IFS ସ୍ତରରେ ଅଦଳବଦଳ, ବଦଳିଲେ ୧୨ ଆଇଏଫଏସ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ ସରକାର ବନସେବା ଅଧିକାରୀ (ଆଇଏଫଏସ) ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ୧୨ ଆଇଏଫଏସ ଅଧିକାରୀଙ୍କ ବଦଳି ହୋଇଛି । ୨୦୦୫ ବ୍ୟାଚ୍ ଆଇଏଫଏସ ଅଧିକାରୀ ୟୋଗଜୟାନନ୍ଦଙ୍କୁ ବାରିପଦା ଆରସିସିଏଫ ନିଯୁକ୍ତ … Read More

ଭୁବନେଶ୍ୱରରୁ ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ଆଉ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ … Read More

ଦେଶର ସବୁଠୁ ବୟସ୍କ କ୍ରିକେଟରଙ୍କ ପରଲୋକ

ମୁମ୍ବାଇ , (ଓଡିଶା ଟାଇମ୍) : ଭାରତର ସବୁଠାରୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀଙ୍କ ପରଲୋକ ଘଟିଛି। ଶନିବାର ଭୋର ସମୟରେ ମୁମ୍ବଇର ବାଲକେଶ୍ଵରସ୍ଥିତ ନିଜ ବାସଭବନରେ ୧୦୦ ବର୍ଷ ବୟସରେ ବସନ୍ତ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। … Read More

ଛତ୍ରପୁର SDPO ଏବଂ IICଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ଆଉ ଦୁଇ କରୋନା ଯୋଦ୍ଧା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର SDPO ଓ IIC କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଗଞ୍ଜାମ ଏସ୍‌ପି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। … Read More

ଅଶୋକ ଗେହଲଟଙ୍କ ସଙ୍ଗୀନ ଅଭିଯୋଗ, କଂଗ୍ରେସ ବିଧାୟକଙ୍କୁ ବିଜେପି ଯାଚୁଛି ୨୫ କୋଟି

ଜୟପୁର, (ଓଡିଶା ଟାଇମ୍) : ମଧ୍ୟପ୍ରଦେଶରେ କମଲ ନାଥଙ୍କ ଭଳି ଏବେ ରାଜସ୍ଥାନରେ ଅଶୋକ ଗେହଲଟ‌ଙ୍କ ସରକାରକୁ ଅସ୍ଥିର କରିବାକୁ ଚାହୁଁଛି ବିଜେପି। ମୁଖ୍ୟମନ୍ତ୍ରୀ ଗେହଲଟ୍ ନିଜେ ଏହି ଅଭିଯୋଗ କରିଛନ୍ତି। ଏଥିଲାଗି ରାଜସ୍ଥାନ ବିଧାନସଭାର କିଛି ଶାସକ ଦଳ ବିଧାୟକଙ୍କୁ … Read More

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଠିଆ ହୋଇଥିବା ହାଇୱାକୁ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

କେନ୍ଦ୍ରାପଡା , (ଓଡିଶା ଟାଇମ୍) : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଯୁବକର ଉନ୍ମତ କାଣ୍ଡ । ହାଇୱେରେ ଠିଆ ହୋଇଥିବା ୧୦ଚକିଆ ଏକ ହାଇୱାକୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ସୂଚନା ମିଳିଛି । ଖବର ପାଇ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି … Read More

ଜାଣନ୍ତୁ ପ୍ରତିଦିନ ନଡିଆ ପାଣି ପିଇବାର ଲାଭ

(ଓଡିଶା ଟାଇମ) : ପ୍ରତିଦିନ ନଡିଆ ପାଣି ପିଇବା ଦ୍ୱାରା ରକ୍ତଚାପ, ଡାଇବେଟିସ୍, ଓଜନ ବଢିବା ଏବଂ ଡିହାଇଡ୍ରେସନ୍ ଆଦି ସମସ୍ୟାର ସମାଧାନ ହୋଇଥାଏ । ଏହା ଦ୍ୱାରା ଆପଣଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ । ତେବେ ଜାଣନ୍ତୁ ନଡିଆ ପାଣି … Read More

ଜମ୍ମୁ ଓ କଶ୍ମୀର: କୁଲ୍‌ଗାମ୍ ଏବଂ ଅନନ୍ତନାଗରେ ଏନ୍‌କାଉଣ୍ଟର୍ ଯୋଗୁଁ ୪ ଆତଙ୍କବାଦୀ ନିହତ

ଶ୍ରୀଗର, (ଓଡିଶା ଟାଇମ୍) : ଜମ୍ମୁ-କାଶ୍ମୀର ସ୍ଥିତ ପୁଲୱାମାର ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦିଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଲୁଚିଥିବା ସୂଚନା ପାଇ ସେଠାରେ ସୁରକ୍ଷାକର୍ମୀ ସର୍ଚ୍ଚ … Read More

ରାଜ୍ୟରେ ଚିହ୍ନଟ ହେଲେ ସର୍ବାଧିକ ୨୨୫ କରୋନା ସଂକ୍ରମିତ, ୩୭୨୩କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ ) : ରାଜ୍ୟରେ ଆଜି ଆଉ ୨୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

କରୋନା ଟୀକା ଉପରେ ଭଲ ଖବର, କାହାଠାରୁ ଅଧିକ ଆଶା କରାଯାଏ

ପାନାସିଆ ବାୟୋଟେକ୍ ଆମେରିକୀୟ କମ୍ପାନୀ ସହିତ ସମ୍ପର୍କ ସ୍ଥାପନ କଲା, ସକ୍ରିୟ ଭୂତାଣୁ ଭିତ୍ତିକ ଟୀକା ବିକଶିତ କରିବ   ଜନ୍ ଏବଂ ଜନସନ ସେପ୍ଟେମ୍ବର ବଦଳରେ ଜୁଲାଇରେ ଟୀକା ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା କରିଥିଲା   ସେପ୍ଟେମ୍ବର ସୁଦ୍ଧା … Read More