ଆଜି ଜୁଲାଇ ୧୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ସମସ୍ୟା ଉପୁଜି ପାରେ । ଦ୍ୱିତୀୟ ଭାବରେ ବୁଧ ଓ ଶୁଭ ଅବସ୍ଥାନ କରୁ ଥିବାରୁ ଧନଯୁକ୍ତ ,ଧର୍ମଯୁକ୍ତ ଓ ସତ୍ୟାଶ୍ରୟୀ ହେବେ । ଶୁଭ … Read More

ସ୍ୱତନ୍ତ୍ର ସୁରକ୍ଷା ବଳୟରେ ପୁରୀ ସହର, ଆଜି ରାତିରୁ ଲାଗିବ କର୍ଫ୍ୟୁ

ପୁରୀ, (ଓଡିଶା ଟାଇମ୍): କେବଳ ସେବାୟତମାନେ ରଥଟାଣିବା ଲାଗି ନିଷ୍ପତ୍ତି ହୋଇଛି। ପୁରୀକୁ ଭକ୍ତଙ୍କ ଆସିବା ଉପରେ କଟକଣା ଲଗାଯାଇଛି। ତେଣୁ ପୂର୍ବାପେକ୍ଷା ଏଥର ସୁରକ୍ଷା ବାହିନୀ ଉପରେ ଅଧିକ ଦାୟିତ୍ବ । ଆଜି ପୁରୀ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା … Read More

କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ନେଲେ ଥାୱରଚାନ୍ଦ ଗେହଲଟ୍

ବେଙ୍ଗାଲୁର,(ଓଡିଶା ଟାଇମ୍): ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା ରାଜଭବନରେ ତାଙ୍କୁ ପଦ ଓ … Read More

ମାଇକ୍ରୋସଫ୍ଟ କର୍ମଚାରୀଙ୍କୁ ମିଳିବ ୧.୧୨ ଲକ୍ଷ ଟଙ୍କାର ବୋନସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବିଶ୍ୱର ପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ । ମହାମାରୀ କରୋନା କାଳରେ ଏହାର କର୍ମଚାରୀମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କ ପାଇଁ ସ୍ପେଶାଲ ପ୍ୟାକେଜ୍‌ ବୋନସ୍ ଆକାରରେ ଦେବାକୁ ଘୋଷଣା କରିଛି କମ୍ପାନୀ।  ସେମାନଙ୍କ ପାଇଁ ୧୫୦୦ … Read More

ସୋନିଆଙ୍କୁ ଭେଟିବାକୁ ଯାଇଥିଲେ, ପ୍ରିୟଙ୍କାଙ୍କୁ ଭେଟିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରବିବାର ନୂଆଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କୁ ଭେଟିଛନ୍ତି। ତେବେ ସେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ଲାଗି ତାଙ୍କ ଆବାସ ଯାଇଥିଲେ। ହେଲେ ସୋନିଆଙ୍କ ଅନୁପସ୍ଥିତିରେ … Read More

ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡା ଓ ଡେଲଟା ପ୍ଲସ୍ ଭାରିଏଣ୍ଟ : ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର, (ଓଡିଶା ଟାଇମ୍ ): ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡା ଓ ଡେଲଟା ପ୍ଲସ୍ ଭାରିଏଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ସେ କହିଛନ୍ତି … Read More

୨ ଆହତ ଯବାନଙ୍କୁ ଭେଟିଲେ ପୁଲିସ ଡିଜି ଅଭୟ

ଭୁବନେଶ୍ବର, (ଓଡିଶା ଟାଇମ୍): ମାଓବାଦୀଙ୍କ ଗୁଳିରେ ୨ ଆହତ ଯବାନଙ୍କୁ ଆଜି ପୁଲିସ ଡିଜି ଅଭୟ ଭେଟିଛନ୍ତି। ରାଜଧାନୀ ଏମ୍ସରେ ଚିକିତ୍ସିତ ହେଉଥିବା ଉକ୍ତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହ ଆଲୋଚନା କରିଛନ୍ତି। … Read More

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ନୀତି ୨୦୨୧-୩୦ ଜାରି କରିବେ ଯୋଗୀ

ଲକ୍ଷ୍ନୌ, (ଓଡିଶା ଟାଇମ୍): ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସଂଖ୍ୟା ନୀତି ୨୦୨୧-୩୦ ପ୍ରକାଶ କରିବେ। ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୧.୩୦ ରେ ଉତ୍ତରପ୍ରଦେଶ ଜନସଂଖ୍ୟା ନୀତି ୨୦୨୧ -୨୦୩୦ ଉପସ୍ଥାପନ କରିବେ। ବିଶ୍ୱ ଜନସଂଖ୍ୟା … Read More

ଖୋଲିଲା ହୀରାକୁଦ ଜଳ ଭଣ୍ଡାର ; ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, (ଓଡିଶା ଟାଇମ୍): ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରରେ କ୍ରମାଗତ ଭାବେ ଜଳସ୍ତର ବଢୁଥିବାରୁ ଜଳଭଣ୍ଡାରର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ଡ୍ୟାମ୍ କର୍ତ୍ତୃପକ୍ଷ । ପ୍ରଥମେ ୭ ନମ୍ବର … Read More

୨୪ ଘଣ୍ଟାରେ ବାହାରିଲେ ୪୧ ହଜାରରୁ ଅଧିକ ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More