ଜ୍ୱରରେ ପୀଡିତ ମହାବାହୁ : ଆଜିଠୁ ୧୫ ଦିନ ଅଣସର ଘରେ ଉପଚାର

ପୁରୀ, (ଓଡିଶା ଟାଇମ୍): ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର। ଶ୍ରୀମନ୍ଦିରରେ ଅନବସର ନୀତି ଆରମ୍ଭ ହୋଇଥିବା ବେଳେ ପୂଜା ପାଉଛନ୍ତି ପଟିଦିଅଁ। … Read More

ଆଜି ମାଟ୍ରିକ ରେଜଲ୍ଟ : ସନ୍ଧ୍ୟା ୬ଟା ପରେ ଓ୍ୱେବସାଇଟରେ ଜାଣିହେବ ପରୀକ୍ଷା ଫଳ

କଟକ, (ଓଡିଶା ଟାଇମ୍): ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଅପରାହ୍ନ ୪ଟାରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ସନ୍ଧ୍ୟା ୬ଟାରେ ରେଜଲ୍ଟ ଉପଲବ୍ଧ ହେବ। SMS ଜରିଆରେ … Read More

ରାଜ୍ୟରେ ୨୪ ଘଣ୍ଟାରେ ୨୯୧୨ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୩୫୦୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୫ଜଣ … Read More

ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ମହାମାରୀକୁ ନଜରରେ ରଖି ସିବିଏସ୍‌ଇ ସମେତ ରାଜ୍ୟ ବୋର୍ଡ ମଧ୍ୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲେ। ଏହା ପରେ ମୂଲ୍ୟାୟନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। କେଉଁ ଆଧାରରେ ମୂଲ୍ୟାୟନ ହେବ ଏବଂ … Read More

କୋଭିଡ୍ କଟକଣାରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନନୀତି ସମ୍ପନ୍ନ

ନୀଳଗିରି, (ଓଡିଶା ଟାଇମ୍): ଚଳିତବର୍ଷ କୋଭିଡ୍ କଟକଣା ଭିତରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର ପରିସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନନୀତି ସମ୍ପନ୍ନ ହୋଇଛି। ଚଳିତବର୍ଷ ସରକାରଙ୍କ କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ବାରଣ କରାଯାଇଥିଲା। ହେଲେ ରଥର ନୀତିପୂଜା ସବୁ … Read More

ଉଜ୍ଜଳା ଯୋଜନା ନାଁରେ ତେଲ କମ୍ପାନୀ ମାଲେମାଲ୍

ଏହି ରିପୋର୍ଟଟି ଆଇଡିପି- ନ୍ୟୁଜ୍‌ଲଣ୍ଡ୍ରୀ ଫେଲୋସିପ୍‌-୨୦୨୧ଅଧୀନରେ ଇଣ୍ଡିଆ ଟେଟା ପୋର୍ଟାଲ୍‌ର ତଥ୍ୟକୁ ବ୍ୟବହାର କରି ହରିହର ପଣ୍ଡାଙ୍କ ଦ୍ବାରା  ପ୍ରସ୍ତୁତ କରାଯାଇଛି। ‌This story was written as a part of the Newslaundry and India Data Portal … Read More

ଦୁଗ୍ଧ ଚାଷୀଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ … Read More

ନକଲି ମେଡିସିନ କାରବାରର ମୁଖ୍ୟ କାର୍ପଟଦାର ଶିବ ଜେନା ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍): ନକଲି ମେଡିସିନ କାରବାରର ମୁଖ୍ୟ ଶିବ ଜେନା ଗିରଫ । ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ବୁଧବାର ଶିବ ଜେନାଙ୍କ ପତ୍ନୀ ଓ ତାଙ୍କର ଦୁଇ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ … Read More

ଟିକା ନେଇ ନଥିଲେ ବିଧାନସଭାରେ ‘ନୋ ଏଣ୍ଟ୍ରି’, ନିର୍ଦ୍ଦେଶନାମା ଜାରି କଲେ ବାଚସ୍ପତି

ପାଟଣା, (ଓଡିଶା ଟାଇମ୍):ଟିକା ନେଇନଥିବା ବି‍ଧାୟକଙ୍କୁ ବିଧାନସଭାରେ ନୋ ଏଣ୍ଟ୍ରି । ସଂକ୍ରମଣ ଭୟ ଭିତରେ ଭ୍ୟାକ୍ସିନ ନେବା ବାଧ୍ୟତାମୂଳକ । କରୋନା ଟିକା ନେଇଥିବା ବିଧାୟକଙ୍କୁ ହିଁ ବିହାର ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ମିଳିବ । ବାଚସ୍ପତି ବିଜୟ … Read More

ସଂକ୍ରମଣ ସାମାନ୍ୟ ବଢିଛି, ଏବେବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍): ସଂକ୍ରମଣ ମାର୍ଜିନାଲି ବଢିଛି, ଏବେବି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଖୋର୍ଦ୍ଧା, କଟକ, ବାଲେଶ୍ଵର, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାର କେସ୍ ଲୋଡ଼ ଅଧିକା ଅଛି … Read More