ଚୀନ୍ ଇସ୍ଲାମକୁ ପସନ୍ଦ କରେ ନାହିଁ ! ପାକିସ୍ତାନ ପରବର୍ତ୍ତୀ ଜିନଜିଆନ୍ ହେବ !

ସାଉଦି ଏବଂ ୟୁଏଇ ପାକିସ୍ତାନର ହାତ ଛାଡ଼ିଛନ୍ତି, ବର୍ତ୍ତମାନ ଚୀନ୍ ଏହାକୁ ଏକ ଅଣ-ଇସ୍‌ଲାମିକ ଉପନିବେଶ କରିବ । ପାକିସ୍ତାନରେ ସର୍ବଦା ଏକ ସମସ୍ୟା ରହିଆସିଛି ଯେ ଦେଶର ବୈଦେଶିକ ନୀତି ନିର୍ଣ୍ଣୟ କରିବାବେଳେ ଏହାର ଦକ୍ଷତାକୁ ସଠିକ୍ ଆକଳନ କରିବାରେ … Read More

ରାଜଧାନୀରେ ଆଉ ୩୨୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଜି ୩୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨୦ରେ ପହଁଚିଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୭୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ … Read More

ଭିଜିଲାନ୍ସ ପଞ୍ଝାରେ ଜିଆରଏସ

ଫୁଲବାଣୀ, (ଓଡିଶା ଟାଇମ୍) : ଫୁଲବାଣୀ ଜିଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଡିଭିଜନ୍‌ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଫୁଲବାଣୀରେ ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଏରିଅର୍‌ … Read More

ବ୍ରିକ୍ସ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି, ଏବଂ ଚୀନ୍ ସ୍ୱପ୍ନ ଦେଖୁଛି!

ଆମେରିକାର ମହାନତାକୁ ଶେଷ କରିବା ପାଇଁ ଚୀନ୍ ବ୍ରିକ୍ସ ସୃଷ୍ଟି କରିଛି, ବର୍ତ୍ତମାନ “ବିଆରଆଇ” ଦେଶ ଏହାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି । ବ୍ରିକ୍ସର ଅର୍ଥ ହେଉଛି ବ୍ରାଜିଲ, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାର ସଂଗଠନ । … Read More

ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବଲିଉଡ଼୍ ଅଭିନେତ୍ରୀ ବିଦ୍ୟାବାଲାନ ଫିଲ୍ମରେ ପିନ୍ଧିଥିବା କଳା ରଙ୍ଗର ଜ୍ୟାମିତିକ ପାଟଶାଢ଼ୀ ବିକ୍ରି ହୋଇଛି। ଏହି ଶାଢ଼ୀକୁ ଅନଲାଇନ୍‌ରେ ବିକ୍ରି କରାଯାଇଛି। ଜଣେ ଓଡିଆ ଝିଅ ଏହି … Read More

କଟକରେ ସାର୍ବଜନୀନ ଗଣେଶ ପୂଜାକୁ ମିଳିବନି ଅନୁମତି : ଡିସିପି

କଟକ, (ଓଡିଶା ଟାଇମ୍) : ଚଳିତ ବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ । କଟକ ଡିସିପି ପ୍ରତୀକ ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି । ସାଂପ୍ରତିକ କରୋନା ପରିସ୍ଥିତି ଦେଖୁ ଅନୁମତି ଦିଆଯାଇପାରିବ ନାହିଁ … Read More

ବିପଦ ସଂକେତ ଟପିଲା ବୈତରଣୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବେହାଲ ସାରା ଓଡିଶା।  ଭଦ୍ରକ ଜିଲାରେ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି। ଭଦ୍ରକ ଜିଲା ଦେଇ ପ୍ରବାହିତ … Read More

ରାଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର … Read More

ଓଡିଶାରେ ୭୨ ହଜାର ଡେଇଁଲା କରୋନା ପଜିଟିଭ ସଂଖ୍ୟା; ଗୋଟିଏ ଦିନରେ ୨୬୯୮ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୬୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨,୭୧୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଗାଡ଼ି ଚାଳକ ସାବଧାନ: ଏହି ନିୟମ ନମାନିଲେ ବାତିଲ ହେବ ଡ଼ିଏଲ, ଜାଣି ରଖନ୍ତୁ ନିୟମ ସମ୍ପର୍କରେ

ଭୁବନେଶ୍ବର, (ଓଡିଶା ଟାଇମ୍) : ମଦ ପିଇ ଗାଡି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଗାଡି ଚଳାଇବା ବେଳେ ମୋବାଇଲରେ କଥାହେଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇପାରେ । ନିର୍ଦ୍ଧାରିତ ବେଗଠାରୁ ମଧ୍ୟ ଅଧିକ ବେଗରେ ଗାଡି … Read More