ଚିଟଫଣ୍ଡ୍ ଠକେଇର ମୁଖ୍ୟ ପୁରୋଧା ଗିରଫ

(ଭୁବନେଶ୍ବର,ଓଡ଼ିଶା ଟାଇମ୍): କ୍ରାଇମବ୍ରାଞ୍ଚରର ଅର୍ଥନୈତିକ ଅପରାଧ ଶାଖା କ୍ୟୁ-ନେଟ ସ୍କାମର ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ କୁମାରଙ୍କୁ ଗିରଫ କରିଛି । ଅରବିନ୍ଦଙ୍କର ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପଲାଇ ଗାଁରେ । ତାଙ୍କୁ ଆଇପିସିର ଧାରା ୪୦୬, ୪୨୦, ୪୬୭ ସହ … Read More

ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୨୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି … Read More

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୧୦୮ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୩୪ … Read More

ଓମିକ୍ରନକୁ ନେଇ ବଢ଼ିଲା ଭୟ: ଆଫ୍ରିକୀ ଦେଶରୁ ୧୫ ଦିନ ଭିତରେ ମୁମ୍ବାଇ ଆସିଛନ୍ତି ୧ ହଜାର ଯାତ୍ରୀ

ମୁମ୍ବାଇ, (ଓଡିଶା ଟାଇମ୍): ବିଶ୍ୱବ୍ୟାପୀ କରୋନାର ନୁତନ ଭାରିଆଣ୍ଟ ଓମିକ୍ରନ୍ କୁ ନେଇ ଭୟର ବାତାବରଣ ଛାଇ ଯାଇଛି । ଡେଲଟା ଭାରିଆଣ୍ଟ ଠାରୁ ଏହାକୁ ଅଧିକ ମାରାତ୍ମକ ବୋଲି କିଛି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏବେ ଏହି … Read More

ଚଳିତ ବର୍ଷର ଶେଷ ମିଳିତ ସମରାଭ୍ୟାସ ‘ସାଗର କବଚ’: ଆଜି-କାଲି ପାରାଦୀପ ସମୁଦ୍ରରେ ଦେଖିବାକୁ ମିଳିବ ସମରାଭ୍ୟାସ

ପାରାଦୀପ, (ଓଡିଶା ଟାଇମ୍): ଆରମ୍ଭ ହେଲା ଉପକୁଳରେ ଦୁଇଦିନିଆ ସମରାଭ୍ୟାସ । ସାଗର କବଚ ଓଡି -୨୧ ନାମରେ ଚାଲିଛି ସମରାଭ୍ୟାସ । ଭାରତୀୟ ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, କଷ୍ଟମ, ବନବିଭାଗ  ସାମିଲ ଏହି ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି ।ମତ୍ସ୍ୟ … Read More

ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି

ଭୁବନେଶ୍ବର, (ଓଡିଶା ଟାଇମ୍): ବୁଧବାର ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ଯ୍ୟ ଦିବସ ରହିଛି। ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ମଙ୍ଗଳବାର ସବୁ ଦଳର ବିଧାୟକ … Read More

ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର, (ଓଡିଶା ଟାଇମ୍): ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ପାଖେଇ ଆସୁଛି । ବୁଧବାର ସୁଦ୍ଧା ଏହା ୱେଲ୍‌ ମାର୍କଡ୍‌ ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଯିବ । ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବା ସହ ଏହାର ପ୍ରଭାବ ଓଡ଼ିଶାରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଘାତଚନ୍ଦ୍ର ଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂର ଯାତ୍ରାରେ ଅସଫଳା, କର୍ମ ବିଶୃଙ୍ଖଳା, ବିବାଦରେ ପରାଜିତ ହେବେ । ପୁରାତନ ରୋଗ ପୁନଃ ଭୋଗ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ … Read More

ଦିନକୁ ୫ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) :  ସର୍ବଦଳୀୟ ବୈଠକ ପରେ ବିଧାନସଭା କାର୍ଯ୍ୟସୂଚୀ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା। ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ।୨୬ ଦିନ ଧରି ଚାଲିବ ଗୃହକାର୍ଯ୍ୟ।  ପୂର୍ବାହ୍ନ … Read More

୧୨ ସାଂସଦ ନିଲମ୍ୱିତ

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ସାଂସଦ ନିଲମ୍ୱିତ।  ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ କୃଷି ଆଇନ ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡ଼ିକର ସାଂସଦମାନେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ … Read More