କୋମାରେ କିମ୍ ଜୋଙ୍ଗ-ଉନ୍‌, ଶାସନ ଭାର ସମ୍ଭାଳିବେ ଭଉଣୀ!

ନୂଆଦିଲ୍ଳୀ, (ଓଡିଶା ଟାଇମ୍‌): ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ-ଉନ୍‌ଙ୍କୁ ନେଇ ପୁଣି ଥରେ ଚର୍ଚ୍ଚିତ ଖବର ଆସିଛି । ଖବର ଅନୁଯାୟୀ ସେ କୁଆଡେ କୋମା ଅବସ୍ଥାରେ ଅଛନ୍ତି, ଯାହା ଫଳରେ ଏବେ ସେଠାକାର ଶାସନ ଭାର ତାଙ୍କ ଭଉଣୀ … Read More

ବ୍ରହ୍ମପୁରରେ କରୋନା କଟକଣା କୋହଳ, ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା

ଗଞ୍ଜାମ, (ଓଡିଶା ଟାଇମ୍) :  ଗଞ୍ଜାମରେ କରୋନା କଟକଣା କୋହଳ ହେବା ପରେ ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଯାଇଛି। ଏଥିଲାଗି ଆଜି ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ଜଣାଯାଇଛି। … Read More

ଭୟଙ୍କର ହେଉଛି କରୋନା ସ୍ଥିତି; ଦେଶରେ ୫୭ ହଜାର ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୧ ଲକ୍ଷ ୦୬ ହଜାର ୩୪୯ରୁ ଅଧିକ ଟପିଛି। ଦେଶରେ କରୋନା ଜନିତ … Read More

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାକୁ ଜେରା କରିପାରେ ସିବିଆଇ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସୁଛି । ଏବେ ଏହି ମାମଲାର ଯାଞ୍ଚ ଭାର ସିବିଆଇ ସମ୍ଭାଳୁଥିବା ବେଳେ ମାମଲାର ପଚରାଉଚରା ପାଇଁ ସିବିଆଇ ଅଭିନେତାଙ୍କ … Read More

ସାରା ରାଜ୍ୟରେ ୩ଦିନ ଯାଏଁ ଛେଚିବ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ଆଜି ୯ … Read More

ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେକି ସୋନିଆ!

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଆସନ୍ତା ସୋମବାର ଦିନ କଂଗ୍ରେସ କାର୍ଯ୍ୟ କମିଟିର ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଯାଉଛି । ଏହାର ପୂର୍ବରୁ ସୋନିଆ କହିଛନ୍ତି ଯେ ସେ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେବେ । ରାହୁଲ … Read More

ଭିକାରୀ ପାକିସ୍ତାନ ଟଙ୍କା ଚାହୁଁଥିଲା, ସୁଯୋଗ ଦେଖି ସେ ଦାଉଦ୍‌ ଇବ୍ରାହିମଙ୍କୁ ବଳି ଦେଇଦେଲା

କୌଣସି କାମକୁ ନଥିବାରୁ ପାକିସ୍ତାନ ସରକାର ଦାଉଦ୍‌କୁ ଆତଙ୍କବାଦୀ ତାଲିକାରେ ସାମିଲ କରିଛନ୍ତି ! ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ଭାରତର ଅନ୍ୟତମ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ ପାକିସ୍ତାନରେ ରହିଛନ୍ତି ବୋଲି ଏଫଏଟିଏଫର ବଢ଼ୁଥିବା ଚାପ ମଧ୍ୟରେ ପାକିସ୍ତାନ ସରକାର … Read More

ଭୁବନେଶ୍ୱରରୁ ଆଜି ଗୋଟିଏ ଦିନରେ ୩୧୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୭ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୭୦ ଜଣ ସୁସ୍ଥ ମଧ୍ୟ … Read More

ଆମେରିକା-ଚୀନ୍ ଯୁଦ୍ଧ ମଧ୍ୟରେ ଆରବ ନିଷ୍ପତ୍ତି ‘ଆମେ ଆମେରିକା ସହିତ ଅଛୁ’, ଚୀନ୍ ଛାନିଆଁ

ୟୁଏଇ-ଇସ୍ରାଏଲ ମଧ୍ୟରେ ହୋଇଥିବା ଶାନ୍ତିଚୁକ୍ତି ଯୋଗୁଁ କିଏ ଅଧିକ କ୍ଷତିଗ୍ରସ୍ତ ହୋଇଛି ? ଏହାର ଉତ୍ତର ଇରାନ କିମ୍ବା ତୁର୍କୀ ନୁହେଁ, କେବଳ ଚୀନ୍ । ନିକଟରେ ହୋଇଥିବା ଏସସିଏମପି ରିପୋର୍ଟ ଅନୁଯାୟୀ ଚୀନ୍‌ର ପୂର୍ବତନ କୂଟନୀତିଜ୍ଞ ହୁଆ ଲିମିଙ୍ଗ ବିଶ୍ୱାସ … Read More

ଆଫଗାନିସ୍ତାନର ଉଭୟ ନାଗରିକ ସରକାର ଏବଂ ତାଲିବାନ ପାକିସ୍ତାନଠାରୁ ସମ୍ପର୍କ କାଟିଲେ

ଆତଙ୍କବାଦ ସହ ପାକିସ୍ତାନର ସଂଲଗ୍ନତା ଏବଂ ଭାରତକୁ ଅସ୍ଥିର କରିବାକୁ ଇଚ୍ଛା ଏବେ ତାଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଭାରତ ପ୍ରତ୍ୟେକ ଥର ପାରମ୍ପାରିକ ଯୁଦ୍ଧରେ ହାରିବା ପରେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିବା ଆରମ୍ଭ କରିଥିଲା। … Read More