ବିଧାନସଭାରେ କରୋନା ସଂକ୍ରମଣ : ସଚିବ ଓ ତାଙ୍କ ଡ୍ରାଇଭର ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭାରେ ପସିଲା କରୋନା । ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ସଚିବଙ୍କ ଡ୍ରାଇଭର ମଧ୍ୟ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ବୁଧବାର ବିଧାନସଭାର ଜଣେ କର୍ମଚାରୀ କୋଭିଡ୍ … Read More











