କରୋନାରୁ ସୁସ୍ଥ ହେଲେ ବିଧାୟକ ତାରାପ୍ରସାଦ ବାହିନୀପତି
ଭୁବନେଶ୍ବର, (ଓଡିଶା ଟାଇମ୍): କରୋନାକୁ ମାତ୍ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଦୀର୍ଘ ୧୨ ଦିନ ଧରି ଚିକିତ୍ସା ହେବା ପରେ ସୁସ୍ଥ ହୋଇଛନ୍ତି । ଏଥିଲାଗି ସେ ସମସ୍ତ ଶ୍ରେୟ ଭୁବନେଶ୍ୱରର ସମ୍ କୋଭିଡ୍ ମେଡିକାଲ୍କୁ ପ୍ରଦାନ କରିଛନ୍ତି … Read More











