କରୋନା ଆକ୍ରାନ୍ତ ଦାଉଦର୍‌ ମୃତ୍ୟୁକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମୋଷ୍ଟ ୱାଣ୍ଟେଡ୍ ଡନ୍‌ ଦାଉଦ ଇବ୍ରାହିମର କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ହୋଇଛି। ଭାରତ ଓ ପାକିସ୍ତାନ ସୋସିଆଲ ମିଡିଆରେ ଏବେ ଦାଉଦର ମୃତ୍ୟୁ ଖବର ଭାଇରଲ ହେଉଥିଲେ ହେଁ ଏ ନେଇ ସ୍ପଷ୍ଟ ଖବର … Read More

ଦାଉଦ୍ ଇବ୍ରାହିମ୍ ଓ ପତ୍ନୀ ମହାଜବିନ୍ କୋଭିଡ଼୍‌-୧୯ ସଂକ୍ରମିତ, ଗୁପ୍ତରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦୁନିଆର ପ୍ରଖ୍ୟାତ ଅଣ୍ଡରୱାର୍ଲଡ଼ ଡନ୍‌ ଦାଉଦ୍‌ ଇବ୍ରାହିମ କରୋନା ସଂକ୍ରମଣର ଶିକାର ହୋଇଛି l ଦାଉଦ୍‌ ଇବ୍ରାହିମ କରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଦାଉଦ୍ର‌ ସବୁ ଷ୍ଟାଫଙ୍କୁ କ୍ଵାରେଣ୍ଟାଇନ କରାଯାଇଛି l ଦାଉଦ୍‌ ଇବ୍ରାହିମଙ୍କ … Read More

ସଟଡ଼ାଉନ ସମୟରେ କଣ ଖୋଲା ରହିବ? ଜାଣନ୍ତୁ..

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଂକ୍ରମଣ ରୋକିବା ପାଇଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। … Read More

ଆଜି ବିଶ୍ବ ପରିବେଶ ଦିବସ: ହ୍ରାସ ପାଇଛି ପରିବେଶ ପ୍ରଦୂଷଣ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ହେଉଛି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ଆମେ ଆମ ପରିବେଶ ସମ୍ପର୍କରେ ପୁଣି ଥରେ ଟିକେ ଚିନ୍ତା କରିବାର ଆବଶ୍ୟକତା ରହିଛି । ମଣିଷ ପାଇଁ ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ … Read More

ଜୁନ୍‌ ମାସ ହେବ ନିଣ୍ଣାୟକ; ଦେଖନ୍ତୁ ମୁଖ୍ୟମନ୍ତ୍ରୀ କ’ଣ କହିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜୁନ୍‌ ମାସ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ନିଣ୍ଣାୟକ ହେବ। ଏହି ମାସରେ ଯଦି ଆମେ ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା ତେବେ କରୋନା ବିରୋଧୀ ଲଢ଼େଇରେ ଆମକୁ ଅଭୂତପୂର୍ବ ସଫଳତା ମିଳିବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ … Read More

ପଙ୍ଗପାଳ କ’ଣ, କେଉଁଠୁ ଆସିଲେ, କେମିତି ହଟିବେ

ପଙ୍ଗପାଳ ଏକ ପ୍ରକାର ଛୋଟ ଶିଙ୍ଗ ବିଶିଷ୍ଟ ଝିଣ୍ଟିକା ପ୍ରଜାତିର କୀଟ। ଏହି ଜାତୀୟ କୀଟ ସାଧାରଣତଃ ଏକାନ୍ତରେ ବିଚରଣ କରିଥାନ୍ତି, ମାତ୍ର କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଏମାନେ ବହୁଳ ସଂଖ୍ୟାରେ ପରିଣତ ହୋଇ ନିଜ ବ୍ୟବହାର ଓ ଅଭ୍ୟାସରେ ପରିବର୍ତ୍ତନ … Read More

ଓଡ଼ିଶାରେ କାହିଁକି ବ୍ୟାପୁନି କରୋନା: ଭୁତାଣୁର ହେବ ପରୀକ୍ଷା ନିରୀକ୍ଷା

ଭୁବନେଶ୍ଵର,  (ଓଡ଼ିଶା ଟାଇମ୍‌): ସାରା ଦେଶରେ କରୋନା ଭୁତାଣୁ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ କାହିଁକି ଆଜି ଯାଏ ଭୁତାଣୁର ପ୍ରକୋପ ଦେଖିବାକୁ ମିଳୁ ନାହିଁ। ଉଭୟ ସଂକ୍ରମଣ ଓ ତଦ୍‌ଜନିତ ମୃତୃ ହାର ଜାତୀୟ ହାରଠାରୁ ଏଠାରେ କାହିଁକି … Read More

ତାଲାବନ୍ଦ ହେଉ ଅବା ତାଲାଖୋଲା, ଭାଗ୍ୟକୁ ବାଜି ଲଗେଇବା ଉଚିତ ହେବ କି?

କୋଭିଡ଼-୧୯, ସଂକ୍ରମଣ ସମୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶବ୍ୟାପୀ କଡାକଡି ଭାବେ ତାଲାବନ୍ଦର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଲା ଓ ପରେ ପରେ ଆଉ ତିନୋଟି ପର୍ଯ୍ୟାୟ ପରେ ଏବେ ଲାଗୁଥିବା କଟକଣା ଅନେକାଂଶରେ କୋହଳ କରାଯାଇଛି। ଯଦିଓ ଆମ ରାଜ୍ୟରେ ପଞ୍ଚମ … Read More

ଭାରତ ଫେରିପାରନ୍ତି ବିଜୟ ମାଲ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌) : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଯେ କୌଣସି ସମୟରେ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରେ । ଏ ନେଇ ଆଇନଗତ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଯାଇଛି, ଏଣୁ ଆଉ କୌଣସି ପ୍ରତିବନ୍ଧକ ନ ଥିବା ଜଣେ … Read More

୯ ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ଅଧିକ

ଭୁବନେଶ୍ବର, (ଓଡିଶା ଟାଇମ୍) :  ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭାଗୀୟ ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି … Read More