୬ରେ ନିଯୁକ୍ତି ମେଳା
ଭୁବନେଶ୍ଵର, (ଓଟି): ଆସନ୍ତା ୬ ତାରିଖରେ ଓଡ଼ିଶା ସରକାର ଆୟୋଜନ କରିବାକୁ ଯାଉଛନ୍ତି ଏକ ନିଯୁକ୍ତି ମେଳା। ସରକାରଙ୍କ ନିୟୋଜନ କାର୍ଯ୍ୟାଳୟ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକାରଣ ଏବଂ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ … Read More











