ଦେଶରେ ଆଜି ସୁଦ୍ଧା କରୋନା ପରୀକ୍ଷା ସଂଖ୍ୟା ୩୪ ଲକ୍ଷ ୮୩ ହଜାର ୮୩୮
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ-ଆଇସିଏମ୍ଆ୩ରର ରିପୋର୍ଟ ଅନୁସାରେ ଗତ ୨୪ ଘଂଟା ଭିତରେ ୧ଲକ୍ଷ ୨୧ ହଜାର ୭୦୨ଟି କୋଭିଡ୍ ନମୁନାର ପରୀକ୍ଷା କରାଯାଇଛି। ଏଥି ସହିତ ଦେଶରେ ଏ ପର୍ୟ୍ୟନ୍ତ ୩୪ ଲକ୍ଷ ୮୩ ହଜାର … Read More











