ରାଫେଲ ଭାରତରେ ପହଞ୍ଚିଥିଲା, ପାକିସ୍ତାନର “ସୁଯୋଗ”

ଭାରତ ରାଫେଲ କିଣିଛି, ପାକ୍ ଆର୍ମି ଏହାର ଲୋକଙ୍କଠାରୁ ଟଙ୍କା ଉଠାଇବା ପାଇଁ ଏବଂ ଚୀନ୍ ଚଳାଇବାକୁ ସୁଯୋଗ ପାଇଛି ।   ଭାରତରେ ରାଫେଲ ଯୁଦ୍ଧ ବିମାନର ଆଗମନ ସହିତ କ’ଣ ହେଲା, ଯେପରି ଆମର ଶତ୍ରୁମାନଙ୍କର ଆଖିରୁ ନିଦ ଉଡ଼ିଯାଇଛି … Read More

ମେଦବହୁଳତା ସହ ପେଟ ସମସ୍ୟା ଦୂର କରିବା ପାଇଁ ଖାଆନ୍ତୁ ଏହି ଜିନିଷ

(ଓଡିଶା ଟାଇମ୍) : ମେଦବହୁଳତା ଆଜିକାଲି ଅନେକ ଲୋକଙ୍କ ସମସ୍ୟା ପାଲଟି ଗଲାଣି । ତା ସାଙ୍ଗକୁ ପୁଣଇ ପେଟ ସମସ୍ୟା । ଏହି ସବୁ ସମସ୍ୟା ଦୂର କରିବାକୁ ସକାଳ ସମୟରେ ଅମୃତଭଣ୍ଡା ଖାଆନ୍ତୁ , ସେବନ କରନ୍ତୁ ଘି … Read More

ବୋରିସ୍ ଜନସନଙ୍କ ମେଡ୍ ଇନ୍ ଇଣ୍ଡିଆ ସାଇକେଲ ଚର୍ଚ୍ଚାର କେନ୍ଦ୍ର ପାଲଟିଛି

ଇଂଲଣ୍ଡ ମୁଖ୍ୟଙ୍କୁ ବ୍ରାଣ୍ଡ ଆମ୍ବାସାଡ଼ର କରି ଚୀନ୍‌କୁ ବିଶ୍ୱ ଯୋଗାଣ ଶୃଙ୍ଖଳରୁ ବାହାର କରିବା ପାଇଁ ଏହା ଏକ ଭଲ ଉପାୟ।  ବର୍ତ୍ତମାନ ଯେହେତୁ ବିଶ୍ୱର ଦେଶଗୁଡ଼ିକ ଚୀନ୍‌ କମ୍ପାନୀଗୁଡ଼ିକୁ ଡମ୍ପିଂ କରି ଚୀନ୍‌ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି, ଭାରତୀୟ … Read More

ଲାଞ୍ଚ ମାଗି ନିଲମ୍ବିତ ହେଲେ ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏଏସ୍ଆଇ

ତାଳଚେର, (ଓଡିଶା ଟାଇମ୍) : ଲାଞ୍ଚ ମାଗିବା ମହଙ୍ଗା ପଡିଛି ଜଣେ ପୋଲିସ୍ ବାବୁଙ୍କୁ । ଲାଞ୍ଚ ମାଗିବାରୁ ନିଲମ୍ବିତ ହୋଇଛନ୍ତି ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏ ଏସ୍ ଆଇ କାର୍ତ୍ତିକ ବେହେରା । ଏକ ଡ୍ରେନ୍ ନିର୍ମାଣକୁ … Read More

ଆଜିଠୁ ଖୋଲିଲା ୟୁନିଟ୍ ୪ ମାର୍କେଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦୀର୍ଘ ୧୪ ଦିନ ବନ୍ଦ ହେବା ପରେ ଆଜିଠୁ ପୁଣି ଖୋଲିଛି ୟୁନିଟ୍ ୪ ମାର୍କେଟ । କରୋନା କଟକଣାକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସବୁ ଦୋକାନୀ … Read More

ଗିନିଜ୍ ୱାଲ୍ଡ ରେକର୍ଡରେ ମାନବ କମ୍ପ୍ୟୁଟର ‘ଶକୁନ୍ତଳା ଦେବୀ’

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ମାନବ କମ୍ପ୍ୟୁଟର ଭାବେ ପରିଚିତ ‘ଶକୁନ୍ତଳା ଦେବୀ’ଙ୍କୁ ଗିନିଜ୍ ୱାଲ୍ଡ ରେକର୍ଡସ୍ ପକ୍ଷରୁ ‘ସବୁଠୁ ଫାଷ୍ଟ ହ୍ୟୁମାନ୍ କମ୍ପୁଟର’ ଭାବେ ସମ୍ମାନିତ କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଯାହାଙ୍କ ଉପରେ ନିର୍ମିତ ହୋଇଛି ଏକ … Read More

ଜୈସଲମେରକୁ ସ୍ଥାନାନ୍ତରିତ ହୋଇପାରନ୍ତି ଅଶୋକ ଗେହଲଟଙ୍କ ବିଧାୟକ !

ଜୟପୁର, (ଓଡିଶା ଟାଇମ୍‌): ରାଜସ୍ଥାନର ତତ୍କାଳୀନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସ୍ପେଶାଲ୍ ଅପରେସନ୍ ଗ୍ରୁପ ଦ୍ୱାରା ନୋଟିସ୍ ପଠାଯିବା ପରେ ରାଜସ୍ଥାନର ରାଜନୀତି ସରଗରମ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ନିଜ ପାଖରେ ବହୁମତ ଥିବା ଦାବି କରି ସମସ୍ତ ବିଧାୟକଙ୍କୁ … Read More

ରାଜ୍ୟରେ ପ୍ରାଣ ହରାଇଲେ ଆଉ ୮ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ଆଉ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ … Read More

ରାଉଉରକେଲା ଆଇଜିଏଚରେ ଆଜି ଠାରୁ ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ

ରାଉରକେଲା, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେଣୁ ଭିନ୍ନ … Read More

ରାଜ୍ୟରେ ଆଉ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୭୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More