ମଥାରେ ତିଳକ, ବେକରେ ବେଲପତ୍ର ମାଳ: ଡମ୍ବରୁ ବଜାଇ ବିଧାନସଭାରେ ପହଞ୍ଚିଲେ ବିଜେପି ବିଧାୟକ

ରାଞ୍ଚି, (ଓଡିଶା ଟାଇମ୍): ଝାରଖଣ୍ଡ ବିଧାନସଭାରେ ସୋମବାର ଦିନ ବହୁତ ହଙ୍ଗାମା ହୋଇଥିଲା। ଗୋଟିଏ ପଟେ ନମାଜ ପାଇଁ କୋଠରୀ ଆବଣ୍ଟନକୁ ନେଇ ବିଜେପି ବିଧାୟକ ଖୁବ ହଙ୍ଗାମା କରିଥିଲେ। ଅନ୍ୟପଟେ ବୈଦ୍ୟନାଥ ଧାମ ମନ୍ଦିର ଖୋଲିବା ଦାବି ନେଇ ବିଜେପି … Read More

ତାଲିବାନ ସରକାର ଗଠନ ପ୍ରକ୍ରିୟା ଶେଷ’

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ଗଠନ ହେବ ତାଲିବନ ସରକାର। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। କେବଳ ଘୋଷଣା ହେବା ବାକି ରହିଛି ବୋଲି ତାଲିବାନ ମୁଖପାତ୍ର ଅହମ୍ମଦଦୁଲା ମୁତାକି କହିଛନ୍ତି। ସୋମବାର ତାଲିବାନ ପଞ୍ଜଶିର ଘାଟିକୁ ସମ୍ପୂର୍ଣ୍ଣ ରୂପେ ଦଖଲ … Read More

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭା ସରଗରମ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭାରେ ସରଗରମ ଆଲୋଚନା । ରାଜ୍ୟ ସରକାରଙ୍କୁ ବିଜେପିର ଜୋରଦାର ଟାର୍ଗେଟ୍ । ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଆଇନ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ … Read More

ପଞ୍ଜଶିରରେ ତାଲିବାନି ଆକ୍ରମଣକୁ ଇରାନର ଦୃଢ ନିନ୍ଦା

ତେହରାନ,(ଓଡିଶାଟାଇମ୍): ପଞ୍ଜଶିରରେ ନର୍ଦର୍ଣ୍ଣ ରେଜିଷ୍ଟାନ୍ସ ଫ୍ରଣ୍ଟ ବିରୁଦ୍ଧରେ ତାଲିବାନ ଆତଙ୍କିଙ୍କ ଆକ୍ରମଣକୁ ଇରାନ ଦୃଢ ନିନ୍ଦା କରିଛି। ସିଆ ଅଧ୍ୟୁଷିତ ଇରାନ ଏପର୍ଯ୍ୟନ୍ତ ସୁନ୍ନି ମୁସଲମାନ ଥିବା ତାଲିବାନ ଆତଙ୍କି ଗୋଷ୍ଠୀଙ୍କୁ ଆଫଗାନ ଦଖଲ ଦିନଠାରୁ ସମାଲୋଚନା କରିବାରୁ ନିଜକୁ ଦୂରେଇ … Read More

ତୃତୀୟ ଲହର ଆସିଲେ କୌଣସି ଅସୁବିଧା ନାହିଁ : DMET

ଭୁବନେଶ୍ବର, (ଓଡିଶା ଟାଇମ୍) : ପିଲାମାନେ ସଂକ୍ରମଣ ହେବା ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ବାସ୍ଥ୍ୟ ବିଭାଗ । ପ୍ରାଥମିକ ଦାୟିତ୍ବ ଅଭିଭାବକଙ୍କର । ସେମାନେ ଜଣାଇବା ଦରକାର ଯେ, ତାଙ୍କ ପିଲାକୁ ଥଣ୍ଡା, କାଶ କି ଜ୍ବର … Read More

ଚିଟ୍‌ଫଣ୍ଡ ଲିଙ୍କ: ବନ୍ଧା ହେଲେ ପୂର୍ବତନ ବିଧାୟକ

ବିଶାଖାପାଟଣା, (ଓଡିଶା ଟାଇମ୍): ଶେଷରେ ବନ୍ଧାହେଲେ ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ । ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତାଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ୨୦୧୯ ଚିଟ୍‌ଫଟ୍‌ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା … Read More

ଚଳିତ ବର୍ଷ ମୁକେଶ ଅମ୍ବାନିକଙ୍କ ସମ୍ପତ୍ତିରେ ୧୭ ବିଲିଅନ ଡଲାର ବୃଦ୍ଧି

ମୁମ୍ବାଇ, (ଓଡିଶା ଟାଇମ୍): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ଚଳିତ ବର୍ଷ ୧୭ ବିଲିଅନ ଡଲାର ବୃଦ୍ଧିପାଇଛି। ସୋମବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ଘଟିବା … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୧ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ … Read More

ତାଲିବାନରେ ଉପରେ ଅଜ୍ଞାତ ସୈନ୍ୟ ବିମାନର ହମଲା

କାବୁଲ, (ଓଡିଶା ଟାଇମ୍): ପଞ୍ଜଶୀର ଘାଟୀକୁ ଗତ ତାଲିବାନ କବ୍‌ଜା କରିନେଇଥିବା ଦାବି କରିଥିଲେ ମଧ୍ୟ ଏଯାଏଁ ସରିନି ଲଢେଇ । ଶେଷ ହୋଇନି ଯୁଦ୍ଧ, ଜାରି ରହିଛି ସଂଘର୍ଷ । ଏହାରି ଭିତରେ ପଞ୍ଜଶୀର ଘାଟୀରେ କିଛି ଅଜ୍ଞାତ ସୈନ୍ୟ … Read More

କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ … Read More