଶୋଉଛନ୍ତି । ୧୩.୫ ନିୟୁତ ଲୋକ ଅନାହାର ସଙ୍କଟ କିମ୍ବା ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମର ଏକ … Read More

ଲୋକଙ୍କ ମଙ୍ଗଳ ପାଇଁ ବଢ଼ିପାରେ #ଲକ୍‌ଡାଉନ୍‌

ଆଉ ମାସେ ଅବଧି ବଢ଼ାଇବାକୁ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅପିଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଇଛନ୍ତି ପ୍ରସ୍ତାବ ଏପ୍ରିଲ୍‌ ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୧୧କୁ ବୃଦ୍ଧି ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ରାଜ୍ୟରେ ଧୀରେଧୀରେ … Read More

କୋରାପୁଟର ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି, ରାଜ୍ୟରେ ମୋଟ ପଜିଟିଭ୍‌ ୧୧୧

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଧୀରେ ଧୀରେ ସଂକ୍ରମିତ ହୋଇ ରାଜ୍ୟରେ ସଂଖ୍ୟା ୧୧୧ରେ ପହଞ୍ଚି ଯାଇଛି। ସୋମବାର ସକାଳେ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅପରାହ୍ଣରେ ଆଉ ୨ ଏବଂ ସନ୍ଧ୍ୟାବେଳକୁ ଆଉଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରାହ୍ଣ ଦୁଇଜଣଙ୍କ … Read More

କୋରାପୁଟକୁ ବ୍ୟାପିଲା କରୋନା, ରାଜ୍ୟରେ ପୁଣି ୨ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ରାଜ୍ୟ ପାଇଁ ପୁଣି ଦୁଃଖ ବଢ଼ାଇଛି ମହାମାରୀ କରୋନା। ଆଜି ପ୍ରଥମେ ୫ ଜଣ ଚିହ୍ନଟ ହୋଇ ମୋଟ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିଲା। ତେବେ ଅପରାହ୍ଣରେ ମିଳିବା ଖବର ଅନୁସାରେ ଆଉ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ … Read More

#OdishaFightsWithCorona: ଆଉ ୨ଜଣ ସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ଗୋଟିଏପଟେ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବାବେଳେ ଅନ୍ୟପଟେ ଆଶ୍ଵସ୍ତିକର ଖବର ମଧ୍ୟ ଆସଛି। ଆଜି ରାଜ୍ୟରେ ଆଉ ୨କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ଦୁଇଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏହି ଦୁଇଜଣଙ୍କୁ ମିଶାଇ … Read More