ଏନଏମଏ ବାଇ ଲ’ ପ୍ରତ୍ୟାହାର, ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଶେଷରେ ଶ୍ରୀମନ୍ଦିର ପାଇଁ ଏନଏମଏର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ହୋଇଛି । ପ୍ରତ୍ୟାହାର ନେଇ ଟ୍ୱିଟ୍ ଯୋଗେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ … Read More

ଏମଏସପି ଥିଲା ଏମଏସପି ଅଛି ଏବଂ ଏମଏସପି ରହିବ, ଆନ୍ଦୋଳନ ବନ୍ଦ କରନ୍ତୁ : ସଂସଦରେ ଚାଷୀଙ୍କୁ ମୋଦିଙ୍କ ଅପିଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ନେଇ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୃହରେ ଜୋରଦାର ଆଲୋଚନା ହେଲା। ଚାଷୀ ଆନ୍ଦୋଳନ କ’ଣ ପାଇଁ ହେଉଛି କେହି କିଛି କହିଲେନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛିନ୍ତି … Read More

ଚଳନ୍ତା କାରରେ ଲାଗିଲା ନିଆଁ : ଅଳ୍ପକେ ବର୍ତିଲେ ଚାଳକ ଓ ଯାତ୍ରୀ

କଟକ, (ଓଡିଶା ଟାଇମ୍) : କଟକ ଜିଲ୍ଲା ମାହାଙ୍ଗା ମଧୁପୁର ଅଞ୍ଚଳରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଏକ କାର ଜୟପୁରରୁ ପୁରସ୍ତମପୁର ଯିବା ବାଟରେ ହଠାତ ରାସ୍ତା ମଝିରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟ ବଶତଃ ଗାଡ଼ିରେ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୨ କୋଭିଡ୍ ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୬୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

୧୧ ହଜାର ୮୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆରୋଗ୍ୟ ହାର ୯୭.୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧ ହଜାର ୯୦୪ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି … Read More

ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । କରୋନା ମହାମାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯିବେ । ମୁଖ୍ୟମନ୍ତ୍ରୀଙ୍କ … Read More

ଆଜି ରମାଦେବୀ ଆସିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବେ। ବିଶ୍ବବିଦ୍ୟାଳୟର ୪ ନୂଆ ଅଟ୍ଟାଳିକାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟକୁ ଆଲୋକମାଳାରେ ସଜ୍ଜା ଯାଇଛି। କ୍ୟାମ୍ପସ୍‌ ଚଳଚଞ୍ଚଳ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ … Read More

ଜମ୍ମୁକାଶ୍ମୀରରେ ଭୂମ୍ପର ଝଟକା

ଜମ୍ମୁକାଶ୍ମୀର, (ଓଡିଶା ଟାଇମ୍) : ଜମ୍ମୁକାଶ୍ମୀରରେ ସୋମବାର ସକାଳ ୪ଟା୫୬ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଏନସିଏସର ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରରେ ଦୀର୍ଘ କିଛି ମାସ ପୂର୍ବରୁ ଲଗାତାର ଭୂକମ୍ପର ଝଟକା … Read More

ଉତ୍ତରାଖଣ୍ଡ ଜଳ ପ୍ରଳୟ : ଏବେସୁଦ୍ଧା ୧୪ ମୃତଦେହ ଉଦ୍ଧାର, ୧୫୦ରୁ ଅଧିକ ନିଖୋଜ

ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) :ଉତ୍ତରାଖଣ୍ଡର ଚମୋଲୀରେ ଗ୍ଲାସିୟର ଭାଙ୍ଗିଯିବା କାରଣରୁ ଭୀଷଣ ବନ୍ୟା ଆସିଛି। ବନ୍ୟାରେ ୧୫୦ ଜଣ ନିଖୋଜ ଅଛନ୍ତି। ଏବେସୁଦ୍ଧା ୧୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ଫଳରେ ବିଦ୍ୟୁତ ପ୍ରକଳ୍ପ ପ୍ଲାଣ୍ଚରୁ ଆରମ୍ଭ କରି ଚମୋଲୀ … Read More

ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଯବାନ ସହିଦ

ମାଲକାନାଗିରି, (ଓଡିଶା ଟାଇମ୍) :ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଜଣେ ଏସଟିଏଫ୍ ଯବାନ ସହିଦ ହୋଇଛନ୍ତି। ମୃତ ଯବାନଙ୍କ ନାଁ ମୋହନ ନାଗ । ସୂଚନା ଅନୁସାରେ, ତରେମ୍ ଥାନା ତୁକଡ଼ି ଅଞ୍ଚଳରେ ଯବାନ ମାନେ କମ୍ୱିଂ … Read More