ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ

ଭଦ୍ରକ, (ଓଡିଶା ଟାଇମ୍) : ଭଦ୍ରକ ସାଂସଦଙ୍କ ସ୍ବାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ସଂକ୍ରମିତ ହୋଇଛନ୍ତି । ଟ୍ବିଟ୍ କରି ପୂର୍ବତନ ବିଧାୟକ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସାଂସଦ ମଞ୍ଜୁଲତା ମଣ୍ଡଳ … Read More

ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର … Read More

ରାଜ୍ୟରେ ଚିହ୍ନଟ ହେଲେ ୨୮୧୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୨୪ ଘଣ୍ଟା ମଧ୍ୟରେ ୨୮୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୫୩୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

କୋରାପୁଟ, (ଓଡିଶା ଟାଇମ୍) : ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତକାଲି ପଜିଟିଭ ଚିହ୍ନଟ ହେବା ପରେ ସେ ନିଜେ ଏନେଇ ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ୬୯,୮୭୮ ଆକ୍ରାନ୍ତ ଓ ୯୪୫ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୯ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫,୭୯୪ରେ … Read More

ଆଜି ପବିତ୍ର ଗଣେଶ ଚତୁର୍ଥୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଦେଶରେ ଏହା ଗଣେଶଙ୍କ ପୂଜା ପାଳିତ ହୋଇଥାଏ। ହେଲେ ଏ ବର୍ଷ କରୋନା ସଂକ୍ରମଣକୁ ଆଖିରେ ରଖି ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହେଉନାହିଁ। ନିଜ ଘରେ କେବଳ … Read More

ଆସୁଛି ଆଉ ଏକ ଲଘୁଚାପ : ୨୪ରୁ ୨୬ ଯାଏଁ ଲଗାଣ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୩ ତାରିଖବେଳକୁ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୨ରୁ କ୍ରମଶଃ ବର୍ଷା ବଢ଼ିବ । ବେଶି ବର୍ଷାହେବ ୨୪ରୁ ୨୬ ତାରିଖ ମଧ୍ୟରେ … Read More

ଭାରତରେ ଚୀନ୍ର ‘ଖେଳ’ ଖତମ୍‌- ଭିସା, ଶିକ୍ଷାନୁଷ୍ଠାନ ଉପରେ ଲାଗିଲା ପ୍ରତିବନ୍ଧକ

ବିଶେଷ କଥା ହେଉଛି ଚୀନ୍ ଉପରେ ପ୍ରତିବନ୍ଧକ ଲଗାଉଥିବା ଭାରତ ପ୍ରଥମ ଦେଶ ନୁହେଁ । ଆମେରିକା ଏବଂ ଅଷ୍ଟ୍ରେଲିଆ ପୂର୍ବରୁ ଏଭଳି ପଦକ୍ଷେପ ନେଇଛନ୍ତି । ଜୁଲାଇ ମାସର ଆରମ୍ଭରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇର ନିର୍ଦ୍ଦେଶକ କ୍ରିଷ୍ଟୋଫର ରାଇ … Read More

ମଜାଳିଆ କିନ୍ତୁ ସତ୍ୟ: ପାକିସ୍ତାନ ସାଉଦିରେ କ୍ଷମତା ପରିବର୍ତ୍ତନ କରିବାକୁ ଚାହୁଁଛି ଏବଂ ଏହା ସଫଳ ହେବ ବୋଲି ନିଶ୍ଚିତ

ସାଉଦି ଆରବରୁ ସହାୟତା ପାଇବାରୁ ବିଫଳ ହେବା ପରେ ପାକିସ୍ତାନ ପାଗଳ ହୋଇଯାଇଛି । ବର୍ତ୍ତମାନ ସାଉଦି ଆରବରେ କ୍ଷମତା ପରିବର୍ତ୍ତନ କରିବା ପାଇଁ ପାକିସ୍ତାନ ଯୋଜନା ପ୍ରସ୍ତୁତ କରୁଛି । ହଁ, ଆପଣ ଏହାକୁ ଠିକ୍ ପଢ଼ିଛନ୍ତି। ସାଉଦି ଆରବରେ … Read More

ଚୀନ୍‌ର ନିଦ ଜହାଇଲା ଭାରତର ଏକ ଛୋଟ ଦୀପ

ରଣନୀତିକ ଦୃଷ୍ଟିକୋଣରୁ ପ୍ରାୟ ୧୪୦୦ କିଲୋମିଟର ଦୂରରେ ଅବସ୍ଥିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ମଧ୍ୟ ଏହି ଦ୍ୱୀପପୁଞ୍ଜକୁ ଭାରତ ମହାସାଗରରେ ପ୍ରାଧାନ୍ୟ ଦେବା ପାଇଁ ବ୍ୟବହାର କରିଛି । ମାଲାକା ଷ୍ଟ୍ରେଟ୍ … Read More