ବୁଢ଼ାବଳଙ୍ଗରେ ନିର୍ମାଣାଧୀନ ସ୍ପାନ୍‌ ଭୁଶୁଡ଼ିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବାତ୍ୟା ଅମ୍ପନର ପ୍ରଭାବରେ ବାଲେଶ୍ଵରରେ ନିର୍ମାଣାଧୀନ ନଦୀବନ୍ଧର ଏକ ସ୍ପାନ୍‌ ଭୁଶୁଡ଼ିଛି। ବୁଢ଼ାବଳଙ୍ଗ ନଦୀ ଉପରେ ଏହି ସ୍ପାନ ନିର୍ମାଣ କରାଯାଉଥିଲା। ନଦୀର ଜଳପତନ ବଢ଼ିବା ଦ୍ଵାରା ଏହି ସ୍ପାନ ନିମାଣ ପାଇଁ ବନ୍ଧାଯାଇଥିବା ସେଣ୍ଟ୍ରିଙ୍ଗ୍‌ ଭାଙ୍ଗିପଡ଼ିଥିବା … Read More

ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,(ଓଡିଶା ଟାଇମ୍): ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି । ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ … Read More

ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,(ଓଡିଶା ଟାଇମ୍): ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଖାତା ଦେଖା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଖାତା ଦେଖା … Read More

କଳାହାଣ୍ଡିରେ ୧୧ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସମୁଦାୟ ୧୦୬୩   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଉ ୧୧କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୦୬୩ ରେ ପହଁଞ୍ଚିଛି  l  ଏହି ୧୧ଜଣ ନୂଆ ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା … Read More

ମାଲକାନଗିରିକୁ ବ୍ୟାପିଲା କରୋନା, ରାଜ୍ୟର ୨୪ ଜିଲ୍ଲା ଆକ୍ରାନ୍ତ, ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛ। ଗତକାଲି ଜଲେ ୭୦ ବର୍ଷୀୟ ବୃଦ୍ଧ ଶ୍ଵାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ପରେ ତାଙ୍କ ମୃତ୍ୟୁ … Read More

ରାଜ୍ୟରେ ମାହାବାତ୍ୟା ‘ଅମ୍ପନ’ର ପ୍ରଭାବ: ୧ଲକ୍ଷ ୧୬ ହଜାର ସ୍ଥାନାନ୍ତର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପସାଗରରେ ସୃଷ୍ଟ ଘୂଣ୍ଣିଝଡ଼ ଅମ୍ପନ ଉତ୍ତର-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ମହାବାତ୍ୟା ରୂପ ଧାରଣ କରିଛି।   ଏହାର କେନ୍ଦ୍ରସ୍ଥଳ ରାତି ସାଢ଼େ ୨ଟାରେ ପାରାଦୀପଠାରୁ ୧୮୦ କିଲୋମିଟର ଦୂରରେ ରହିଥିଲା। ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଏହା ଓଡ଼ିଶା … Read More

ବିଜେଡିକୁ ଭୁତ ଦେଇଛି ଅଢ଼େଇ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜନୀତିକ ଦଳମାନେ ଟଙ୍କା କେଉଁଠୁ ଆଣନ୍ତି? କିଏ ଦିଏ? ଏଭଳି ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ବୋକା ବୋଲି କୁହାଯାଇପାରେ କିନ୍ତୁ ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଠେ। ଆଉ ତାହାର ଉତ୍ତର ପାଇବା ପାଇଁ ନିର୍ବାଚନ … Read More

ବାତ୍ୟାର ଟେର ପାଉନାହାନ୍ତି ପାଣିପାଗ ବିଜ୍ଞାନୀ, କେନ୍ଦ୍ରାପଡ଼ାରେ ହୋଇପାରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପାରାଦୀପଠାରୁ ୯୦୦ କିଲୋମିଟର ଦୂରରେ ଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ୍‌ (ଉମ୍‌-ପୁନ୍) ଅଧିକ ଉଗ୍ର ହେବାରେ ଲାଗିଛି। ଏହା ବାତ୍ୟା ରୂପ ନେଇ ସାରିଲାଣି। ଅତି ସାଂଘାତିକ ବାତ୍ୟା ହେବାକୁ ଯାଉଛି।  ଆଜି ରାତିଠୁ ଏହି ବାତ୍ୟା … Read More

#Amphan ଅମ୍ପନ୍‌‌ କାହିଁକି, କେଉଁ ଏ ନାଁ ଉତ୍ପତି, ଏହାର ମାନେ କ’ଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେ’ ମାସରେ ପୁଣିଏକ ବାତ୍ୟାକୁ ଓଡ଼ିଶା ସମ୍ମୁଖୀନ ହେବାକୁ ଯାଉଛି। ଏହା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯଥେଷ୍ଟ କ୍ଷତି କରିପାରେ। ୨୦ ତାରିଖ ଦିନ ଏହା ଭୂ-ପୃଷ୍ଠ ଛୁଇଁବ। ପବନର ଗତି ୧୭୦ରୁ ୧୮୦ କିଲୋମିଟର … Read More

ପାରାଦୀପଠୁ ୧୦୦୦ କିଲୋମିଟର ଦୂରରେ ଅମ୍ପନ‌, କାଲି ସକାଳେ ସାଂଘାତିକ ବାତ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ କ୍ରମଶଃ ଅଧିକ ସଂଘଟିତ ହେବାରେ ଲାଗିଛି। ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଏହା ଘଣ୍ଟା ପ୍ରତି ୬ କିଲୋମିଟର ଦୂରରେ ଗତି କରୁଛି। ସକାଳ ସାଢ଼େ  … Read More