ଟାଇମ୍ସ ଇଞ୍ଜିନିୟରିଂ ର୍ୟାଙ୍କିଙ୍ଗ ସର୍ଭେରେ ଦେଶର ୨୩ତମ ସ୍ଥାନରେ ଆଇଟିଇଆର୍
ଭୁବନେଶ୍ୱର, (ଓଡିଶା ଟାଇମ୍) : ଶୁକ୍ରବାର ପ୍ରକାଶିତ ଟାଇମ୍ସ ଇଞ୍ଜିନିୟରିଂ ର୍ୟାଙ୍କିଙ୍ଗ ସର୍ଭେ ୨୦୨୦ ଅନୁଯାୟୀ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି … Read More











