କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ନେଇ ଚିନ୍ତା, ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତ ଦିନକୁ ଦିନ ବଢୁଛି । ସଂକ୍ରମିତଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଆଜି ଦିନ … Read More

ପ୍ରସ୍ତୁତି ପଥେ ରଥ: ରଙ୍ଗ ଦେଉଛନ୍ତି ଚିତ୍ରକାର

ପୁରୀ, (ଓଡ଼ିଶା ଟାଇମ୍‌):  ଏବର୍ଷର ରଥଯାତ୍ରା ଏକ ଭିନ୍ନ ଆକର୍ଷଣ ବହନ କରିବାକୁ ଯାଉଛି। ଏହା ଆଜି ଯାଏ ଆୟୋଜିତ ସମସ୍ତ ରଥଯାତ୍ରାଠାରୁ ସ୍ଵତନ୍ତ୍ର ହେବ। ବିନା ଭକ୍ତରେ ଶ୍ରୀମନ୍ଦିରରୁ ଶ୍ରୀଜିଉମାନେ ପ୍ରତିଶ୍ରୁତି  ଓ ପରମ୍ପରା ଅନୁସାରେ ଗୁଣ୍ଡିଚା ଅଭିମୁଖେ ଯାତ୍ରା … Read More

ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର, ଆଜି ପ୍ରତିହାରୀ ସେବକଙ୍କୁ ଔଷଧ ବିତରଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶ୍ରୀମନ୍ଦିର ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ସେବନ ପାଇଁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହି କ୍ରମରେ ଏକ ସ୍ଵତନ୍ତ୍ର ହୋମିଓପାଥି ଶିବିର କେବଳ ସେବାୟତଙ୍କ ଲାଗି ଖୋଲା ଯାଇଛି। ଅଭିଜ୍ଞ … Read More

ଲଘୁଚାପ: ଆଜି ପ୍ରବଳ ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆଶଙ୍କା ରହିଛି। ବଙ୍ଗୋପସାଗରରର ଉତ୍ତର-ପଶ୍ଚିମ ଦିଗଆଡ଼କୁ ଗତି କରୁଥିବାରୁ ଏହା ଓଡ଼ିଶାର ଦକ୍ଷିଣ ଉପକୂଳ  ନିକଟତର ହୋଇଛି।  ଏହି ଲଘୁଚାପ … Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେବାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ । ଏଥିସହିତ ଏହାସବୁ କରୋନା ଲକ୍ଷଣ … Read More

ବୁଧବାରଠାରୁ ଓଡିଶାରେ ଆରମ୍ଭ ହୋଇଯିବ ମୌସୁମୀ ବର୍ଷା: ସିଇସି

ଭୁବନେଶ୍ବର, (ଓଡିଶା ଟାଇମ୍) :  ଆଜି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ଓଡ଼ିଶାରେ ପ୍ରବେଶ … Read More

ମାସ୍କ କିଣା ଦୁର୍ନୀତି ନେଇ ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ମାସ୍କ କିଣାରେ ଦୁର୍ନୀତି ହୋଇଥିବା ନେଇ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କ ନାଁରେ  ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଧାର୍ଯ୍ୟ ଦରଠାରୁ ଅଢ଼େଇଗୁଣ ଅଧିକ ଦରରେ … Read More

ବିଏମସିର କରୋନା ମୁକାବିଲା ଅଭିଯାନ : ଘର ଘର ବୁଲିବେ ଭଲ୍ୟୁଣ୍ଟିୟର, ବାଣ୍ଟିବେ କିଟ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ କରୋନା ସଚେତନତା ଲାଗି ନିୟୋଜିତ ହେବେ ବାଇଶି ଶହରୁ ଅଧିକ ଭଲ୍ୟୁଣ୍ଟିୟର ବା ସ୍ୱେଚ୍ଛାସେବୀ ଏବଂ ମେଣ୍ଟର । ପ୍ରତି ୱାର୍ଡ଼ରେ ୨୫ ସ୍ୱେଚ୍ଛାସେବୀ ଏବଂ ତାଙ୍କୁ ଗାଇଡ଼ କରିବାକୁ ୫ ଜଣ ମେଣ୍ଟରଙ୍କୁ … Read More

ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା । ଏନେଇ ନେଇ ଖବର ସରବରାହ ସଂସ୍ଥା ଚଞଓ ଖବର ପ୍ରକାଶ କରିଛି । ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଛନ୍ତି ତୁହିନିକାନ୍ତ ପାଣ୍ଡେ … Read More

ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’, ଉଭୟ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜେ ସିନ୍ଧିଆ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଉଭୟଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିନ୍ଧିଆଙ୍କ … Read More