ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,(ଓଡିଶା ଟାଇମ୍): ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି । ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ … Read More

ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,(ଓଡିଶା ଟାଇମ୍): ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଖାତା ଦେଖା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଖାତା ଦେଖା … Read More

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ : ମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଟାଇମ୍):  ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଗଣ ଶିକ୍ଷା ମନ୍ତ୍ରୀ ଶମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଗତ ୨୦ ତାରିଖରୁ ମାଟ୍ରିକ … Read More

ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ଏକାଥରରେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୯୩ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ସର୍ବନିମ୍ନ ସେବାୟତରେ ପାଳନ ହେବ ସ୍ନାନ ପୂର୍ଣ୍ଣିମା !

ଭୁବନେଶ୍ୱର, (ଓଡିଶା ଟାଇମ୍): ଶ୍ରୀ ଜୀଉଙ୍କ ସ୍ନାନ ଯାତ୍ରା ହେବା ନେଇ ସମ୍ଭାବନା ବଢିଛି । ଆଜି ୧୦ ନିଯୋଗ ସହ ବସିଥିବା ବୈଠକ ପରେ ଡ. କିଶାନ କୁମାର ଏ ନେଇ ସୂଚନା ଦେଇଛନ୍ତି । ଅଳ୍ପ ସେବାୟତଙ୍କୁ ନେଇ … Read More

ଅମ୍ପନରେ ୪୫ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, (ଓଡିଶା ଟାଇମ୍):  ୪୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ବାତ୍ୟା ଅମ୍ପନ । ଏହା ମଧ୍ୟରେ ବାତ୍ୟା ଅମ୍ଫନ ଯୋଗୁ ରାଜ୍ୟର ୮୯ଟି ବ୍ଲକ୍ ପ୍ରଭାବିତ ହୋଇଛି । ୧୫ଶହ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ … Read More

ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ଏସଓପି

ଘରୋଇ ବିମାନ ସେବା ମେ ୨୫ରୁ ଆରମ୍ଭ ହେବକୁ ଯାଉଛି । ବିମାନର ମଝି ସିଟ୍ ଖାଲି ରଖାଯିବ ବୋଲି ପୂର୍ବରୁ ବାରଣ କରାଯାଇଥିଲା । ଏହା ଭଡ଼ା ଉପରେ ପ୍ରଭାବ ପକାଉଥିବାରୁ ମଝି ସିଟ୍‌ ଖାଲି ରହିବ ନାହିଁ । … Read More

ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ,୪୦ ରୁ ଅଧିକ ଆହତ

ଭୁବନେଶ୍ୱର,(ଓଡିଶା ଟାଇମ୍):ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍ ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୪୦ ଜଣ ଶ୍ରମିକ ସାମନ୍ୟ ଆହତ ହୋଇଥିବା ବେଳେ ୪ ଜଣ ଶ୍ରମିକ ଗୁରୁତର ଅଛନ୍ତି । … Read More

ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର,(ଓଡିଶା ଟାଇମ୍):ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ । ଆସନ୍ତା ୨୫ ତାରିଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଏୟାରପୋର୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ଭି.ଭି ରାଓ … Read More