୨୪ ଘଣ୍ଟାରେ ବାହାରିଲେ ୬୩୮ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୨୮୦୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୨ … Read More

ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ୮ ମାସରେ ଆଦାୟ ହୋଇଛି ୨୧ କୋଟି ଫାଇନ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ସ୍ଥିତି ଧିରେଧିରେ କମିଥିବା ବେଳେ ଗତ ଦିନରେ ଲାଗିଥିବା କଟକଣା ଏବେ କୋହଳ ହୋଇଛି । ଏହି ସମୟ ମଧ୍ୟରେ ଆଇନ୍‌କୁ ମାନି ନଥିବା କାରଣରୁ ଲୋକଙ୍କ ଠାରୁ ଫାଇନ୍‌ ଆଦାୟ ହୋଇଥିଲା । … Read More

ଇଡ଼ିରେ ହାଜର ହେଲେ ମମତାଙ୍କ ପୁତୁରା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇଡ଼ିରେ ହାଜର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ। କୋଇଲା ଦୁର୍ନୀତି ମାମଲାରେ ନୂଆଦିଲ୍ଲୀ ଜାମନଗର ସ୍ଥିତ ଇଡି ଅଫିସିରେ ସେ ପହଞ୍ଚିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା … Read More

ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ଋଣ ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କା ହେବ : ଅର୍ଥମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭା ମୌସୁମୀ ଅଧିବେଶନରେ ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ଗୃହରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଚଳିତ ବର୍ଷ … Read More

ଆଜିଠୁ ଓଜେଇଇ, ଅନଲାଇନ୍‌ ମୋଡ୍‌ରେ ହେଉଛି ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ଓଜେଇଇ । ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ୟୁଟର ବେସଡ଼ ମୋଡ଼ରେ ହେବ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ହେବ ଏହି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ପ୍ରଥମ ଦିନରେ ବି. ଫାର୍ମା … Read More

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୩୬ ଲକ୍ଷ ଡୋଜ୍ ଦିଆସରିଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍): ବର୍ତ୍ତମାନ ସୁଦ୍ଧା ୨ କୋଟି ୩୬ ଲକ୍ଷ ଡୋଜ୍ ଦିଆସରିଛି । ୧ କୋଟି ୭୮ ଲକ୍ଷ ପ୍ରଥମ ଡୋଜ୍ ନେଇଛନ୍ତି। ୫୮ ଲକ୍ଷ ଦ୍ଵିତୀୟ ଡୋଜ୍ ନେଇଛନ୍ତି । ୫୭ ପ୍ରତିଶତ ଟିକାକରଣ ସରିଛି ବୋଲି … Read More

ପାକିସ୍ତାନରେ ତାଲିବାନଙ୍କ ଆତ୍ମଘାତୀ ବିସ୍ଫୋରଣ : ୩ ମୃତ; ୨୦ ଆହତ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନ ସଂଗଠନକୁ ପାକିସ୍ତାନ ସମର୍ଥନ ପୂର୍ବକ କ୍ଷମତାକୁ ଫେରାଇ ଆଣିଥିବାବେଳେ ଏବେ ଇସଲାମାବାଦ ଏହି ସଂଗଠନର ଶିକାର ହେବାକୁ ଯାଉଛି। କାରଣ ତାଲିବାନ ସଂଗଠନ ଏବେ ପାକିସ୍ତାନ ଉପରେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ଏପରିକି … Read More

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ଆଲର୍ଟ, ଚାଲିଛି କଡ଼ା ଚେକିଂ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଖୁଫିଆ ଏଜେନ୍ସି ଦିଲ୍ଲୀ ପୋଲିସକୁ ଆଲର୍ଟ ରହିବାକୁ କହିଛି । ଏହା ସହିତ ଦିଲ୍ଲୀ ପୋଲିସ ଇସ୍ରଏଲ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନର ସୁରକ୍ଷାର … Read More

ତାଲିବାନ କବଳରେ ପଞ୍ଜଶିର; ସାଲେହଙ୍କ ସହିତ ଅହମଦ ମାସୁଦ ତାଜିକିସ୍ତାନ ପଳାଇଥିବା ସୂଚନା

କାବୁଲ, (ଓଡିଶା ଟାଇମ୍): ଦୀର୍ଘ ଲଢେଇ ପରେ ହିନ୍ଦୁକୁଶ ପର୍ବତମାଳାରେ ଅବସ୍ଥିତ ପଞ୍ଜଶିର ଶେଷରେ ତାଲିବାନ ଆତଙ୍କିଙ୍କ ଦଖଲକୁ ଯାଇଛି। ଶୁକ୍ରବାର ରାତିରୁ ତାଲିବାନ ଆତଙ୍କିମାନେ ପଞ୍ଜଶିରକୁ ଘେରିଯାଇ ନର୍ଦର୍ଣ୍ଣ ଆଲାଏନ୍ସ ବିରୁଦ୍ଧରେ ଘମାଘୋଟ ଲଢେଇ ଆରମ୍ଭ କରିଦେଇଥିଲେ। ସେମାନେ ଆମେରିକା … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୮ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ … Read More