ରେଙ୍ଗାଲି ଜଳଭଣ୍ଡାରରୁ ନିଷ୍କାସନ ହେଲା ପ୍ରଥମ ବନ୍ୟାଜଳ

ଅନୁଗୋଳ, (ଓଡିଶା ଟାଇମ୍) : ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ରେଙ୍ଗାଳି ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ବନ୍ୟାଜଳ ନିସ୍କାଷନ ହୋଇଛି । ଜଳଭଣ୍ଡାର ପକ୍ଷରୁ ସୂଚନା ଅନୁସାରେ, ଜଳଭଣ୍ଡାରରରେ ୧୨୧.୫୩ ଜଳ ଘନମିଟର ଗଛିତ ଥିବା ବେଳେ ଜଳଭଣ୍ଡାରରେ ୨୫ … Read More

ରାଜ୍ୟରେ ୧୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା  ୪୦୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ୨୯୯୩ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୫୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଆଖିକୁ ସୁସ୍ଥ ରଖିବ ଏହି ସବୁ ଖାଦ୍ୟ, ପଢନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବ୍ୟସ୍ତ ବହୁଳ ଜୀବନରେ ଆମେ ସ୍ୱାସ୍ଥ୍ୟ ପ୍ରତି ଏତେଟା ଧ୍ୟାନ ଦେଇପାରୁ ନାହୁଁ । ଏପରିକି ସକାଳୁ ରାତି ଯାଏଁ ମୋବାଇଲ୍ ସ୍କ୍ରିନ୍ ହେଉ ବା ଲାପଟପ୍ ସ୍କ୍ରିନ୍ କୁ ଦେଖିବାକୁ ପଡିଥାଏ । ଯାହା ଫଳରେ … Read More

ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ !

ଗୌହାଟି, (ଓଡିଶା ଟାଇମ୍‌): ଦେଶର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦାବି କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ୍ କଂଗ୍ରେସ ନେତା ତରୁଣ ଗୋଗେଇ । ଆସନ୍ତା ବର୍ଷ ଆସାମରେ … Read More

ଘରୁ କାମ କରିବା କେତେ ସହଜ?

କରୋନା ସମୟରେ ଗୋଟିଏ ଶବ୍ଦର ବେଶ୍ ଅଧିକ ପ୍ରଚଳନ ଦେଖିବାକୁ ମିଳୁଛି ତାହାହେଲା ୱାର୍କ ଫ୍ରମ ହୋମ ବା ଘରୁ କାମ କରିବା। ବଡ ସହରର ଛୋଟ ଚାକିରିଆ ହେଉ ବା ଛୋଟ ସହରର ବଡ ଚାକିରିଆ ସମସ୍ତେ ଏହି ୱାର୍କ … Read More

ଦେଶରେ ୩୦ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା; ୨୪ ଘଣ୍ଟାରେ ସର୍ବାଧିକ ୬୯ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ ଓ ୯୧୨ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୦ ଲକ୍ଷ ୪୪ ହଜାର ୯୪୧ରୁ ଅଧିକ ଟପିଛି । ଦେଶରେ କରୋନା … Read More

ଚଳିତ ବର୍ଷ ଶେଷ ସୁଦ୍ଧା ଆସିବ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଭାରତରେ ପ୍ରଥମ କରୋନା ଭାଇରସ୍ ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ ବୋଲି ଶନିବାର ଦିନ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ । ଉତ୍ତର ପ୍ରଦେଶର ଗାଜିଆବାଦରେ ଏନଡିଆରଏଫର ୧୦ ଶଯ୍ୟା … Read More

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୨୪ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ଆଜି ଠାରୁ ବର୍ଷା ସାମାନ୍ୟ ବଢ଼ିବ । ତେବେ ସୋମବାରଠାରୁ ପ୍ରବଳ ବର୍ଷା ହେବ … Read More

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ

ସମ୍ବଲପୁର, (ଓଡିଶା ଟାଇମ୍) :ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ ଭୋଗ। ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ … Read More