୫୫୭ ପୁଲିସ କର୍ମଚାରୀଙ୍କୁ କରୋନା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମହାରାଷ୍ଟ୍ରର ୫୫୭ଜଣ ପୁଲିସ କର୍ମଚାରୀଙ୍କ ନମୁନାରେ କରୋନା ଭୁତାଣୁ ଠାବ କରାଯାଇଛି। ଲକ୍ଡାଉନ୍ ଲାଗୁ ହେବା ପରେ ସେମାନଙ୍କ ପରୀକ୍ଷା କରାଯାଇଛଇ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି। ରାଜ୍ୟରେ ଏବେ ସମୁଦାୟ କୋଭିଡ୍ ରୋଗୀ … Read More











