ଏଣିକି ଆକାଶପଥ ଯାତ୍ରା ପାଇଁ ମେଡିକାଲ ସାର୍ଟିଫିକେଟ୍‌ ଜରୁରୀ

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶ ରହିଛି ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ। ଏହାର ଅବଧି ଆସନ୍ତା ମେ ୩ରେ ସମାପ୍ତ ହେବ। ତେବେ ଆଗକୁ କଣ ହେବ ପରିସ୍ଥିତି ଓ ସରକାର କଣ ନେବେ ନିଷ୍ପତ୍ତି ତାହା … Read More

କୋଭିଡ଼୍‌ -୧୯ ଜୀବାଣୁ ଭାରତରେ ରୂପ ପରିବର୍ତ୍ତନ କରି ଅଧିକ ବିପଜ୍ଜନକ ହେଉଛି

କରୋନା ଜୀବାଣୁ ସମଗ୍ର ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଛି ଏହି ଜୀବାଣୁ ସାରା ବିଶ୍ୱରେ ୨ ଲକ୍ଷରୁ ଅଧିକ ଜୀବନ ନେଇସାରିଲାଣି ଏହି ଜୀବାଣୁ ବିଭିନ୍ନ ଉପାୟରେ ପରିବର୍ତ୍ତନ ହେଉଥିବା ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି ଅନୁସନ୍ଧାନ ଅନୁଯାୟୀ, A2a ଜୀବାଣୁ … Read More

କରୋନା ଆତଙ୍କକୁ ଭୂକମ୍ପନ ଭୟ

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଆତଙ୍କ ବେଳେ ପ୍ରକୃତିର ଆହୁରି ପ୍ରକୋପ ଦେଖିବାକୁ ମିଳିଛି। ଏହିକ୍ରମରେ ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ବଡ଼ ଧରଣର କମ୍ପନ ନହୋଇଥିଲେ ମଧ୍ୟ ସାଧାରଣାରେ ଭୟ ଖେଳି ଯାଇଛି। କରୋନା ଭୟ ପାଇଁ ଲୋକେ … Read More

ସ୍ଵଳ୍ପ ସଂକ୍ରମିତ କରୋନା ଭୁତାଣୁ ରୋଗୀ ଘରେ ଏକାନ୍ତ ରହିପାରିବେ, କିନ୍ତୁ ମାନିବାକୁ ହେବ ଏହିସବୁ ନିୟମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ଗୃହ ମନ୍ତ୍ରଣାଳୟ ସୋମବାରଦିନ ଏକ ଅତିରିକ୍ତ ହୋମ୍‌ କ୍ଵାରେଣ୍ଟାଇନ୍‌ ନିର୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦେଶାବଳୀ ଅନୁସାରେ ଯେଉଁମାନେ କରୋନା ଭୁତାଣୁଦ୍ଵାାରା ସ୍ଵଳ୍ପ ସଂକ୍ରମିତ ( very mild cases), ବା ଲକ୍ଷଣ ପୂର୍ବ (presymptomatic) ବୋଲି … Read More

ମୁମ୍ବାଇ ପରେ ୟୁପି: ଦୁଇ ସାଧୁଙ୍କୁ ହତ୍ୟା

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାରାଷ୍ଟ୍ରର ପାଲଘରରେ ୨ ସାଧୁଙ୍କୁ ପିଟି ପିଟି ହତ୍ୟା ଘଟଣା ଦେଶବ୍ୟାପୀ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ଅନୁରୂପ ହତ୍ୟା ଘଟଣା ଉତ୍ତର ପ୍ରଦେଶରେ ଘଟିଛି। ଶୋଇଥିବା ଅବସ୍ଥାରେ … Read More

#covid19: ୭ ଦିନ ହେଲା ୮୦ ଜିଲ୍ଲାରେ ନୂଆ କରୋନା ପଜିଟିଭ୍‌ ନାହିଁ, ୧୨୯ ଜିଲ୍ଲା ହଟ୍‌ସ୍ପଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ସାତ ଦିନ ହେଲା ଦେଶର ୮୦ଟି ଜିଲ୍ଲାରେ କୌଣସି ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇ ନାହିଁ। ସେହିପରି ଗଲା ୧୪ ଦିନ ଭିତରେ ୪୭ ଜିଲ୍ଲାରେ କୌଣସି ନୂଆ କରୋନା ରୋଗୀଙ୍କୁ  ଚିହ୍ନଟ କରାଯାଇ … Read More

’ନିତି’ ଆୟୋଗର ଅଧିକାରୀ କରୋନା ସଂକ୍ରମିତ, ବିଲ୍‌ଡିଂ ସିଲ୍

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ସୁପ୍ରିମ୍‌ କୋର୍ଟର ଜଣେ କର୍ମଚାରୀ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ପରେ ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନିତି ଆୟୋଗର ଜଣେ ଅଧିକାରୀ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ କାର୍ଯ୍ୟାଳୟକୁ ସିଲ୍ କରିଦିଆଯାଇଛି। … Read More

ସୁପ୍ରିମକୋର୍ଟକୁ ବ୍ୟାପିଲା କରୋନା ଆତଙ୍କ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭାଇରସ୍‌ ଦେଶବ୍ୟାପି ବଢ଼ିବାରେ ଲାଗିଛି। ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଥିଲେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ଏହି ଭଳି ସମୟରେ ଦେଶର ସର୍ବୋଚ୍ଚ ଅଦାଲତର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ମେଡିକାଲରେ … Read More

ଅପ୍ରସ୍ତୁତ ରାଜ୍ୟ ସରକାର: ପ୍ରବାସୀ ଫେରିଲେ ଗ୍ରାମାଞ୍ଚଳ ଅବସ୍ଥା ହେବ ସାଂଘାତିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଉ କିଛିଦିନ ପରେ ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଆଂଶିକ  କୋହଳ ସମ୍ଭାବନା ରହିଛି। କିନ୍ତୁ ଏହି ସମ୍ଭାବନା ଏବେ ସାରା ଦେଶର ସରକାରମାନଙ୍କୁ ଚିନ୍ତାରେ ପକାଇଛି। ପଞ୍ଚାୟତଠାରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏବେ ଚିନ୍ତାଗ୍ରସ୍ତ। ଏମାନେ ଯିବେ … Read More

ଦିନକରେ ୧୦ କରୋନା ପଜିଟିଭ୍‌, ସୁସ୍ଥ ହେଲେ ୨; ରାଜ୍ୟ ସଂଖ୍ୟା ୧୧୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୧୮ ହୋଇଛି।  ଏମାନଙ୍କ ଭିତରୁ ୩୭ଜଣ ସୁସ୍ଥ ହୋଇଥିବା ବେଳେ ୮୦ ଜଣଙ୍କ ଚିକିତ୍ସା ଜାରି ରହିଛି। ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ରୋଗୀ ସୁସ୍ଥ ହେବା ପରେ ମୃତ୍ୟୁ ଶିକାର … Read More