ଟ୍ରେନରେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା

ଟିଟିଲାଗଡ଼, (ଓଡିଶା ଟାଇମ୍) :କୋରୋନା ପାଇଁ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲା ଟିଟଲାଗଡରେ ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆଜି ଜଣେ ପ୍ରବାସୀ ମହିଳା ଶ୍ରମିକ କନ୍ୟା ସନ୍ତାନକୁ … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୫୩ କୋରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୫୩ କୋରୋନା ଆକ୍ରାନ୍ତ । ଫଳରେ ରାଜ୍ୟରେ ମୋଟ ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ … Read More

୬୭ କୋରୋନା ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ … Read More

ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ : ଜୁନ୍‌ ମଧ୍ୟଭାଗରୁ ଉଡ଼ିବ ଆନ୍ତର୍ଜାତିକ ବିମାନ !

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ । ଏଥିଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତ ୨୦ ତାରିଖରେ କୋଭିଡ୍‍-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଲକଡାଉନ୍‍ ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି … Read More

କଟକଣା ସହ ରାଜଧାନୀରେ ଖୋଲିଲା ପାର୍କ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ରାଜଧାନୀର କିଛି ପ୍ରମୁଖ ପାର୍କ ଖୋଲିଛି । ପରୀକ୍ଷାମୂଳକ ଭାବେ ଏହି ପାର୍କ ଗୁଡ଼ିକୁ ବିଏମ୍‌ସି ପକ୍ଷରୁ ଖୋଲା ଯାଇଛି । ଫରେଷ୍ଟ ପାର୍କ , ବୁଦ୍ଧ ପାର୍କ ଓ ଆଇଜି … Read More

ପୁରାଦମ୍‌ରେ ଚାଲିବ ଯାତ୍ରୀବାହୀ ବସ୍‌, ରାଜ୍ୟ ସରକାର ଉଠାଇଲେ କଟକଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଯାତ୍ରୀବାହୀ ବସ୍‌ ଚଳାଚଳ ବାବଦରେ ଥିବା କଟକଣାକୁ ଉଠାଇ ଦିଆଯାଇଛି। ଏଣିକି ବସ୍‌ଗୁଡ଼ିକ  ଯେତିକି ସିଟ୍‌ ସେତିକି ଯାତ୍ରୀଙ୍କୁ ନେଇ  ଯେକୌଣସି ସ୍ଥାନକୁ ଯା’ ଆସ କରିପାରିବେ। ସୋମବାରଠାରୁ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ ବୋଲି … Read More

ବଦଳିଲା କ୍ଵାରେଣ୍ଟୀନ ନିୟମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ନିୟମ ସହ ରାଜ୍ୟରେ କ୍ଵାରେଣ୍ଟୀନ୍‌ ନିୟମ ବି କୋହଳ ହୋଇଛି। ଏହିକ୍ରମରେ ରାଜ୍ୟ ସରକାର ତିନୋଟି ସଂଶୋଧନ ଘୋଷଣା କରିଛନ୍ତି। ପ୍ରଥମ ଘୋଷଣା ଅନୁସାରେ ରାଜ୍ୟରେ କ୍ଵାରେଣ୍ଟୀନ ଅବଧି ୨୧ ଦିନରୁ ପୁଣି ୧୪ ଦିନକୁ … Read More

ସୋମବାର ପାଳନ ହେବ ଇଦ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତାକାଲି ପାଳନ ହେବ ଇଦ୍ । ପବିତ୍ର ରମ୍‌ଜାନ୍‌ ମାସ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ । ଆସନ୍ତାକାଲି ଶେଷ ରୋଜା ରଖିବା ପରେ ସନ୍ଧ୍ୟାରେ ଚାନ୍ଦ ଦେଖି ରୋଜା ଭାଙ୍ଗିବେ ମୁସଲମାନ ଭାଇ … Read More

ରାଜ୍ୟରେ ନୂଆ ୬୭ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ୬୭ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ୫୩୮୮ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପରେ ଏହି ୬୭ଜଣ କରୋନା ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଥିବା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

କରୋନା ଭୁତାଣୁ ଲକ୍‌ଡାଉନ୍‌: ବିଶ୍ଵ ମୁକୁଳୁଛି ଚକ୍ରବ୍ୟୁହରୁ

କରୋନା ଭୂତାଣୁ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲାଗି ଉଣା ଅଧିକେ ବିଶ୍ୱର ସବୁ ଦେଶ ତାଲାବନ୍ଦୀ ( ଲକ୍‌ଡାଉନ୍‍) ଆପଣାଇଛନ୍ତି । ଦେଶ ଓ ଶାସନ ଭିତ୍ତିରେ ଯଦିଓ ପ୍ରକ୍ରିୟା ଅଲଗା ଅଲଗା ରହିଛି କିନ୍ତୁ ଜନସାଧାରଣଙ୍କୁ ଏହି ତାଲାବନ୍ଦୀର କଟକଣା … Read More