ଆଜି ଫେବୃୟାରୀ ୦୮ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ମାନସିକ ସ୍ୱାସ୍ଥ୍ୟ ଭଲ ନ ରହିଲେ ମଧ୍ୟ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ । ଅତ୍ୟଧିକ ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ । ଚାଷୀ- ଗୋବର କ୍ଷତର … Read More

ଭୁବନେଶ୍ବର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ମାମଲା: ରାଣୀ ମହୁମାଛି ସମେତ ୫ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀର ନିଖିଳ ଉତ୍କଳ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ମାମଲାରେ ସାଧାରଣ ସାମ୍ପାଦକ ସୁରେଶ ବେହେରା ସହ ୫ ଜଣ ଗିରଫ। ଗିରଫ ୫ ଜଣ ହେଲେ କଟକର ରାଣୀ ମହୁମାଛି , ଭୁବନେଶ୍ୱରର ଲୁଲୁ … Read More

ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ – ୧୫୦ ଜଣଙ୍କ ମୃତ୍ୟୁ ଆଶଙ୍କା, ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ନିୟୋଜିତ

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) : ଆଜି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ରାଇନି ଗ୍ରାମରେ ଏକ ବରଫ ହ୍ରଦରେ ସୃଷ୍ଟ ବନ୍ୟାରେ ଅତି କମରେ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ହିମସ୍ଖଳନ ଯୋଗୁ ଅଳକାନନ୍ଦା ନଦୀରେ … Read More

୧୫ରେ ମହାପ୍ରସାଦ ସେବନ ନିଷ୍ପତ୍ତି, ୨୦୧୮ରେ ଧାର୍ଯ୍ୟ ଅନୁସାରେ ବିକ୍ରି ହେବ

ପୁରୀ, (ଓଡିଶା ଟାଇମ୍) :ଭକ୍ତଙ୍କ ପାଇଁ ଖୁସିର ଖବର । ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନେଇ ଆସନ୍ତା ୧୫ ତାରିଖରେ ହେବ ନିଷ୍ପତ୍ତି । ୧୫ ତାରିଖରେ ମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯିବ ନିଷ୍ପତ୍ତି । ୨୦୧୮ରେ ହୋଇଥିବା … Read More

ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲେସିୟର, ଧୌଲି ଗଙ୍ଗା ନଦୀରେ ବନ୍ୟା: ୫୦ କର୍ମଚାରୀ ନିଖୋଜ

ଉତ୍ତରଉତ୍ତରାଖଣ୍ଡ, (ଓଡିଶା ଟାଇମ୍) :ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବରଫ ଅତଡା ଧସିଛି। ଏହି ଗ୍ଲେସିୟର ଜିଲ୍ଲାର ରେଣୀ ଗ୍ରାମ ନିକଟରେ ଭାଙ୍ଗିଛି। ଫଳରେ ଧୌଳି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବରଫ ଅତଡା ଖସିବା ଫଲରେ ନଦୀରେ ପାଣି … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୨ କୋଭିଡ୍ ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୬୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

କୋରାପୁଟ ଗସ୍ତରେ ପୋଲିସ ଡିଜି

କୋରାପୁଟ, (ଓଡିଶା ଟାଇମ୍) :ଆଜି କୋରାପୁଟରେ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ଏହି ଅବସରରେ ସେ ଆଇନ ଶୃଙ୍ଖଳା ଓ ମାଓ ଗତିବିଧି ନେଇ ଆଲୋଚନା କରିବେ । ସେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ରେଞ୍ଜ ଅଫିସରେ ଗୁଇନ୍ଦା … Read More

ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୦୫୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ ଗତ ୨୪ ଘଣ୍ଟାରେ ୧୨,୦୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୪ ହଜାର ୯୯୬କୁ ବୃଦ୍ଧି ପାଇଛି। … Read More

ପୁରୀ ଜେଲ୍‌ରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ

ପୁରୀ, (ଓଡିଶା ଟାଇମ୍) : ଜିଲା କାରାଗାରରେ ଶନିବାର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଶ୍ରୀଧର ଦାସ (୫୦) ଏବଂ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣ ବସ୍ତିରେ। କିଛିଦିନ ତଳେ ପୁଲିସ ତାଙ୍କୁ ଗିରଫ କରିଥିଲା। … Read More

ଆସନ୍ତାକାଲିଠୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଟ୍ରାକ୍ କୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ସରକାର। ଏହିପରିପେକ୍ଷୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଏନେଇ ଆଜି … Read More