ଶରଧାବାଲିରେ ଲାଗିଲା ତିନି ରଥ, ବିନା ଭକ୍ତରେ ରଥାରୂଢ ହୋଇ ଶ୍ରୀଗୁନ୍ଦିଚା ମନ୍ଦିର ଗଲେ ଚତୁର୍ଦ୍ଧା ମୂରତି

ପୁରୀ, (ଓଡିଶା ଟାଇମ୍!) : ବିନା ଭକ୍ତରେ ବଡ ଦାଉଣ୍ଡକୁ ଓହ୍ଲାଇ ଆସିଲେ ଜଗତର ନାଥ ଜଗନ୍ନାଥ। ରତ୍ନବେଦୀରୁ ଗଲେ ଜନ୍ମବେଦୀ। ପତିତପାବନ ଯାତ୍ରାରେ ଭାଇ ଓ ଭଉଣୀଙ୍କୁ ଧରି ରଥାରୂଢ ହୋଇ ଗଲେ ମାଉସୀ ମନ୍ଦିର। ଘର୍ଘର ନାଦ ଏବଂ … Read More

ବର୍ଦ୍ଧିତ ତେଲ ଦର ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ାଉଛି: ଗଡ଼କରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରବିବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲିକ୍ୟୁଫାଏଡ ନାଚୁରାଲ ଗ୍ୟାସ (ଏଲଏନଜି)ର ଉଦଘାଟନ କରିଛନ୍ତି। ନାଗପୁରରେ ଦେଶର ପ୍ରଥମ ବ୍ୟବସାୟିକ ପ୍ରାକୃତିକ ଗ୍ୟାସ ଷ୍ଟେସନ ଉଦଘାଟନ କରିଛନ୍ତି ଗଡ଼କରୀ। ଦେଶର ବର୍ଦ୍ଧିତ ତେଲ ଦର … Read More

ନୂଆରୂପରେ ଝଲସିବ ବାବା ଆଖଣ୍ଡଳମଣିଙ୍କ ପୀଠ : ଖର୍ଚ୍ଚ ହେବ ୬କୋଟି ଟଙ୍କା

ଭଦ୍ରକ, (ଓଡିଶା ଟାଇମ୍): ନୂଆରୂପରେଖ ନେବ ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳ ତଥା ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ବିଶେଷକରି ଆଗନ୍ତୁକ ପର୍ୟ୍ୟଟକଙ୍କ ଆକୃଷ୍ଟ ନିମନ୍ତେ ପୀଠକୁ ସରସ ସୁନ୍ଦର କରିବା … Read More

ହିମାଚଳ ପ୍ରଦେଶରେ ପ୍ରକୃତିର ବିଭୀଷିକା: ବାଦଲ ଫଟା ବର୍ଷାରେ ଭାସିଗଲା ଗାଡି

ହିମାଚଳ ପ୍ରଦେଶ ,(ଓଡିଶା ଟାଇମ୍): ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ବାଦଲ ଫଟା ବର୍ଷା ହେତୁ ଅନେକ ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି । ମେକଲୋଡଗଞ୍ଜ ନିକଟ ଭାଗସୁନାଗରେ, ରାସ୍ତାରେ ଚାଲୁଛି ପ୍ରଖର ସ୍ରୋତର ପାଣି । ପାଣିିର ସ୍ରୋତ ଏତେ … Read More

ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ୍): ପବିତ୍ର ଘୋଷଯାତ୍ରା ଅବସରରେ ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମି … Read More

ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌ । ଏବେ … Read More

୨୪ ଘଣ୍ଟାରେ ବାହାରିଲେ ୩୭ ହଜାରରୁ ଅଧିକ ପଜିଟିଭ୍, ୭୨୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ରାଜ୍ୟରେ କରୋନା ନେଲା ୬୩ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୬୬୨କୁ ବୃଦ୍ଧି … Read More

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ, (ଓଡିଶା ଟାଇମ୍): ସୋମବାର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ । ରବିବାର ତିନିରଥରେ ଆଜ୍ଞାମାଳ ବିଜେ  ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ତାଳଧ୍ବଜ, ନନ୍ଦିଘୋଷ ଏବଂ ଦେବଦଳନ ରଥ ପହଁଚିଥିଲା। ସୋମବାର … Read More

ରାଜ୍ୟରେ ୨୪ ଘଣ୍ଟାରେ ୧୯୯୩ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୧୭୪୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୪ଜଣ … Read More