ଆଉ ଏକ ଫ୍ଲାଟ୍ ମାଲିକାଣୀ ହେଲେ ଆଲିଆ, ୨ ଗୁଣା ଦାମ୍‌ରେ କିଣିଲେ

୨ଲକ୍ଷ ଟଙ୍କାର ନାଇଟ୍ସୁଟ୍ ଓ ଲକ୍ଷେ ଟଙ୍କାର କ୍ଲଚ୍ ଭଳି ଦାମୀ ଅନ୍ଦାଜ୍ ପାଇଁ ପ୍ରାୟ ସବୁବେଳେ ସିନେ ମହଲର ଚର୍ଚ୍ଚାରେ ଥିବା ଚୁଲ୍ବୁଲି ଆଲିଆଙ୍କ ପ୍ରଶଂସକଙ୍କ ପାଇଁ ଆଉ ଖୁସି ଖବର । ଏବେ ଆଲିଆ ୨ ଗୁଣା ଦାମ୍ … Read More

ହାତ ନୁହେଁ ହାତୀ: ବିଏସ୍‌ପିରେ ଯୋଗ ଦେଲେ କୃଷ୍ଣଚନ୍ଦ୍ର

ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଏବଂ ଅନୁସୂଚିତ ଜାତିଙ୍କ ପାଇଁ ଅଧିକ ସୁବିଧାସୁଯୋଗ ଦାବି କରି କଂଗ୍ରେସ ଓ ବିଧାୟକ ପଦ ଛାଡ଼ିଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ରବିବାର ବବହୁଜନ ସମାଜବାଦୀ ପାର୍ଟି (ବିଏସ୍ରେ‌ପି) ଯୋଗ ଦେଇଛନ୍ତି। ଭୁବନେଶ୍ଵରରେ … Read More

ଏବେ କାଳିଆ ବୃତ୍ତି: ଚାଷୀ ପରିବାରର ପିଲାଙ୍କୁ ସରକାରୀ କଲେଜରେ ମାଗଣା ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ଵର, (ଓଟି): ‘ମୁଁ ଚାହେଁ ଆପଣମାନଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଆଇନିଜ୍ଞ ଆଦି ବୃତ୍ତିଧାରୀ ହୁଅନ୍ତୁ। ସେଥିପାଇଁ ମୁଁ କାଳିଆ ଛାତ୍ରବୃତ୍ତି ଘୋଷଣା କରୁଛି। ଏଣୁ ଆପଣ ପିଲାଙ୍କୁ ପାଠ ପଢ଼ାନ୍ତୁ, ଉଚ୍ଚଶିକ୍ଷା ବାବଦ ଖର୍ଚ ସରକାରଙ୍କର’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ … Read More

ସେଦିନ ନକ୍ସଲ, ଆଜି ଆଦର୍ଶ: ୩ ବର୍ଷ ପରେ କେମିତି ରହିଛି ଜଙ୍ଗଲରେ ହୋଇଥିବା ସେହି ବହୁ ଚର୍ଚିତ ପ୍ରେମ କାହାଣୀ

ରଘୁ ଓ ରାଧା। ଏବେ ମାଲକାନଗିରି ସହରରେ ରହୁଛନ୍ତି, ସାଧାରଣ ଜୀବନ ଜୀଉଁଛନ୍ତି। ପାର୍କରେ ସିକ୍ୟୁରିଟି ଗାର୍ଡ ଭାବେ ସେମାନେ ମୁତ୍ତୟନ। ଏ ଭିତରେ ତାଙ୍କ ବହାଘରକୁ ଅଢ଼େଇବର୍ଷ ବିତିଲାଣି। ଯେଉଁ ହାତରେ ବନ୍ଧୁକ ଧରି ସେମାନେ ପୁଲିସବଳକୁ ନାକରେ ପାଣି … Read More

ଜିକା ଭାଇରସ୍ ପାଇଁ ଉପଯୋଗୀ ମ୍ୟାଲେରିଆ ଔଷଧ

ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ପକ୍ଷରୁ ଜିକା ଭାଇରସ୍ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଗବେଷଣା କରାଯାଇଛି । ଏହି ଗବେଷଣାରୁ ଜଣାପଡ଼ିଛି ଯେ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହୃତ ହେଉଥିବା ଔଷଧ ‘ହାଇଡ୍ରାକ୍ସିକ୍ଲୋରୋକୁଇନ୍’ ଏବେ ଜିକା ଭାଇରସ୍ ସଂକ୍ରମଣରୁ … Read More

ରେଖାଙ୍କ ମଜାଦାର୍ ଭିଡିଓ ଭାଇରାଲ୍

ନିକଟରେ ରେଖାଙ୍କର ଏକ ମଜାଦାର୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବଲିଉଡର ପ୍ରଖ୍ୟାତ ଫଟୋଗ୍ରାଫର୍ ଡବୁ ରତନାନୀଙ୍କ କ୍ୟାଲେଣ୍ଡର୍ ଲଂଚ ପାର୍ଟିରେ ରେଖାଙ୍କର ଏକ ମଜାଦାର୍ ଅବସରଦେଖିବାକୁ ମିଳିଥିଲା, ଯାହାକି ଏକ ଛୋଟ ଭିଡିଓ ଭାବେ ସେୟାର୍ … Read More

ବାସହୀନଙ୍କୁ ମାଗଣା ରାତ୍ରୀଯାପନ: ସିଏମ୍‌ସି କମିଶନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌

ଭୁବନେଶ୍ଵର, (ଓଟି): କଟକ ମ୍ୟୁନିସିପାଲ କର୍ପୋରେସନ୍‌ କମିଶନରଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ସମନ୍‌ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ବାସହୀନଙ୍କ ଲାଗି ଆବଶ୍ୟକ ଆଶ୍ରୟ ସୁବିଧା ଯୋଗାଇବାରେ ସିଏମ୍‌ସି ବିଫଳ ହେଉଛି ବୋଲି ଆସିଥିବା ଅଭିଯୋଗର ଶୁଣାଣି କରି କମିଶନ ଏହି … Read More

ନିର୍ବାଚନ ହେଲେ ଭଲ: ସଦ୍ୟ ଉପସ୍ଥାପିତ ସାଧାରଣ ବଜେଟ୍‌ ଶୀର୍ଷକର ଅନୁଶୀଳନ

ଭାରତରେ ଏବେ ନିର୍ବାଚନ ଆସନ୍ନ। କୌଣସି ମୁହୂର୍ତ୍ତରେ ବି ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଆମ ରାଜ୍ୟ ଓ ଅନ୍ୟ ୫ଟି ରାଜ୍ୟରେ ନିର୍ବାଚନ ଘୋଷଣା କରିପାରନ୍ତି। ଯେଉଁ ରାଜ୍ୟ ଗୁଡ଼ିକରେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ହେବ … Read More

ଦୀପିକାଙ୍କ ଏକ୍ସ-ବୟଫ୍ରେଣ୍ଡ୍

ମିଡିଆ ରିପୋର୍ଟ ଅନୁଯାୟୀ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ୍ ନିହାର ପାଣ୍ଡ୍ୟା ଆସନ୍ତା ଭାଲେଣ୍ଟାଇନ୍ ଡେ’ରେ ଗାୟିକା ନୀତି ମୋହମମ୍‌ଙ୍କ ସହିତ ହାତକୁ ଦି ହାତ ହୋଇପାରନ୍ତି । କପିଲ୍‌ଙ୍କକ ଶୋ’ରେ ନିହାର ତାଙ୍କ ଗାର୍ଲଫ୍ରେଣ୍ଡ୍ ନୀତିଙ୍କୁ ପ୍ରପୋଜ୍ କରିଛନ୍ତି । ଏହା … Read More

କୃଷକଙ୍କୁ କେନ୍ଦ୍ର ବଜେଟରୁ ଅଧିକ ସହାୟତା ଦେଉଛନ୍ତି ତେଲେଙ୍ଗାନା- ଓଡ଼ିଶା

ନାମମାତ୍ର ଓ କ୍ଷୁଦ୍ର ଚାଷୀମାନଙ୍କୁ ବାର୍ଷିକ ୩କିସ୍ତିରେ ୬ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା ହେଉଛି ଆଜିର କେନ୍ଦ୍ର ବଜେଟରେ ସବୁଠାରୁ ବଡ଼ ଘୋଷଣା। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପିୟୁଷ ଗୋୟଲଙ୍କ ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨କୋଟି କୃଷକମାନଙ୍କ … Read More