ପ୍ରିୟଙ୍କାଙ୍କ ସାମ୍ନାରେ ଚ୍ୟାଲେଞ୍ଜ କ’ଣ ଜାଣନ୍ତୁ …

ଉତ୍ତର ପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିଯୁକ୍ତ କରାଯିବା ପରେ ଦଳର କର୍ମକର୍ତ୍ତାଙ୍କ ମହଲରେ ପ୍ରବଳ ଉତ୍ସାହ ଦେଖାଦେଇଛି। ୟୁପିରେ ଏସ୍‌ପି-ବିଏସ୍‌ପି ମେଣ୍ଟ ପରେ ଏକପାଖିଆ ହୋଇ ପଡ଼ିଥିବା କଂଗ୍ରେସ ପୁଣି ସୁଦୃଢ଼ ସ୍ଥିତି ଆଡ଼କୁ ଗତି … Read More

ବାରିପଦାରେ ବିକାଶର ପସରା ଖୋଲିଲେ ନବୀନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ୧୧ଟି ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦା ଛଉପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ … Read More

ଭୂମିହୀନ କୃଷି ପରିବାରର ଜୀବିକା ସହାୟତା

କାଳିଆ ଯୋଜନାର ଦ୍ଵିତୀୟ ଭାଗ ପ୍ପଭୂମିହୀନ କୃଷି ପରିବାରର ଜୀବିକା ସହାୟତାଡ୍ଗକୁ କାର୍ଯ୍ୟକାରୀ କରିବାକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ଜୀବନ ଜୀବିକା ସହାୟତା ମାଧ୍ୟମରେ ପଶୁପାଳନ ଓ ଉଦ୍ୟାନ କୃଷି ଫସଲ … Read More

ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା କବଚ ବାଇକ ଆମ୍ବୁଲାନ୍ସ

ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ପାଇଁ ପ୍ରସ୍ତୁତ ସମ୍ପୂର୍ଣ୍ଣା ଯୋଜନାକୁ ଦୃଢୀକରଣ କରିବା ପାଇଁ ରାଜ୍ୟ ସରକାର ସୁରକ୍ଷା କବଚ ଯୋଜନାର ବ୍ୟବସ୍ଥା କରିଛନ୍ତି । ଏଥିରେ ୫.୫୦ ଲକ୍ଷ ମା ଓ ଶିଶୁ ଉପକୃତ ହେବେ । … Read More

ଚୋରକୁ ଗୋଡ଼ାଇ ଧରିଲେ ମହିଳା କଣ୍ଡକ୍ଟର

ଏକ ଗ୍ୟାସ୍‌ ବୋଝେଇ ଅଟୋରୁ ସିଲିଣ୍ଡର ଚୋରି କରୁଥିବା ବେଳେ ମୋ’ ବସ୍‌ର ମହିଳା କଣ୍ଡକ୍ଟର ଗୋଡ଼ାଇ ଗୋଡ଼ାଇ ଚୋରକୁ ଧରିଛନ୍ତି । ତାକୁ ନିସ୍ତୁକ ମାଡ଼ମାରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜିମା ଦେଇଛନ୍ତି । ଧରା ପଡ଼ିଥିବା ଚୋରର ନାମ … Read More

କାହିଁକି ଅରୁଣଙ୍କୁ ସିବିଆଇ ଡାକରା, କାହିଁକି ଧର୍ମେନ୍ଦ୍ର ଖପ୍ପା ….

ବିଜେଡି ବିଧାୟକ ଅରୁଣ ସାହୁଙ୍କୁ କାହିଁକି ସିବିଆଇ ଟାର୍ଗେଟ କରୁଛି ? ପ୍ରକୃତରେ କଣ ସିବିଆଇ ତାଙ୍କ ବିରୁଦ୍ଧରେ କିଛି ପ୍ରମାଣଯୋଗ୍ୟ ତଥ୍ୟ ପାଇଛି, ନା ଧର୍ମେନ୍ଦ୍ର ପ୍ରଧାନ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ନିଜ ପୁରୁଣା ରାଗ ଓ … Read More

କ୍ଷମତା ହାସଲ ପାଇଁ ବିଜେପିକୁ ସିବିଆଇ ଭରଷା

୨୦୧୯ରେ ଓଡିଶାରେ ସରକାର ଗଠନର ସ୍ବପ୍ନ ଦେଖୁଥିବା ବିଜେପି ଶେଷରେ ସିବିଆଇକୁ ଅସ୍ତ୍ର କରିଛି। ଗତ ପ୍ରାୟ ଦେଢ ବର୍ଷ ହେଲା ଶିଥିଳ ହୋଇପଡିଥିବା ସିବିଆଇ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ନେତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ଏପରିକି ବିଜେଡିର … Read More

କେବେ ବଦଳିଲା ବଜେଟ‍୍‌ ଆଗତ ସମୟ : କାହିଁକି ସଂଧ୍ୟାରେ ଆଗତ ହେଉଥିଲା ବଜେଟ‍୍‌

୧ ଫେବୃଆରିରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ବର୍ତ୍ତମାନ ସରକାରର ଅନ୍ତିମ ବଜେଟ‍୍‌ ଆଗତ କରିବେ। ଭାରତର ବଜେଟ‍୍‌ ଗତ କିଛି ବର୍ଷ ହେଲା ଦିନ ୧୧ଟାବେଳେ ଆଗତ କରାଯାଉଛି। କିନ୍ତୁ ଏହା ଆଗରୁ ବଜେଟ‍୍‌ ସଂଧ୍ୟା ୫ଟାବେଳେ ଆଗତ କରାଯାଉଥିଲା। … Read More

ଜାଣନ୍ତୁ ପରାଧିନ ଭାରତରେ ପ୍ରଥମ ବଜେଟ କିଏ ଆଗତ କରିଥିଲେ

ସମଗ୍ର ଭାରତ ପାଇଁ ପ୍ରଥମ ବଜେଟ‍୍‌ ଜଣେ ଇଂରେଜ ଆଗତ କରିଥିଲେ। ୧୮ ଫେବୃଆରି ୧୮୬୦ରେ ଜେମ୍ସ ୱିଲସନ ପ୍ରଥମ ବଜେଟ‍୍‌ ଆଗତ କରିଥିଲେ। ଜେମ୍ସ ବ୍ରିଟିଶ ଭାଇସରାୟ କାଉନସିଲର (ଆର୍ଥିକ) ସଦସ୍ୟ ଥିଲେ। ଅପରପକ୍ଷରେ ସ୍ୱାଧିନତା ପୂର୍ବରୁ ଭାରତର ଅନ୍ତରୀଣ … Read More

ସବୁବେଳେ ଚର୍ଚ୍ଚାରେ ଥିବା ୫ଟି ବଜେଟ‍୍‌

କୌଣସି ଦେଶର ବଜେଟ‍୍‌ ସେହି ଦେଶର ଅର୍ଥବ୍ୟବସ୍ଥାର ଚିତ୍ରକୁ ଦର୍ଶାଇଥାଏ। ବଜେଟରେ ସକାରଙ୍କ ନୀତି ଓ ଯୋଜନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଚିତ୍ର ପ୍ରଦାନ କରିଥାଏ ଯେଉଁଥିରେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ସହିତ ଜନସାଧାରଣଙ୍କ ପାଇଁ ଲାଭ ପ୍ରଦାନ କରିଥାଏ। ବର୍ତ୍ତମାନ … Read More