ସରକାର ଦୁର୍ନୀତିର ମୂଳୋତ୍ପାଟନ କରିପାରିଛନ୍ତି: ରାଷ୍ଟ୍ରପତି

ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ବା ବଜେଟ୍‌ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। ସଂସଦର ସେଣ୍ଟ୍ରାଲ ହଲ୍‌ଠାରେ ସେ ଅଭିଭାଷଣ ରଖିବା ଅବସରରେ ଦୁର୍ନୀତି ବିରୋଧରେ ସରକାର ନେଇଥିବା ପଦକ୍ଷେପ … Read More

ଭୁଲରେ ଯାଇଥିବା କାଳିଆ ଯୋଜନା ଟଙ୍କା ଫେରାଇ ଅଣାଯିବ : କୃଷି ସଚିବ

ପ୍ରଭାବଶାଳୀ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିଙ୍କୁ ମଧ୍ୟ କାଳିଆ ଯୋଜନାରେ ମିଳିଥିବା ଟଙ୍କା ଫେରାଇ ଅଣାଯିବ ବୋଲି ଗୁରୁବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ପ୍ରଭାବଶାଳୀ ଏବଂ ବଡବଡିଆଙ୍କ … Read More

ଟିଟଲାଗଡ଼ରେ ରାସ୍ତାରେ ବୁଲୁଛି ଚିତା

ଟିଟଲାଗଡ଼ରେ ଚିତା ବାଘ । ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ  ଚିତା ବାଘ ଘୁରିବୁଲୁଥିବା ଦେଖିବାକୁ ମିଳିଛି । ଗତ ୩୦ ତାରିଖ ରାତି ପ୍ରାୟ ଦଶଟା ପାଖାପାଖି ଏକ ଚିତା ବାଘ ବଡ଼ମାଳ କାରଖାନା ପରିସରରେ ପଇଁତରା ମାରୁଥିବା ଦେଖାଦେଇଛି … Read More

ହଟିଲା ପୁରୁଣା ସାଙ୍କେତିକ ପ୍ରଣାଳୀ

ରେଳବାଇ ଇଲାକାରେ ଥିବା ଶେଷ ପୁରୁଣା କାଳିଆ ସାଙ୍କେତିକ ପ୍ରଣାଳୀକୁ ହଟାଇ ନିଆଯାଇଛି । ପୂର୍ବତଟ ରେଳପଥର ତୁରେଇକେଲା ରୋଡ଼ ଷ୍ଟେସନ ଠାରେ ପୂର୍ବ ପ୍ରଚଳିତ ହାତ ଭଳି ଦୃଶ୍ୟମାନ ଶେଷ ସାଙ୍କେତିକ ପ୍ରଣାଳୀକୁ ଅପସାରଣ କରାଯାଇ ନୂତନ ରଙ୍ଗୀନ ଆଲୋକ … Read More

ଶାହା ଆଗେ ଆଗେ; ରାହୁଲ ପଛେ ପଛେ

ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶାବାସୀଙ୍କ ସମର୍ଥନ ହାସଲ କରିବା ପାଇଁ ବିଜେପି ଓ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସେତିକି ତତ୍ପର ହୋଇଉଠିଲେଣି। ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ଆସନ୍ତା ୩ ତାରିଖରେ ପୁଣିଥରେ ଓଡ଼ିଶା … Read More

ବିଜେପି ବିଧାୟକଙ୍କ ବୟାନ : ମୋଦି ଜାତିବାଦୀ ରାଜନୀତି କରୁଛନ୍ତି

ଭାରତୀୟ ଜନତା ପାର୍ଟିର ବିଧାୟକ ରାଜବୀର ସିଂହ ଆଜି ଏକ ବଡ଼ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିବାଦୀ ରାଜନୀତି କରୁଛନ୍ତି। ବିଜେପି ବିଧାୟକ ରାଜବୀରଙ୍କ କହିବା କଥା ‘ସେ ଜାତିବାଦୀ ରାଜନୀତି କରନ୍ତି ନାହିଁ; … Read More

ବିଜେପି ଟାର୍ଗେଟରେ ଆଇପିଏସ‍୍‌ ଅଧିକାରୀ

ଭାରତୀୟ ଜନତା ପାର୍ଟି ବୁଧବାର ୨ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି ଦାବି କରିଛି। ଉନ୍ନୟନ କମିସନର ତଥା ଗୃହ ସଚିବଙ୍କୁ ଭେଟି ବିଜେପି ଆଇଜି ଅମିତାଭ ଠାକୁର ଏବଂ ଡିଆଇଜି ଆଶିଷ ସିଂହ, ଗଞ୍ଜାମ ଏସପିଙ୍କ ବଦଳି ଦାବି … Read More

୩ ଯାଏ ଲାଗି ରହିବ ଶୀତର ଲହରୀ

ଓଡିଶାରେ ୩ ଯାଏ ଲାଗି ରହିବ ଶୀତର ଲହରୀ। ବିଶେଷ କରି ଉକୂଳ ସମେତ ଅଭ୍ୟନ୍ତରୀଣ ଓଡିଶାରେ ଶୀତ ପୁଣି ବଢ଼ିଛି। ଏନେଇ ଲୋକଙ୍କୁ ସଚେତନ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରାତିର ତାପମାତ୍ରା ହ୍ରାସ ପାଉଥିବାରୁ … Read More

ଭୁବନେଶ୍ୱର-କଟକରେ ୫% ଅପରାଧ ବଢ଼ିଛି

କମିଶନରେଟ୍ ପୁଲିସର ସମସ୍ତ ପ୍ରୟାସ ପରେ ବି ଅପରାଧ ଉପରେ ଲଗାମ ଲାଗି ପାରୁନି। ଅପରାଧ କମିବା ପରିବର୍ତ୍ତେ କଟକ, ଭୁବନେଶ୍ଵରରେ ବଢି ଚାଲିଛି। ପୁଲିସର ସୂଚନା ଅନୁସାରେ ୨୦୧୫, ୨୦୧୬ ଓ ୨୦୧୭ ତୁଳନାରେ ୨୦୧୮ରେ ଅପରାଧ ମାତ୍ରା ୫ … Read More

ଯୋଗୀଙ୍କୁ ଶଶି ଥରୁରଙ୍କ ତାତ୍ସଲ୍ୟ; ସଙ୍ଗମରେ ସମସ୍ତେ ଉଲଗ୍ନ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ କୁମ୍ଭମେଳାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ମନ୍ତ୍ରୀମାନେ ବୁଡ଼ ପକାଇବା ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଯୋଗୀ ଓ ତାଙ୍କ ମନ୍ତ୍ରୀମାନଙ୍କ ବୁଡ଼ପକା ଘଟଣାକୁ ନେଇ ଟ୍ୱିଟରରେ … Read More