ଘରୋଇ ଡାକ୍ତରଙ୍କୁ ସରକାରୀ ହସ୍ପିଟାଲରେ କାମ ପାଇଁ ନିର୍ଦ୍ଦେଶ
ମୁମ୍ବାଇ(ଓଡ଼ିଶା ଟାଇମ୍): ଏଣିକି ମୁମ୍ବାଇରେ ଘରୋଇ ଡାକ୍ତରମାନଙ୍କୁ ସରକାରୀ ହସ୍ପିଟାଲ୍ରେ କାମ କରିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ନିର୍ଦ୍ଦେଶ ହୋଇଛି। ଦେଶର ମହାରାଷ୍ଟ୍ରରେ ମହାମାରୀ କରୋନା ପ୍ରଭାବ ସବୁଠାରୁ ଅଧିକ ଥିବାବେଳେ ପ୍ରାୟ ୭୦୦ ଜୀବନ … Read More











