ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ ହସ୍ପିଟାଲ ବେଡରେ ଗାଇଲେ ସଲମାନଙ୍କ ହୁଡ୍-ହୁଡ୍ ଦବଙ୍ଗ୍

ମୁମ୍ବାଇ, (ଓଡିଶା ଟାଇମ୍) : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି । ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା କୁହାଯାଉଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ … Read More

ରାଜ୍ୟ ପାଇଁ ଭଲ ଖବର,ସୁସ୍ଥ ହେଲେ ଆଉ ୧୧୯ କୋରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ଆଉ ୧୧୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । … Read More

ଜନ୍ତାରେ ପଡିଲା ଉତ୍ପାତିଆ ହନୁ ମାଙ୍କଡ଼

ଭୁବନେଶ୍ବର, (ଓଡିଶା ଟାଇମ୍) : ବନ ବିଭାଗର ଯନ୍ତାରେ ପଡ଼ିଲା ଉତ୍ପାତ ମଚାଇଥିବା ହନୁ ମାଙ୍କଡ । ବାଲିପାଟଣା ଛକ ଠାରୁ ବାଲିପାଟଣା ହାଟ ପର୍ୟ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦିନ ହନୁ ମାଙ୍କଡଟି ଆତଙ୍କ ସୃଷ୍ଟି କରୁଥିଲା । ବିଶେଷ କରି … Read More

ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ଏ ନେଇ ସୂଚନା ପ୍ରଦାନ … Read More

ଶନିବାର ଓ ରବିବାର ଦିନ ୧୧ ଜିଲ୍ଲାରେ ଶଟ୍‌ଡାଉନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ସଂକ୍ରମଣର ଭୟ ଏ ମାସରେ ସର୍ବାଧିକ ରହିଛି। ଏବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏବଂ ଏ ମାସରେ ଅଧିକ ବଢ଼ିବ ବୋଲି ଆଶଙ୍କା କରିଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ।  ଏଣୁ … Read More

ଓଡ଼ିଶାରେ ୩୦ ଜୁନ୍‌ ଯାଏ ଲକ୍‌ଡାଉନ୍‌ କଟକଣା, ୩୧ ଜୁଲାଇ ଯାଏ ସ୍କୁଲ୍‌, କଲେଜ ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଲକ୍‌ଡାଉନ୍‌ କଟଣାକୁ ସରକାର ୩୦ ଜୁନ୍‌ ଯାଏ ସମ୍ପ୍ରସାରଣ କରିଛନ୍ତି। ଅର୍ଥାତ୍‌ ଏହି ସମୟ ଯାଏ କୌଣସି ମନ୍ଦିର, ଦେବାଳୟରେ ସାଧାରଣ ପୂଜାର୍ଚନା, ଶପିଂମଲ୍‌, ସିନେମା ହଲ୍‌  ଖୋଲିବ ନାହିଁ। ଜନସାଧାରଣଙ୍କ ସ୍ଵାସ୍ଥ୍ୟ ନିରାପଦ ରଖିବା … Read More

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗର ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି । ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି । ଚଳିତ ଥର … Read More

ଆଜିଠୁ ଗଡ଼ିଲା ୨୦୦ ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) :ଅନ୍‌ଲକ୍‌ ଓ୍ୱାନ୍ ପରେ ପ୍ରଥମ ପର୍ୟ୍ୟାୟରେ ଆଜି ୨ ଶହ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏଥି ମଧ୍ୟରୁ ଓଡ଼ିଶାରେ ୧୨ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା … Read More

ଛତିଶଗଡରେ ପହଞ୍ଚିଲେ ପଙ୍ଗପାଳ, ଓଡ଼ିଶାକୁ ବଢ଼ିଲା ଭୟ !

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରିଥିବା ଜଣାପଡ଼ିଛି । ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏହି ପଲ ମଧ୍ୟପ୍ରଦେଶରୁ ଆସିଥିବା ଜଣାଯାଇଛି । ପଙ୍ଗପାଳ ପଲ … Read More

ଅଗ୍ନିଶମ ଡିଜି ଭାବେ ଦାଇତ୍ୱ ଗ୍ରହଣ କଲେ ଆଇପିଏସ ଡ.ସତ୍ୟଜିତ ମହାନ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) : ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ଡକ୍ଟର ସତ୍ୟଜିତ୍ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ୍‌ … Read More