#Corona Update: ଯାଜପୁରରେ ୧୦୦ ଟପିଲା କରୋନା ପଜିଟିଭ୍, ନଜର ପକାନ୍ତୁ ଜିଲ୍ଲାୱାରି ତାଲିକା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟର ଯାଜପୁର ଜିଲ୍ଲା ପୁଣି ଚର୍ଚାକୁ ଆସିଛି। ନିକଟରେ ପଶ୍ଚିମବଙ୍ଗ ଏବଂ ନିଜାମୁଦ୍ଦିନ ଫେରନ୍ତାଙ୍କ ସଦ୍ଵାରା କରୋନା ସଂକ୍ରମିତ ହୋଇଥିବା ଯାଜପୁର ଜିଲ୍ଲା ଏବେ ସୁରାଟ୍ ଫେରନ୍ତାଙ୍କ ଦ୍ଵାରା ସଂକ୍ରମଣ ହେବାରେ ଲାଗିଛି। ଏବେ ସମୁଦାୟ କରୋନା … Read More











