ଦିଲ୍ଲୀରେ ୬ ବର୍ଷର ରେକର୍ଡ ଭାଙ୍ଗିଲା ଡେଙ୍ଗୁ, ଗୋଟିଏ ସପ୍ତାହରେ ୨୫୬୯ ନୂଆ ରୋଗୀ ଚିହ୍ନଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ପରେ ଏବେ ଡେଙ୍ଗୁ ରାଜଧାନୀ ଦିଲ୍ଲୀକୁ ଅସ୍ତବ୍ୟସ୍ତ କରିପକାଇଛି। ଡେଙ୍ଗୁ ସହ ମ୍ୟାଲେରିଆ ବି ବ୍ୟାପୁଛି। ରାଜ୍ୟରେ ଗୋଟିଏ ସପ୍ତାହରେ ୨୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହ ମଶା ଜନିତ ରୋଗୀ … Read More











