ବାଲିଯାତ୍ରା ଭଳି ଓଡ଼ିଶାର ଆଉ ୫ ବଡ଼ ମେଳା, ଯେଉଁସବୁ ପାଇଁ ଲୋକଙ୍କ ଭିଡ଼ ଜମେ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଛି ବାଲିଯାତ୍ରା । ଆମର ଗୌରବମୟ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇବା ଲାଗି ଏହା ଏକ ସୁେଯୋଗ ଭାବେ ଆମ ପଢ଼ି ତଥା ଆମ ପର ପିଢ଼ି ଆଗର ଠିଆ ହୋଇଛି । … Read More

କାମ କରୁନି ଏଏସଆଇ: ଶ୍ରୀମନ୍ଦିର ଜଗମୋହନରୁ ପୁଣି  ଖସିଲା ପଥର, ରାଜ୍ୟ ସରକାର ବି ନିଦରେ

ଭୁବନେଶ୍ଵର, (ଓଡିଶା ଟାଇମ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ପୁଣିଥରେ ପଥର ଖସିଛି। ପୂର୍ବଭଳି ଏହା କୌଣସି ପଥରର ଆବରଣ ନୁହେଁ, ବରଂ 12ଶ ଶତାବ୍ଦୀର ଏକ କାରୁକାର୍ଯ୍ଯସମ୍ପନ୍ନ ସମ୍ପନ୍ନ ପଥର ଖଣ୍ଡ। ଏହା ଜଗମୋହନର ଉପରଭାଗ ଚାଳିରୁ ଖସିଛି, ଯାହାର ଲମ୍ବ … Read More

ସୁନୀଲ ବଂଶଲ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତରପ୍ରଦେଶର ବିଜେପି ସଂଗଠନ ମହାମନ୍ତ୍ରୀ ସୁନୀଲ ବଂଶଲଙ୍କ ରାଷ୍ଟ୍ରୀୟ ମହାମନ୍ତ୍ରୀ ନିଯୁକ୍ତ କରାଯିବା ସହ ଓଡ଼ିଶା ଦାୟିତ୍ୱ ପ୍ରଦାନ କରାଯାଇଛି।  ଖାଲି ସେତିକି ନୁହେଁ, ସେ ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଭଳି ରାଜ୍ୟର ସାଂଗଠନିକ ପ୍ରଭାରୀ ହେବା … Read More

ନିତି ଆୟୋଗ ବୈଠକ: ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ‘ଆୟୋଗ ହୁଅନ୍ତୁ ଓମ୍ବୁଡ୍ସମ୍ୟାନ’

ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ନିତି ଆୟୋଗଙ୍କ ସପ୍ତମ ଗଭର୍ଣ୍ଣିଂ କାଉନ୍ସିଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ମହାମାରୀର ସଫଳ ପରିଚାଳନା, କମନ୍ୱେଲଥ ଗେମ୍ସରେ ଖେଳାଳିଙ୍କ ସଫଳତା, ମୁଖ୍ୟମନ୍ତ୍ରୀ ଥିବା ସମୟରେ ଐତିହ୍ୟ ସୁରକ୍ଷା ଲାଗି … Read More

LIC IPO : ପବନ ପ୍ରବଳ, ପ୍ରଥମ ପଦାର୍ପଣ ଦୁର୍ବଳ

ବଡ଼ ହାଇପ୍ କରି ମାର୍କେଟକୁ ଆସିଥିଲା ସବୁଠାରୁ ବଡ଼ IPO । ହେଲେ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହେବାର ପ୍ରଥମ ଦିନରେ ନିବେଶକଙ୍କ ବିଶ୍ବାସ ଜିତି ପାରିଲାନି ଭାରତୀୟଙ୍କ ବିଶ୍ବାସର ପ୍ରତୀକ ଭାରତୀୟ ଜୀବନ ବୀମା ନିଗମ । ସରକାର ଭାବିଥିଲେ … Read More

ୟୁକ୍ରେନରେ କୌଣସି ଭାରତୀୟ ଛାତ୍ର ପଣବନ୍ଦୀ ନାହାନ୍ତି : ବିଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ୟୁକ୍ରେନରେ କୌଣସି ଭାରତୀୟ ଛାତ୍ରଙ୍କୁ ପଣବନ୍ଦୀ କରି ରଖାଯାଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି । ୟୁକ୍ରେନରେ ଭାରତୀୟ ଛାତ୍ର-  ଛାତ୍ରୀମାନଙ୍କୁ ପଣବନ୍ଦୀ କରି ରଖାଯାଇଥିବା ସଂକ୍ରାନ୍ତ ଗଣମାଧ୍ୟମରଖବର ଉପରେ ପ୍ରତିକ୍ରିୟା ଦେଇ ବୈଦେଶିକ … Read More

ଦୁର୍ନୀତିର 21ବର୍ଷ ପରେ ଆଇଏଏସ୍‌ ଅଧିକାରୀ ବିନୋଦ କୁମାର ବରଖାସ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଦୀର୍ଘ ୨୨ ବର୍ଷ ତଳର ମାମଲା। ଶେଷଥର ପାଇଁ ମିଡିଆ ଚର୍ଚାକୁ ୨୦୧୮ ମସିହାରେ ଆସିଥିଲା, ଯେତେବେଳେ ତାଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଏବେ ସେହି ଜେଲଦଣ୍ଡାଦେଶ ଅବଧି ପ୍ରାୟ ସରିବା … Read More

ସାଉଦି ଆରବରୁ ୩ପ୍ରବାସୀ ଓଡିଆ ଉଦ୍ଧାର

ଭୁବନେଶ୍ବର , (ଓଡ଼ିଶା ଟାଇମ୍‌): ସାଉଦିଆରବରେ ଫଶିଥିବା ଯାଜପୁର ଜିଲ୍ଲାର ୩ ଜଣଙ୍କୁ ଉଦ୍ଧାର କରିଛି ମୋ ଓଡ଼ିଶା ପରିବାର। ସେଠାରେ ଏକ ହୋଟେଲ୍‌ରେ ଠିକାରେ କାମ କରୁଥିବା ଏହିତିନିଜଣ ଅତ୍ୟନ୍ତ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ସେମାନଙ୍କ ପାସ୍‌ପୋର୍ଟ ଛଡ଼ାଇ ନେଇଥିଲେ। … Read More

ଭାରତ ଆରମ୍ଭ କରିବ ଡିଜିଟାଲ୍‌ ମୁଦ୍ରା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଡିଜିଟାଲ୍‌ ମୁଦ୍ରା କାରବାର ଆରମ୍ଭ କରାଯିବ। ଏଥିନେଇ ରିଜର୍ଭ ବ୍ୟାଙ୍କ୍‌ ସ୍ଵତନ୍ତ୍ର କରେନ୍ସୀ ପ୍ରଚଳନ କରିବ। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବଜେଯ୍‌ ଅଭିଭାଷଣ … Read More

E Vehicle ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ବଦଳ ନୀତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଇ ଭେହିକିଲ୍‌ ବା ବ୍ୟାଟେରୀ ଚାଳିତ ଯାନର ବ୍ୟବହାର ପାଇଁ କେନ୍ଦ୍ର ସରକାର ଅଧିକ ଯତ୍ନଶୀଳ ହୋଇଛନ୍ତି। ହେଲେ ବ୍ୟାଟେରୀ ଚାଳିତ ଯାନଗୁଡ଼ିକ ଲାଗି ଚାର୍ଜିଂ ଷ୍ଟେସନ୍‌ ସ୍ଥାପନା ଏକ ସମସ୍ୟା ଭାବେ ଠିଆ ହୋଇଛି। … Read More