ଡାକ୍ତରଙ୍କୁ କରୋନା : କଳାହାଣ୍ଡିର ୨ ମହିଳା ଡାକ୍ତର ସଂକ୍ରମିତ

ଭୁବନେଶ୍ବର , (ଓଡିଶା ଟାଇମ୍) : ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(CHC)ର ୨ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ … Read More

ପୁରୀରେ ରଥ ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ : ରଙ୍ଗ ଓ ସିଲାଇ କାମ ଜୋରଦାର

ଭୁବନେଶ୍ଵର, (ଓଡିଶା ଟାଇମ୍) : କରୋନା ସଙ୍କଟ ଭିତରେ ଏଥର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାକୁନେଇ ଏବେ ରାସ୍ତା ସଫା ହେବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଆଜି ମହାନାୟକ, ପୂଜାପଣ୍ଡା ଏବଂ … Read More

ବାଲୁଚିସ୍ତାନର ଖାନ୍‌ ଭାରତର ଏକ ଅଂଶ ହେବାକୁ ଚାହୁଁଥିଲେ, ନେହେରୁ ତାଙ୍କୁ ଉତ୍ତର ଦେଲେ – “ଅବଶ୍ୟ ନୁହେଁ”

ସମସ୍ତଙ୍କୁ ଜଣା ଯେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଅନେକ ବଡ଼ ଭୁଲ କରିଛନ୍ତି, ଯାହା ଆଜି କେବଳ ସମଗ୍ର ଭାରତ ନୁହେଁ ତିବ୍ଦତ ପରି ଆଖପାଖ ଅଞ୍ଚଳ ଏହାର କୁପରିଣାମ ଭୋଗୁଛନ୍ତି । ସ୍ୱାଧୀନତାର ପ୍ରଥମ ୧୫ ବର୍ଷରେ … Read More

୧୭ରୁ ସବୁ ୟୁନିଭର୍ସିଟି, କଲେଜକୁ ଯିବେ ଅଧ୍ୟାପକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜୁନ ୧୭ରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଖୋଲିବ । ତେବେ ଶିକ୍ଷାନୁଷ୍ଠାନଗୁଡିକରେ କରୋନା ଗାଇଡଲାଇନ୍ ପାଳନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଗୁରୁବାର ଉଚ୍ଚଶିକ୍ଷା … Read More

ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ରାଜନୀତି ଗରମ, ବିଜେପି କହିଲା ସଂରକ୍ଷଣ ବ୍ୟବସ୍ଥା ସହିତ ଅଛି

ଦେଶରେ ସଂରକ୍ଷଣ ବିଷୟରେ ବିତର୍କ ପୁଣିଥରେ ଆରମ୍ଭ ହୋଇଛି । ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ । ତାମିଲନାଡ଼ୁର ମେଡ଼ିକାଲ କଲେଜରେ ଓବିସି ପ୍ରାର୍ଥୀଙ୍କ କୋଟା ପାଇଁ ଦାଖଲ ହୋଇଥିବା ଅନେକ ଆବେଦନ ଶୁଣାଣିବେଳେ … Read More

ନିଟ୍‌ ମାମଲା – ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ

ଜର୍ଜ ଓରୱେଲ ଏକ ପରିପ୍ରେକ୍ଷୀରେ ଠିକ୍ କହିଥିଲେ, “ଛଳନା, କପଟ ଓ ବର୍ବରତାର ଏହି ଯୁଗରେ ଯିଏ ସତ କହେ ତାଠାରୁ ଅଧିକ ବିପ୍ଲବୀ କେହି ନୁହଁନ୍ତି” । ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତିରେ ଏହା ସମ୍ପୂର୍ଣ୍ଣରୂପେ ଖାପ ଖାଉଛି । ସଂରକ୍ଷଣ … Read More

‘ଚୀନ୍‌ ଯାହା କହେ ଆମେ ତାହା କରୁ’- ଜୁମ୍‌ ଆପର ସ୍ୱୀକରୋକ୍ତି

ଆମେରିକାରେ ଥିବା ଚୀନ୍‌ର କାର୍ଯ୍ୟକର୍ତ୍ତାଙ୍କ ଏକ ଗୋଷ୍ଠୀର ଆକାଉଣ୍ଟକୁ ଜୁମ୍ ଭିଡ଼ିଓ କମ୍ୟୁନିକେସନ୍‌ଦ୍ୱାରା ସାମୟିକଭାବେ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହି କମ୍ପାନୀ ସ୍ୱୀକାର କରିଛି ଯେ ସେମାନେ ଚୀନ୍ ସରକାରଙ୍କ ନିର୍ଦ୍ଦେଶରେ ଏହା କରିଛନ୍ତି । ତାହା ହେଉଛି, ଏହା … Read More

ଦୀର୍ଘ 80 ଦିନ ପରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ବିଶ୍ୱର ସବୁଠାରୁ ଧନୀ ମନ୍ଦିର

ତିରୁପତି, (ଓଡିଶା ଟାଇମ ) : ଦୀର୍ଘ 80 ଦିନ ପରେ ଖୋଲିଲା ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ତିରୁପତି ମନ୍ଦିର । ମନ୍ଦିରକୁ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ମନ୍ଦିର ପରିସରରେ କେଶ … Read More

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ବର , (ଓଡିଶା ଟାଇମ୍) : ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମସି । ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ସିଲ୍ ହୋଇଛି । ରାଜ୍ୟ ସରକାର ଆଜି ପାଇଁ ରାତ୍ରିକାଳୀନ କର୍ଫ୍ୟୁକୁ ୩ … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୧୨୦ କରୋନା ସଂକ୍ରମିତ

ଭୁବନେଶ୍ବର ,(ଓଡିଶା ଟାଇମ୍) : ଆଜି ରାଜ୍ୟରେ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୩୦ … Read More