ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୬ ଆକ୍ରାନ୍ତ, ୩ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ … Read More

ପ୍ରତିଦିନ ୨ଟି ଅଣ୍ଡା ଖାଉଛନ୍ତି କି? ହୋଇପାରେ ଏହି ବିପଦ

(ଓଡିଶା ଟାଇମ୍) : ପ୍ରତିଦିନ ଆପଣ ଅଣ୍ଡା ଖାଉଛନ୍ତି କି? ସାବଧାନ ହୋଇଯାଆନ୍ତୁ । ପ୍ରତିଦିନ ଦୁଇଟି ଲେଖାଏଁ ଅଣ୍ଡା ଖାଇବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ । ଆସନ୍ତୁ ଏହା ପଛରେ କାରଣ କଣ ରହିଛି ଜାଣିବା … Read More

ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର , (ଓଡିଶା ଟାଇମ୍) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଲଘୁଚାପର ରୂପ ନେବ ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ ଗବେଷଣା କେନ୍ଦ୍ର ଆଇଏମଡି । ଏହାର ପ୍ରଭାବରେ … Read More

ଅମ୍ପନ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା ୫୦ NDRF ଯବାନଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ … Read More

‘ଓଡିଶା ହେଉଛି ଭାରତର ସଂସ୍କାର କେନ୍ଦ୍ର’-ଶାହା 

ଓଡ଼ିଶା ଜନସମାବେଶ ରାଲିରେ ବିରୋଧୀଙ୍କୁ ଅମିତ୍‌ ଶାହାଙ୍କ ଆକ୍ରମଣ ପୁଲୱାମା ଏବଂ ଉରି ଆକ୍ରମଣକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦଣ୍ଡିତ କରିଛନ୍ତି ଆମେ ହୃଦୟଙ୍ଗମ କରିଛୁ ଯେ ସୀମାରେ ଏନ୍‌କାଉଣ୍ଟର ଶିଶୁ ଖେଳ ନୁହେଁ- ଅମିତ୍‌ ଶାହା ବର୍ତ୍ତମାନ ଓଡ଼ିଶାକୁ ବିଜେପିର ଏକ … Read More

ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମ ପ୍ରତିଶୃତି: ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପିର ଓଡ଼ିଶା ଜନ ସମ୍ବାଦ ରାଲି ହୋଇଛି । ମୋଦି ସରକାରଙ୍କ-୨ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଇ କହିଛନ୍ତି ଯେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ … Read More

 ଖୁସି ଖବର : ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ୯୯ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୧୯୯୩ରେ ପହଁଚିଛି । ସୁସ୍ଥ ହୋଇଥିବା … Read More

କରୋନା ଭାଇରସ୍: ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିର … Read More

ଭୁବନେଶ୍ବର ଡମଣା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର ଡମ ଅଞ୍ଚଳରୁ ଜଣେ କରୋନା ଆକ୍ରନ୍ତ ଚିହ୍ନଟ ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଜଣେ ଯୁବକ ଅଛନ୍ତି । ଭୁବନେଶ୍ବର ମହାନଗର ନିଗମ … Read More

ଡାଇବେଟିସ ରୋଗୀଙ୍କ ପାଇଁ ଉପକାରୀ ଦେଶୀ ଘିଅ

(ଓଡିଶା ଟାଇମ ) :ଶୀ ଘିଅ ସ୍ୱାସ୍ଥ୍ୟ ପାଇଁ ଅତି ଉପକାରୀ । ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପାନୀୟ କାରଣରୁ ଡାଇବେଟିସ ରୋଗ ଲୋକଙ୍କ ପାଇଁ ସାଧାରଣ ପାଲଟିଗଲାଣି । ଡାଇବେଟିସ ରୋଗୀ ବିଶେଷ ଭାବେ ନିଜର ଖାଦ୍ୟପାନୀୟ ଉପରେ ଧ୍ୟାନ … Read More