ପ୍ରସ୍ତୁତି ପଥେ ରଥ: ରଙ୍ଗ ଦେଉଛନ୍ତି ଚିତ୍ରକାର

ପୁରୀ, (ଓଡ଼ିଶା ଟାଇମ୍‌):  ଏବର୍ଷର ରଥଯାତ୍ରା ଏକ ଭିନ୍ନ ଆକର୍ଷଣ ବହନ କରିବାକୁ ଯାଉଛି। ଏହା ଆଜି ଯାଏ ଆୟୋଜିତ ସମସ୍ତ ରଥଯାତ୍ରାଠାରୁ ସ୍ଵତନ୍ତ୍ର ହେବ। ବିନା ଭକ୍ତରେ ଶ୍ରୀମନ୍ଦିରରୁ ଶ୍ରୀଜିଉମାନେ ପ୍ରତିଶ୍ରୁତି  ଓ ପରମ୍ପରା ଅନୁସାରେ ଗୁଣ୍ଡିଚା ଅଭିମୁଖେ ଯାତ୍ରା … Read More

ଲଘୁଚାପ: ଆଜି ପ୍ରବଳ ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆଶଙ୍କା ରହିଛି। ବଙ୍ଗୋପସାଗରରର ଉତ୍ତର-ପଶ୍ଚିମ ଦିଗଆଡ଼କୁ ଗତି କରୁଥିବାରୁ ଏହା ଓଡ଼ିଶାର ଦକ୍ଷିଣ ଉପକୂଳ  ନିକଟତର ହୋଇଛି।  ଏହି ଲଘୁଚାପ … Read More

ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା । ଏନେଇ ନେଇ ଖବର ସରବରାହ ସଂସ୍ଥା ଚଞଓ ଖବର ପ୍ରକାଶ କରିଛି । ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଛନ୍ତି ତୁହିନିକାନ୍ତ ପାଣ୍ଡେ … Read More

ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’, ଉଭୟ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଉଭୟଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିନ୍ଧିଆଙ୍କ … Read More

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଲେ ସାବିତ୍ରୀ ରଥ

କଟକ , (ଓଡିଶା ଟାଇମ୍) : ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସାବିତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି … Read More

ଆଜିଠାରୁ ୧୫ଦିନରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଲକ୍‌ଡାଉନ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ପ୍ରବାସୀଙ୍କ ପାଇଁ କୋହଳ ମନୋଭାବ ପୋଷଣ କରିଛନ୍ତି ସୁପ୍ରିମ୍‌କୋର୍ଟ। ପ୍ରବାସୀଙ୍କ ସମସ୍ୟାକୁ ଦେଖିବା ପରେ ଆଜି ସେମାନଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଏହି … Read More

ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମ ପ୍ରତିଶୃତି: ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପିର ଓଡ଼ିଶା ଜନ ସମ୍ବାଦ ରାଲି ହୋଇଛି । ମୋଦି ସରକାରଙ୍କ-୨ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଇ କହିଛନ୍ତି ଯେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ … Read More

କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର : କୋଭିଡ ଟେଷ୍ଟ କରାଯିବ, ରହିଛନ୍ତି ଆଇସୋଲେସନରେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍)): କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର ସକାଳୁ ତାଙ୍କୁ ଜ୍ୱର ସହ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଛି। ଦିଲ୍ଲୀରେ … Read More

ଜୁନ୍‌-୮ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି ଜୁନ୍‌ ୮ ତାରିଖ, ସୋମବାର। ଜାଣନ୍ତୁ  ସ୍ଥଳ ବିଶେଷରେ  ଆପଣଙ୍କ ରାଶିଫଳ ଆକଳନ। ମେଷ ଆଜି ଅଷ୍ଟମ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ। ଶୁଭ ରଙ୍ଗ … Read More

ସୁଦକ୍ଷ ଭୁତାଣୁ ପ୍ରବକ୍ତାଙ୍କ ଲୁଚକାଳି ଖେଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ଦ୍ଵାରା ଅଧିକୃତ ପ୍ରମୁଖ ଭୁତାଣୁ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀଙ୍କ ଦୀର୍ଘ ଦିନର ଅନୁପସ୍ଥିତି ଓ ହଠାତ ପୁନଃ ଆବିର୍ଭାବ ସର୍ବସାଧାରଣ ତଥା ପ୍ରଶାସନିକ ମହଲରେ କିଛି ଭିନ୍ନ ଭାବ ଇଙ୍ଗିତ କରୁଛି। ତାଙ୍କର ଏହି … Read More