କଂଗ୍ରେସର ଅର୍ଣ୍ଣବଙ୍କୁ ଦୃଢ଼ ବାର୍ତ୍ତା- “ମହାରାଷ୍ଟ୍ରରେ ରହି ଆମର ରାଜମାତା ବିରୁଦ୍ଧରେ କହିପାରିବେ ନାହିଁ”

ଗତକାଲି ଯାହା ଘଟିଥିଲା, ଗୋଟିଏ କଥା ପ୍ରମାଣିତ ହୋଇଛି ଯେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଶାସନ ଅଧୀନରେ କୌଣସି ପ୍ରଶ୍ନ ପଚରାଯିବ ନାହିଁ, ନଚେତ୍ ଆପଣ ଏହି ଦେଶର ସବୁଠାରୁ ବଡ଼ ସାମ୍ବାଦିକ ଥିଲେ ମଧ୍ୟ ଆପଣଙ୍କୁ ରକ୍ଷା କରାଯିବ ନାହିଁ … Read More

ଭୁବନେଶ୍ଵରରେ ବି କୋହଳ ହେଲା #lockdown: ଜାଣନ୍ତୁ କେଉଁ ଦୋକାନସବୁ ଖୋଲା ରହିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ଦୁଇ ସପ୍ତାହ ହେଲା ଭୁବନେଶ୍ଵର ମହାନଗର ଅଞ୍ଚଳରେ କୌଣସି ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରା ନଯିବା ପ୍ରଶାସନ ଓ ରାଜଧାନୀବାସୀଙ୍କ ପାଇଁ ସାମାନ୍ୟ ଆଶ୍ଵାସନା ଆଣିଛି। ଏହାକୁ ଆଖିରେ ରଖି ଭୁବନେଶ୍ଵର ମହାନଗର ନିଗମ … Read More

ବଲିଉଡ଼୍‌ର ନଗ୍ନ ଦୃଶ୍ୟ କରୋନା ବିସ୍ତାର କରିଛି-ପାକିସ୍ତାନ

  ଚମତ୍କାର ନୂତନ ସିଦ୍ଧାନ୍ତକୁ ଇମ୍ରାନ ଖାନ୍‌ଙ୍କ ସମର୍ଥନ ଯାହାକୁ ସବୁଠାରୁ ବଡ଼ ଦେଶ ଖୋଜିବାରେ ବିଫଳ ହୋଇଛନ୍ତି ତାହାକୁ ପାକିସ୍ତାନ ଖୋଜି ବାହାର କରିବାରେ ସଫଳତା ପାଇଛି । ହଁ, ଆମେ ୱୁହାନ ଜୀବାଣୁର ପ୍ରକଟ ହେବାର ପ୍ରକୃତ କାରଣ … Read More

ଆଗରେ ଅର୍ଣ୍ଣବ, ପଛରେ ପାଲଘର୍

କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ । ନିଜ ଜୀବନକୁ ସୁରକ୍ଷିତ ରଖିବା ଚିନ୍ତାରେ ଲୋକେ, ଆଉ ମହାମାରୀରୁ ଲୋକଙ୍କୁ କେମିତି ମୁକୁଳାଇବେ ସେ ଚିନ୍ତାରେ ସରକାର । ଏଭଳି ସ୍ଥିତିରେ ସରକାରଙ୍କ ପଦକ୍ଷେପ, ବିରୋଧୀଙ୍କୁ ବିଶ୍ୱାସକୁ ନେଲା ଭଳି … Read More

‘କରୋନା’ରେ ଅନିୟନ୍ତ୍ରିତ ଆମେରିକା, କିନ୍ତୁ ନିର୍ବାଚନକୁ ଆଖି

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭାଇରସ୍ ସାରା ବିଶ୍ଵକୁ ତଳିତଳାନ୍ତ କରିସାରିଲାଣି। ପୃଥିବୀର ଅନେକ ରାଷ୍ଟ୍ରର ଅର୍ଥନୀତି ଭୁଶୁଡ଼ି ଗଲାଣି। ତେବେ ଏଥିରେ ବିଶ୍ଵର ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ସର୍ବଦା ଚର୍ଚ୍ଚାରେ ରହିଥିବା ଆମେରିକା କରୋନା କବଳରେ ବେଶି ପ୍ରଭାବିତ … Read More

#IndiaFightsWithCorona: ରାଜ୍ୟଗୁଡ଼ିକର ସ୍ଥିତି ପରଖୁଛନ୍ତି କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦେଶରେ ମହାମାରୀ କରୋନା ସମ୍ପର୍କିତ ସବିଶେଷ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା … Read More

କୋରାପୁଟ ଆକ୍ରାନ୍ତଙ୍କ ଲିଙ୍କରେ ୨୪ ଜଣ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ଗ୍ରୀନ୍‌ ଜୋନ୍‌ରେ ଥିବା ରାଜ୍ୟର କୋରାପୁଟରେ ପ୍ରଥମ କରୋନା ପଜିଟିଭ୍‌ ଆସିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଏନେଇ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ସମ୍ପୂର୍ଣ୍ଣ ସଜାଗ ହୋଇଯାଇଛି କୋରାପୁଟ ପ୍ରଶାସନ। ଏଭଳି ସ୍ଥିତିରେ … Read More

ସୋର ୟୁକୋ ବ୍ୟାଙ୍କ ସିଲ୍‌, କ୍ଵାରେଣ୍ଟାଇନ୍‌ରେ ୧୧ ଜଣ

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ମହାମାରୀ କରୋନା କାରଣରୁ ସୋରସ୍ଥିତ ୟୁକୋ ବ୍ୟାଙ୍କ୍‌ ସିଲ୍‌ ହୋଇଥିବା ଜଣାପଡ଼ିଛି। ଏଥିସହ ବ୍ୟାଙ୍କର ୧୧ ଜଣ କର୍ମଚାରୀ କ୍ଵାରେଣ୍ଟାଇନ୍‌କୁ ଯାଇଛନ୍ତି। ବ୍ୟାଙ୍କର ଜଣେ କର୍ମଚାରୀ ବାଲେଶ୍ଵର ଜିଲ୍ଲାର କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତଙ୍କ ଘରେ … Read More

ଆସିବେ ପ୍ରବାସୀ ଶ୍ରମଜୀବୀ: ଦିନକୁ ୧୫ ହଜାର କରୋନା ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାରଙକ୍ ଦ୍ଵାରା ଘୋଷିତ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସୀମା ୩ ତାରିଖପରେ ବଢ଼ିବ କି ନା ତାହା ଆଲୋଚନାର ବିଷୟ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଅଟକି ଥିବା ପ୍ରବାସୀ ଶ୍ରମିକଙ୍କୁ ଯେ ରାଜ୍ୟମାନଙ୍କୁ ପଠାଯିବାର … Read More

ଲକ୍‌ଡାଉନ୍‌ରେ ସମୟରେ ‘ଏକକ ରାସନ୍‌ କାର୍ଡ’ ବ୍ୟବହାର ପାଇଁ ସୁପ୍ରିମ୍‌ କୋର୍ଟଙ୍କ ପରାମଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ସମୟରେ ଏକକ ରାସନ୍‌ କାର୍ଡ ବ୍ୟବହାର ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏପରିକି ସରକାର ସ୍ଥିର କରିଥିବା ‘ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌’ ଯୋଜନାକୁ ଏହି ବିପର୍ଯ୍ୟୟ ସକୟରେ ଆରମ୍ଭ କରାଯାଇ ପାରିବ … Read More