ଲକଡାଉନରେ ଆପଣଙ୍କ ଓଜନ ବଢ଼ୁଛି କି ? ତେବେ ପ୍ରତିଦିନ ସେବନ କରନ୍ତୁ ଏହି ଖାସ୍ ଜିନିଷ

(ଓଡିଶା ଟାଇମ୍) : କରୋନା ଭାଇରସର ପ୍ରକୋପ ବଢ଼ୁଥିବା ଯୋଗୁଁ ପ୍ରତ୍ୟେକ ଦେଶ ଚିନ୍ତାରେ ରହିଛି। ଏହାର ସଙ୍କଟକୁ କମ୍ କରିବା ପାଇଁ ପ୍ରତ୍ୟେକ ଦେଶ ନିଜ ତରଫରୁ କିଛି ନା କିଛି ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭୟଙ୍କର … Read More

ଦୁଇ ଦିନ ପୂର୍ବରୁ ମୌସୁମୀ ଛୁଇଁଲା କେରଳ : ସ୍କାଏମେଟ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦୁଇ ଦିନ ପୂର୍ବରୁ ମୌସୁମୀ ଛୁଇଁଲା କେରଳ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଛି । ସ୍କାଏମେଟ ଦ୍ୱାରା ଏନେଇ ସୂଚନା ଦିଆଯାଇଛି। ସ୍କାଏମେଟ କହିଛି ଯେ ଜୁନ୍ ଆରମ୍ଭ ହେବାର ଦୁଇ … Read More

ବସରେ ଯାଉନାହାଁନ୍ତି ଯାତ୍ରୀ, ବନ୍ଦ ହୋଇପାରେ ବସ ଚଳାଚଳ !

ଭୁବନେଶ୍ଵର, (ଓଡିଶା ଟାଇମ୍) : ବସ ଚଳାଚଳ ପ୍ରସଙ୍ଗରେ ବଢ଼ିଲା ସରକାରଙ୍କ ଚିନ୍ତା । ପ୍ରଥମେ ବସ ଚାଲୁନଥିବାରୁ ଚିନ୍ତା ହେଉଥିବାବେଳେ ଏବେ ବସ ଚାଲିବା ଆରମ୍ଭ ପରେ ବସରେ ଲୋକ ଯାଉ ନଥିବାରୁ ସରକାରଙ୍କର ଚିନ୍ତା ବଢ଼ିଛି । କଉଠି … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଉ ୭୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେସୁଦ୍ଧା ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୦୫୦ରେ ପହଁଚିଛି । ଏ ନେଇ ରାଜ୍ୟ … Read More

ଜୁନ୍‌ ୧ରୁ ଗଡିବ ମେଟ୍ରୋ , ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌.

ଲକ୍ଷ୍ନୌ, (ଓଡିଶା ଟାଇମ୍) : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍‌ ୪ର୍ଥ ପର୍ଯ୍ୟାୟରେ ରହିଛି । ଦେଶରେ କରୋନା ପ୍ରକୋପ ଦେଖି ଲକ୍‌ଡାଉନ୍‌ ଅବଧିକୁ ବଢାଇବା ପାଇଁ ସରକାର ଚିନ୍ତା କରୁଛନ୍ତି … Read More

ରଥଯାତ୍ରା ହେବ, ଟିଭିରେ ଦେଖିବ

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହେବ। ବଡ଼ ଦାଣ୍ଡରେ ରଥ ଗଡ଼ିବ। ସେବାୟତ ଓ ପୁଲିସ ଛାଡ଼ିଛାଡ଼ି ହୋଇ ଟାଣିବେ କିନ୍ତୁ ଭକ୍ତ ସ୍ଵଚକ୍ଷୁରେ ଦେଖିବେ ନାହିଁ। ଟିଭି ପର୍ଦାରେ ଏଥିଲାଗି ସରକାର ବ୍ୟବସ୍ଥା କରିବେ … Read More

କଟକରେ ଆଜିଠୁ ମଦ ହୋମ୍‌ ଡେଲିଭରି କଲା ଜୋମାଟୋ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ କଟକରେ ମଦ ହୋମ୍‌ ଡେଲିଭରି ଆରମ୍ଭ କରିଛି ଜୋମାଟୋ। ଏହା ପୂର୍ବରୁ ମଦ ଦୋକାନ କର୍ମଚାରୀ ହୋମ୍‌ ଡେଲିଭରି ଦେଉଥିବାବେଳେ ଏବେ ଜୋମାଟୋ ମଧ୍ୟ ହୋମ୍‌ ଡେଲିଭରି ଆରମ୍ଭ କରିଛି। ସୂଚନାଅନୁସାରେ, ପୂର୍ବରୁ ଅନ୍ୟ … Read More

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ପୂର୍ବାହ୍ନରେ ନିମନ୍ତ୍ରଣ,ସନ୍ଧ୍ୟାକୁ ନାଁ !

ଭୁବନେଶ୍ବର,(ଓଡିଶା ଟାଇମ): କୋରୋନା ସଂକ୍ରମଣ ଦେଶରେ ହୁ ହୁ ହୋଇ ବଢି ଚାଲିଛି l ଆଉ ଏଥିରେ କୋରୋନା ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଓ ସାମ୍ବାଦିକ l ସେମାନେ ଦିନ ରାତି ଏକ କରି କୋରୋନା … Read More

ଓୟୋ ହୋଟେଲରେ ଚଢାଉ , ଚାଲିଥିଲା ଜୁଆ ଆଡ୍ଡା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀରେ ଓୟୋ ହୋଟେଲରେ ପୁଲିସର ଚଢାଉ । ହୋଟେଲରୁ ୯ ଜଣ ହାଇପ୍ରୋଫାଇଲ ଜୁଆଡିକୁ ଗିରଫ କରିଛି କମିଶନରେଟ ପୋଲିସ । ଭୁବନେଶ୍ବର ଭିଆଇପି ଛକ ନିକଟ ଓୟୋ ହୋଟେଲରେଜୁଆ ଖେଳ ଚାଲିଥିଲା । ଏହାର … Read More

ରଥଯାତ୍ରାରେ କରୋନା ସଂକ୍ରମଣ ଭୟ: ପୁରୀକୁ ଟ୍ରେନ୍‌ ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯାତ୍ରା ସମୟରେ ପୁରୀକୁ ଅଧିକ ଟ୍ରେନ୍‌ ଚଳାଚଳ କରୁଥିବା ଭାରତୀୟ ରେଳ ଏଥର ପୁରୀକୁ କୌଣସି ଟ୍ରେନ୍‌ ନପଠାଇବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ରେଳବାଇ ଏହି ନିଷ୍ପତ୍ତି ନେଇଥିବା ପୂର୍ବତଟ ରେଳବାଇ … Read More