ରେଡ୍‌ ଜୋନ୍‌ରେ ଅଫିସ୍‌ ଖୋଲିପାରିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରେଡ୍‌ ଜୋନ୍‌ରେ ସରକାରୀ ଅଫିସ ସହ ବିଭିନ୍ନ ବେସରକାରୀ ଅଫିସ୍‌ ଖୋଲିପାରିବ। ଏଥିଲାଗି କୌଣସି ଅଧିକ ଅନୁମତି ବା ପାସ୍‌ ଆବଶ୍ୟକ ନାହିଁ। ନିଜ ନିଜ ଗାଡ଼ିରେ କୋଭିଡ୍‌ ୧୯ ନିୟମାବଳୀ ଆଧାରରେ ଏହାର କର୍ମଚାରୀମାନେ ଯିବା … Read More

୮ ଘଣ୍ଟା ନୁହେଁ ୧୨ ଘଣ୍ଟା କାମ କରିବେ ଶିଳ୍ପାନୁଷ୍ଠାନ କର୍ମଚାରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟର ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଶ୍ରମିକଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ଶିଳ୍ପ ଉତ୍ପାଦନ କମିଥିବାରୁ ଚାହିଦା ପୂରଣ କରିବା ଲାଗି ଏହି ଆବଶ୍ୟକତାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାଦ୍ଵାରା ଯେଉଁ କର୍ମଚାରୀଙ୍କୁ  ପୂର୍ବରୁ ଯେଉଁ … Read More

#corona quarantine: ସଙ୍ଗରୋଧ ସମୟ ୧୪ ଦିନରୁ ୨୮ ଦିନକୁ ବଢ଼ିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟକୁ ଫେରୁଥିବା ଲୋକଙ୍କ ପାଇଁ ସଙ୍ଗରୋଧ ବା କ୍ଵାରେଣ୍ଟୀନ୍‌ ସମୟସୀମା ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଯେଉଁ ସମୟସୀମା ୧୪ ଦିନ ଥିଲା ଏବେ ତାହା ୨୧ ଦିନକୁ ବଢ଼ିବ। ଏହାବାଦ୍‌ ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ … Read More

ସାଢ଼େ୬ଟା ସୁଦ୍ଧା ୬ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ବର୍ଷା ଆଶଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆକାଶରେ ମେଘର ସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା କିଛି ଘଣ୍ଟା ଭିତରେ ହେବାକୁ ଥିବା ପାଗ ପରିବର୍ତ୍ତନ ସମ୍ପକ;ରେ ସୂଚନା ଦିଆଯାଇଛି। ଏହି ସୂଚନା ଆଧାରରେ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା … Read More

ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷା ପ୍ରଦାନ ସରକାରଙ୍କ ସାମ୍ବିଧାନିକ କର୍ତ୍ତବ୍ୟ: ପଞ୍ଚାନନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ପ୍ରବାସୀ ଶ୍ରମିକ ରହିଥିବା ସ୍ଥାନରେ ସେମାନଙ୍କ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନ୍‍ଗୋ । ଯିଏ ଯେଉଁଠି ଅଛି … Read More

ଗାଡ଼ି ମାଡିଯାଇ ପ୍ରବାସୀ ଶ୍ରମିକ ଦମ୍ପତି ମୃତ; ଦୁଇ ସନ୍ତାନ ଗୁରୁତର

ଭୁବନେଶ୍ୱର, (ଓଡ଼ିଶା ଟାଇମ): ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ସାଇକଲ ଯୋଗେ ଛତିଶଗଡ ଫେରୁଥିବା ଏକ ପ୍ରବାସୀ ଶ୍ରମିକ ଦମ୍ପତି ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି । ଏଥିରେ ସେମାନଙ୍କୁ ଦୁଇ ସନ୍ତାନ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପ୍ରବାସୀ … Read More

ମହାରାଷ୍ଟ୍ରରେ ମେ’ ୩୧ ପର୍ଯ୍ୟନ୍ତ ବଢିପାରେ ଲକ୍‍ଡାଉନ

ଭୁବନେଶ୍ୱର, (ଓଡ଼ିଶା ଟାଇମ): କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ ଅବଧିକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି । ରାଜ୍ୟ … Read More

ବାୟୁସେନାର ମିଗ୍‍-୨୯ ବିମାନ ଦୁର୍ଘଟଣା

ଭୁବନେଶ୍ୱର,(ଓଡ଼ିଶା ଟାଇମ): ବାୟୁସେନାର ଏକ ମିଗ୍‍-୨୯ ଯୁଦ୍ଧବିମାନ ପଞ୍ଜାବର ନୱାନସେହର ଜିଲା ରୁର୍‍କି କାଲାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ହୋଇଥିବା ନେଇ ହୋସିଆରପୁର ଏସଏସପି ଗୌରବ ଗର୍ଗ ସୂଚନା ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଯୁଦ୍ଧବିମାନରୁ … Read More

ମଦର ହୋମ୍‌ ଡେଲିଭରି ଏବଂ ପରୋକ୍ଷ ବିକ୍ରି ପାଇଁ ରାଜ୍ୟମାନେ ଧ୍ୟାନ ଦେବା ଉଚିତ: ସୁପ୍ରି୍‌ମକୋର୍ଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶ ସାରା ଯେଉଁ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି ସେହି ସମୟରେ ରାଜ୍ୟ ସରକାରମାନେ ମଦ ବିକ୍ରି ପ୍ରତ୍ୟକ୍ଷ ଭାବେ ନକରି ପରୋକ୍ଷ ବିକ୍ରି କରିବା ଲାଗି ସୁପ୍ରିମ୍‌କୋର୍ଟ … Read More

୫୫୭ ପୁଲିସ କର୍ମଚାରୀଙ୍କୁ କରୋନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାରାଷ୍ଟ୍ରର ୫୫୭ଜଣ ପୁଲିସ କର୍ମଚାରୀଙ୍କ ନମୁନାରେ କରୋନା ଭୁତାଣୁ ଠାବ କରାଯାଇଛି। ଲକ୍‌ଡାଉନ୍‌ ଲାଗୁ ହେବା ପରେ ସେମାନଙ୍କ ପରୀକ୍ଷା କରାଯାଇଛଇ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ୍‌ ଦେଶମୁଖ କହିଛନ୍ତି।  ରାଜ୍ୟରେ ଏବେ ସମୁଦାୟ କୋଭିଡ୍‌ ରୋଗୀ … Read More