ଓଡ଼ିଶା ମିଡିଆରେ ଚଡ଼କ: ସାମ୍ବାଦିକ, ପ୍ରଡ୍ୟୁସର୍‌, ଆଙ୍କରଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପୁଣି ଓଡ଼ିଆ ମେନ୍‌ଷ୍ଟ୍ରୀମ  ଟିଭି ମିଡିଆ ଉପରେ ପଡ଼ିଛି ଚଡ଼କ। କାରଣ ଖୁବ୍‌ଶୀଘ୍ର ଚାକିରି ହରାଇବାକୁ ଯାଉଛନ୍ତି ଏକ ଜାତୀୟ ଟିଭି ଚ୍ୟାନେଲ୍‌ ଦ୍ୱାରା ପରିଚାଳିତ ଓଡ଼ିଆ ଭାଷା ନ୍ୟୁଜ୍‌ରୁମ୍‌ର ସମସ୍ତ ପ୍ରଡ୍ୟୁସର, ଆଙ୍କର ଓ ରିପୋର୍ଟର।  … Read More

ସରକାରଙ୍କୁ ଝଟ୍‌କା: ହାଇକୋର୍ଟ ଲଗାଇଲେ ଅତିରିକ୍ତ ଏସ୍‌ପି ନିଯୁକ୍ତିରେ ରହିତାଦେଶ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) :  ରାଜ୍ୟ ସରକାରଙ୍କ ତରବିଆ ନିଷ୍ପତ୍ତିକୁ ଲଗାମ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଏକ ମାମଲାର ବିଚାରରେ ହାଇକୋର୍ଟ ଡିଏସ୍‌ପିଙ୍କ ପଦୋନ୍ନତି  ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି)ଙ୍କ ପକ୍ଷରୁ ଏହି ବିଜ୍ଞପ୍ତି … Read More

ଶନିବାର ପଇତାଲାଗି, ଶ୍ରୀମନ୍ଦିରରେ ଦର୍ଶନ ୩ ଘଣ୍ଟା ବନ୍ଦ

ପୁରୀ, (ଓଡ଼ିଶା ଟାଇମ୍‌):  ଶନିବାର ୧୯ ତାରିଖ ଦିନ ମାର୍ଗଶିର-କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀ  ଜଗନ୍ନାଥ ତଥା ବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ  ଗକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିବ। … Read More

ବିଜେଡି ରାଜନୀତିରେ ‘ବର୍ଷା’;  ଅସ୍ତ୍ର ସାଜିଛି, ରଥୀଙ୍କୁ କରିଛି ତଳିତଳାନ୍ତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଯଦିଓ ମୌସୁମୀ ବାୟୁ ଓଡ଼ିଶା ଆକାଶ ଅତିକ୍ରମ କରିସାରିଛି, କିନ୍ତୁ ଓଡ଼ିଶା ରାଜନୀତିକ ଆକାଶରେ ‘ବର୍ଷା’ ଥମି ନାହିଁ। ବାଲେଶ୍ଵର, କଟକ ପରେ ଏବେ ପଶ୍ଚିମାଞ୍ଚଳର ପଦମପୁର ରାଜନୀତିରେ ‘ବର୍ଷା’ କୁ ନେଇ ଚର୍ଚ୍ଚା ଚାଲିଛି।  ତାଙ୍କରି … Read More

ଅସହାୟତା ନା ଚତୁରତା: ସଞ୍ଜୟଙ୍କ ‘ଷଡ଼ଯନ୍ତ୍ର’ର ନାୟକ କିଏ?

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦଳ ଭିତରେ ସବୁକିଛି ଏବେ ଆଉ ଠିକ୍‌ ଚାଲିନି।  ବିଗତ ପଚିଶ ବର୍ଷରେ ରାଜ୍ୟର କୋଣ ଅନୁକୋଣକୁ ମାଡ଼ିଥିବା ଶଙ୍ଖର ସବୁଜ ଲହଡ଼ି ସୀମା ଲଙ୍ଘି ଏବେ ସଂଗଠନର କୂଳ ଖାଇବାକୁ ବସିଲାଣି।  ଗୋଟିଏପଟେ ଉପନିର୍ବାଚନରେ ପ୍ରାର୍ଥୀ … Read More

ପାରସ୍ପରିକ ସହଭାଗିତା ନିମନ୍ତେ ସୋଆ ଏବଂ କମଭିଭା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର , (ଓଡ଼ିଶାଟାଇମ୍‌)  : ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ … Read More

ନବୀନଙ୍କ ଯାଦୁକରୀ ବାଡ଼ି ଉପରୁ ବିଜେଡିର ତୁଟୁଛି ଭରସା! ଭାବମୂର୍ତ୍ତିଠୁ ଭାବାବେଗ ଭାରୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବିଗତ କିଛିବର୍ଷ ହେଲା ରାଜ୍ୟରେ ପ୍ରସଙ୍ଗ ଯେତିକି ନିର୍ବାଚନ ପାଇଁ ଗୁରୁତ୍ୱ ନେଇ ନାହିଁ, ତା’ଠୁ ଅଧିକ ଗୁରୁତ୍ୱ ବହନ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଛବି ବା ଭାବମୂର୍ତ୍ତି। ତାଙ୍କରି ନାଁ ହିଁ ପ୍ରାର୍ଥୀଙ୍କ ପାଇଁ … Read More

ବାଲିଯାତ୍ରା ଭଳି ଓଡ଼ିଶାର ଆଉ ୫ ବଡ଼ ମେଳା, ଯେଉଁସବୁ ପାଇଁ ଲୋକଙ୍କ ଭିଡ଼ ଜମେ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଛି ବାଲିଯାତ୍ରା । ଆମର ଗୌରବମୟ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇବା ଲାଗି ଏହା ଏକ ସୁେଯୋଗ ଭାବେ ଆମ ପଢ଼ି ତଥା ଆମ ପର ପିଢ଼ି ଆଗର ଠିଆ ହୋଇଛି । … Read More

କାମ କରୁନି ଏଏସଆଇ: ଶ୍ରୀମନ୍ଦିର ଜଗମୋହନରୁ ପୁଣି  ଖସିଲା ପଥର, ରାଜ୍ୟ ସରକାର ବି ନିଦରେ

ଭୁବନେଶ୍ଵର, (ଓଡିଶା ଟାଇମ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ପୁଣିଥରେ ପଥର ଖସିଛି। ପୂର୍ବଭଳି ଏହା କୌଣସି ପଥରର ଆବରଣ ନୁହେଁ, ବରଂ 12ଶ ଶତାବ୍ଦୀର ଏକ କାରୁକାର୍ଯ୍ଯସମ୍ପନ୍ନ ସମ୍ପନ୍ନ ପଥର ଖଣ୍ଡ। ଏହା ଜଗମୋହନର ଉପରଭାଗ ଚାଳିରୁ ଖସିଛି, ଯାହାର ଲମ୍ବ … Read More

ସୁନୀଲ ବଂଶଲ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତରପ୍ରଦେଶର ବିଜେପି ସଂଗଠନ ମହାମନ୍ତ୍ରୀ ସୁନୀଲ ବଂଶଲଙ୍କ ରାଷ୍ଟ୍ରୀୟ ମହାମନ୍ତ୍ରୀ ନିଯୁକ୍ତ କରାଯିବା ସହ ଓଡ଼ିଶା ଦାୟିତ୍ୱ ପ୍ରଦାନ କରାଯାଇଛି।  ଖାଲି ସେତିକି ନୁହେଁ, ସେ ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଭଳି ରାଜ୍ୟର ସାଂଗଠନିକ ପ୍ରଭାରୀ ହେବା … Read More